ବାହା ହୋଇଗଲେ ଏହି ଓଡିଆ ହିରୋଇନ – ଦେଖନ୍ତୁ ତାଙ୍କ ବାହାଘରର ଭିଡିଓ

heroin

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ତ ଜି ସାର୍ଥକ ରେ ପ୍ରଜୁଯିତ ହେଉଥିବା ଦିବ୍ୟ ଦୃଷ୍ଟି ଓଡିଆ ମେଗା ଧାରା ବାହିକ ସିରିଏଲ ଆପଣ ମାନେ ତ ଦେଖୁଥିବେ ତେବେ ଓଡିଆ ମେଗା ଧାରା ବାହିକ ସିରିଏଲ ଦିବ୍ୟ ଦୃଷ୍ଟି ଧାରା ବାହିକ ରେ ଅଭିନୟ କରୁଥିବା ଦୃଷ୍ଟି ଏବେ ବିବାହ ବନ୍ଧନ ରେ ବାନ୍ଧି ହୋଇଯାଇଛନ୍ତି ଏବଂ ସେ ଖୁବ ଶିଘ୍ର ମଧ୍ୟ ହାତ କୁ ଦି ହାତ ହୋଇ ସାରିଛନ୍ତି ତେବେ ତାଙ୍କ ପ୍ରେମିକ ଙ୍କୁ ବିବାହ କରି ଥିବାର ଶୁଣିବାକୁମିଳିଛି ତେବେ ବନ୍ଧୁଗଣ ସମ୍ପୁର୍ଣ ଘଟଣା ଟି କୁ ଜାଣିବା ପାଇଁ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ ତେବେ ସେ କାହାକୁ ବିବାହ କରିଛନ୍ତି ତାଙ୍କର ପ୍ରେମିକ ଙ୍କୁ ନା ଆୁ କାହାକୁ ଯଦି ସେ ତାଙ୍କର ପ୍ରେମିକ ଙ୍କୁ ବିବାହ କରିଛନ୍ତି ତେବେ ତାଙ୍କର ପ୍ରେମିକ ଙ୍କ ର ନାମ କଣ ତେବେ ଏହି ସବୁ ର ଉତ୍ତର ଆପଣ ଆମର ଏହି ପୋଷ୍ଟ ରେ ପାଇଯିବେ ।drusti

ତେବେ ବନ୍ଧୁଗଣ ଆପଣ ମାନେ ତ ଜି ସାର୍ଥକ ର ପ୍ରଯୋଜିତ ହେଉଥିବା ଓଡିଆ ମେଗା ଧାରା ବାହିକ ସିରିଏଲ ଦିବ୍ୟ ଦୃଷ୍ଟି କୁ ଦେଖିଥିବେ ଏବଂ ଲୋକ ମାନେ ମଧ୍ୟ ଖୁବ ଭଲ ପାଇବା ଦେଇଛନ୍ତି ଏହି ଓଡିଆ ମେଗା ଧାରା ବାହିକ ସିରିଏଲ କୁ ତେବେ ଏଥିରେ ଦୃଷ୍ଟି ଙ୍କ ସରଳ ସ୍ୱଭାବ ଅଭିନୟ କୁ ଲୋକ ମାନେ ମଧ୍ୟ ଅନେକ ବଲ ପାଇବା ଦେଇଛନ୍ତି ଏବଂ ଲୋକ ମାନେ ମଧ୍ୟ ଏହି ଧାରାବାହିକ ରେ ଦୃଷ୍ଟି ଙ୍କ ଅଭିନୟ ସହିତ ଦିବ୍ୟ ଙ୍କ ଅଭିନୟ କୁ ମଧ୍ୟ ପସନ୍ଦ କରିଛନ୍ତି ତେବେ ଆଗକୁ ଧାରା ବାହିକ ରେ ଆସିବାକୁ ଯାଉଛି ଏକ ନୁଆ ଟୁଇଷ୍ଟ ଯୋଉଁ ଥିରେ କି ଦୃଷ୍ଟି ଙ୍କୁ ଦିବ୍ୟ ଗ୍ରହଣ କରୁଛନ୍ତିୱ ଏବଂ ଯାହା ଫଳ ରେ କି ଦୁଇ ଜଣ ଙ୍କ ର ବିବାହ ରେ ରିତି ନୀତି ଅନୁସାରେ ସମସ୍ତ ଘର ଲୋକ ଙ୍କ ସାମନା ରେ ହେବା କୁ ଯାଉଛି ।drust

ଏବଂ ଏହି ଧାରା ବାହିକ ରେ ଦୃଷ୍ଟି ଏକ ନୁଆ ବୋହୂ ରୁପରେ ମଧ୍ୟ ସଜେଇ ହେଇଥିବା ର ଏକ ଫୋଟ ସୋ ସୋସିଆଲମିଡିଆ ରେ ଛାଡିଛନ୍ତି ଏବଂ ଦିବ୍ୟ ଙ୍କ ସହିତ ରିଏୟ ରେ ବିବାହ କରିବାକୁ ଯାଉଛନ୍ତି ରିେଲ ଲାଇଫ ରେ ବିବାହ କରୁ ନାହାନ୍ତି ଏ କଥା ମଧ୍ୟ ତାଙ୍କୁ ଅନେକ ଲୋକ ପ୍ରଶ୍ନ ପଚାରିଥିଲେ ଏବଂ ତାହାକୁ ସେ ବୁଝାଇ କହିଥିଲେ ଲୋକ ମାନଙ୍କ ମନ ରେ ଭ୍ରାନ୍ତ ଧାରଣ ସୃଷ୍ଟି ହୋଇଥିଲା ଯେ ଏତେ ଛୋଟ ବେଳୁ କଣ ପାଇଁ ଦୃଷ୍ଟି ବିବାହ କରୁଛନ୍ତି ତେବେ ଦୃଷ୍ଟି ଙ୍କ ର ପ୍ରକୃତ ନାମ ହେଉଛି ଅନନ୍ୟ ଦାସ ସେ ଏକ ରିଆଲିଟି ସୋ ମାଧ୍ୟମ ରେ ହିଁ ସେ ଏହି ଧାରା ବାହିକ ରେ ପ୍ରବେଶ କରିଥିଲେ ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *