ବାହା ହେବାକୁ ଜାଉଛନ୍ତି ଏହି ଓଡିଆ ହିରୋଇନ । ତାଙ୍କ ସ୍ୱାମୀ କରନ୍ତି ଏହି କାମ

marred

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଓଲିଉଡ ଇଣ୍ଡଷ୍ଟ୍ରୀ ରୁ ଜାହା ବଡ ଖବର ଆସି ପହଁଚିଛି ଓଲିଉଡ ର ଲୋକ ପ୍ରିୟ ଅଭିନେତ୍ରୀ ଆହାନା ଯିଏ କି ଖୁବ୍ ଶୀଘ୍ର ବିବାହ କରିବା ପାଇଁ ଯାଉଛନ୍ତି ହଁ ବନ୍ଧୁଗଣ ଗତ କାଲି ତାଙ୍କର ନିର୍ବନ୍ଧ ସରି ସାରିଛି ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବୁ କି ତାଙ୍ରର ଆକାସ୍ ଙ୍କ ସହିତ ଗତ କାଲି ନିର୍ବନ୍ଧ ସରି ସାରିଛି ଏହି ନେଇ ନିଜେ ଆହାନା ନିଜର ଫେସବୁକ୍ ଏକାଉଣ୍ଟ ରେ ନିଜର ଫେନ୍ସ ମାନଙ୍କୁ ଜଣେଇ ଦେଇ ଥିବାର ଦେଖିବା ପାଇଁ ମିଳିଛନ୍ତି ।ahana

ତେବେ ଆପଣ ମାନେ ନିଶ୍ଚିତ ଭାବେ ଆହାନା ଙ୍କର ଏନଗେଜ୍ ମେଣ୍ଟ ର ଭିଡ଼ିଓ ଏବଂ ଫୋଟ କୁ ଆପଣ ମାନେ ନିଶ୍ଚିତ ଭାବେ ଦେକିବା ପାଇଁ ପାଉ ଥିବେ ସେମିତି ରେ ଆପଣ ମାନଙ୍କୁ ଆହାନା ଙ୍କ ଅଭିନୟ କେମିତତି ଲାଗେ ଆପଣ ମାନଙ୍କୁ ଆହାନା କେମିତି ଲାଗନ୍ତି ନିଶ୍ଚିତ ଭାବେ କମେଣ୍ଟ କରିବେ ଆପଣ ମାନଙ୍କ ମଧ୍ୟ ରୁ ଯେଉଁ ମାନେ ବ୍ଲାକ୍ ମେଲ ର ଅଭିନେତ୍ରୀ ଆହାନା ଙ୍କୁ ପସନ୍ଦ କରନ୍ତି ନିଶ୍ଚିତ ଭାବେ ତେବେ ଲାଇକ୍ କରିବେ ଆପଣ ମାନଙ୍କ ପ୍ରିୟ ଅଭିନେତ୍ରୀ ଆହାନା ବରାଳ ବହୁତ ଜଲ୍ଗି ବିବାହ କରିବାକୁ ଜାଉଛନ୍ତି ।a

ଏବଂ ସେ ବ୍ଲାକ୍ ମେଲ୍ , ଭୈରବ ଏବଂ ଜଙ୍ଗଲ ପରି ଚଳଚିତ୍ର ରେ କାମ କରି ସାରି ଥିବା ବେଳେ ଆପଣ ମାନେ ନିଶ୍ଚିତ ଭାବେ ଅଧିକ ପରିମାଣ ରେ ପସନ୍ଦ ମଧ୍ୟ କରନ୍ତି ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ଆସନ୍ତା ମାର୍ଚ୍ଚ ମାସ ରେ ଏମାନଙ୍କ ବିବାହ ହେବାକୁ ଥିବା ବେଳେ କୋରନା ମହାମାରୀ ପାଇଁ ସେ ଇଣ୍ଡଷ୍ଟ୍ରୀ ରୁ କିଛି ଦିନ ଦୂର ରେ ରହି ଥିବା ବେଳେ ବର୍ତମା ସମୟ ରେ ପୁଣି ଥରେ ଇଣ୍ଡଷ୍ଟ୍ରୀ କୁ ଫେରିଛନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *