ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି କୁଆଁଁରୀ ବୋହୁ ସିରିଏଲ ର ଅଭିନେତ୍ରୀ ଶ୍ରର୍ଦ୍ଦା ତେବେ କଣ ରହିଛି ଏହି ଉପରେ ଖବର ଏହି ବିଷୟରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ହେଲେ ଆପଣ ମାନେ ପୋଷ୍ଟ କୁ ନିଶ୍ଚିିତ ଭାବେ ସେଷ ଯାଏ ପଢନ୍ତୁ , ସେମିତି ରେ ଆପଣ ମାନେ ପ୍ରତ୍ୟେକ ଦିନ କୁଆଁରୀ ବୋହୁ ସିିରିଏଲ ନିଶ୍ଚିତ ଦେଖୁ ଥିବେ ଏବଂ କୁଆଁଁରୀ ବୋହୁ ସିରିଏଲ ର ଅଭିନେତ୍ରୀ ଶ୍ରର୍ଦ୍ଦା ବି ଆପଣ ମାନେ ବହୁତ ଭଲ ଭାବେ ଜାଣି ଥିବେ ଶ୍ରଦ୍ଧା ଙ୍କର ବହୁତ ଭଲ ଅଭିନୟ ପାଇଁ କୁଆଁଁରୀ ବୋହୁ ସିରିଏଲ ଟି ନଂ ୱାନ୍ ସିରିଏଲ ଭାବେ ପରିଚିତ ହୋଇ ପାରିଛି ।
ଏକ ଖବର ସୋସିଆଲ ମିଡିଆ ଭାଇରଲ ହେବାରେ ଲାଗିଛି କି ଶ୍ରଦ୍ଧା ଜଣଙ୍କୁ ଭଲ ପାଉଛନ୍ତି ବୋଲି ଏବଂ ଆଗାମୀ ଦିନ ମାନଙ୍କ ରେ ସେମାନେ ବିବାହ ବନ୍ଧନ ରେ ମଧ୍ୟ ବାନ୍ଧି ହେବେ , ତେବେ ସାଇ ଜାହାକୁ ଭଲ ପାଉଛନ୍ତି ସେ ଆଉ କେହି ନୁହଁନ୍ତି ସେ ବି ଜଣେ ଅଭିନନେତ୍ରୀ ଅଟନ୍ତି , ଶ୍ରଦ୍ଧା ସିରିଏଲ ଅଭିନେତା ବିବେକ୍ ଙ୍କୁ ଭଲ ପାଉଛନ୍ତି ସାରା ଯିଏକି କୁଆଁରୀ ବୋହୁ ସିରିଏଲ ରେ ଅଭିନୟ କରୁ ଥିଲେ ଏବଂ ବର୍ତମାନ ସମୟରେ ସେ ମଞୁରୀ ଟିଭି ରେ ଅଭିନୟ କରୁଛନ୍ତି ,
ତାଙ୍କର ଜବର୍ଦୋସ୍ତି ଅଭିନୟ ଆପଣ ମାନେ ବହୁତ ସାରା ସିରିଏଲ ମାନଙ୍କ ରେ ଦେଖିବା ପାଇଁ ପାଉ ଥିବେ ଶ୍ରଦ୍ଧା ଏବଂ ବିବେକ୍ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଆନ୍ତି ବୋଲି ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଏବଂ ସେମାନେ ନିଜ ନିଜର ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ବି ଫୋଟ ଫୋଷ୍ଟ କରି ଥିବାର ମଧ୍ୟ ଦେଖିବା ପାଇଁ ମିଳିଛନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।