ବାହା ହୋଇଗଲେ ଓଡିଆ ସିରିଏଲର ଏହି ହିରୋ । ଦେଖନ୍ତୁ ବାହାଘର

mareed

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ତରଙ୍ଗ ଟିଭି ରେ ପ୍ରଶାରିତ ହେଉ ଥିବା ସବୁଠୁ ଲୋକ ପ୍ରିୟ ସିରିଏଲ ସିନ୍ଧୁର ର ଅଧିକାର ରେ ଆରବ୍ ନୂଆ କରି ଅଭିନୟ କରୁଛନ୍ତି ଆରବ୍ ପୂର୍ବ ରୁ ଅନେକ ଗୁଡିଏ ଆଲବମ୍ ମାନଙ୍କ ରେ ଅଭିନୟ କରି ଥିବା ବେଳେ ସେ ବର୍ତମାନ ସମୟ ରେ ସିନ୍ଧୁର ର ଅଧିକାର ସିରିଏଲ ରେ ପ୍ରଥମ ଥର ପାଇଁ କାମ କରୁଛନ୍ତି । ଏମିତିରେ ଏହି ସହିତ ଆରବ୍ ଙ୍କୁ ବହୁତ ସମୟ ରେ ଅନେକ ଗୁଡିଏ ମର୍ଲିଂ ସୋ ରେ ଯୋଗ ଦେଇ ମିଷ୍ଟର ଗଞାମ୍ ର ଆୱର୍ଡ ପାଇଛନ୍ତି ଏବେ ପ୍ରଥମ ଥର ପାଇଁ ଆରବ୍ ତରଙ୍ଗ ଚିଭି ରେ ପ୍ରସାରିତ ହେଉ ଥିବା ସବୁଠୁ ଲୋକ ପ୍ରିୟ ସିରିଏଲ ସିନ୍ଦୁର ଅଧିକାର ସିରିଏଲ ରେ ହିରୋ ଚରିତ୍ର ରେ ଦେଖିବା ପାଇଁ ମିଳିଛନ୍ତି ।arb

ସେମିତି ରେ ଆପଣ ମାନଙ୍କୁ ଆଉ ଏକ ସୂଚନା ଦେବା ପାଇଁ ଚାହିଁବୁ କି ଏହି କିଛି ଦିନ ତଳେ ଆରବ୍ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ,ସେ ତାଙ୍କର ପୂର୍ହତନ ପ୍ରେମିକା ଙ୍କୁ ବିବାହ କରିଛନ୍ତି ଏହି ବିବାହ ଉତ୍ସବ ରେ ଅନେକ ଅଭିନେତା ଏବଂ ଅଭିନେତ୍ରୀ ମାନେ ବି ଯୋଗ ଦାନ କରି ଥିବା ବେଳେ ପାଖା ପାଖି ପାଞ୍ଚ ବର୍ଷ ଧରି ପ୍ରେମ କରିବା ପରେ ଆରବ୍ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।arab

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ତରଙ୍ଗ ଟିଭି ରେ ପ୍ରଶାରିତ ହେଉ ଥିବା ସବୁଠୁ ଲୋକ ପ୍ରିୟ ସିରିଏଲ ସିନ୍ଦୁର ର ଅଧିକାର ରେ ଆରବ୍ ଙ୍କ ଅଭିନୟ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *