ପୁରୀର ଏହି (ନାଗା ସାଧୁ କିଏ?) | ଜାଣିଲେ ଚମକି ଯିବେ

sadhu

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କେତେ ବେଳେ ଅନର୍ଗଳ ଇଂରାଜୀ କହୁଛନ୍ତି ଏବଂ କେତେ ବେଳେ ଓଡ଼ିଆ କହୁଛନ୍ତି ଏହି ନାଗା ସାଧୁ ତେବେ ବନ୍ଧୁଗଣ ପୁରୀ ରେ ଏବେ ଚର୍ଚ୍ଚା ରେ ରହି ଥିବା ଏହି ନାଗା ସାଧୁ ଜଣଙ୍କ କିଏ ଏବେ ପ୍ରଶ୍ନ ଉଠିଛି ତେବେ ଆପଣ ମାନେ ତାଙ୍କର ପରିଚୟ ଜାଣିଲେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇ ଯିବେ , ସେମିତି ରେ ଆପଣ ମାନେ ଜାଣି ଥି୍ବେ ଦିର୍ଘ 9 ମାସ ଧରି ପୁରୀ ଶ୍ରୀ ମନ୍ଦିର ବନ୍ଦ ହୋଇ ଥିଲା ଏହି ମାସ 23 ତାରିଖ ରେ ପୁରୀ ଶ୍ରୀ ମନ୍ଦିର ଖୋଲିବା ପରେ ଜଣେ ବ୍ୟକ୍ତି ବହୁତ ସୁରକ୍ଷା ବଳୟ ମଧ୍ୟ ରେ ଧସେଇ ପସି ଥିଲେ ଏବଂ ସେ ହେଲେ ପୁରୀ ରେ ଲଗୁଡୀ ମଠ ରେ ଦିକ୍ଷ୍ୟା ଗ୍ରହଣ କରି ଥିବା ବାବା ବୈଷ୍ଣବ ବର୍ତମାନ ସମୟ ରେ ଏହି ଘଟଣା ସୋସିଆଲ ମିଡ଼ିଆରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।sadhu

ତେବେ ଏହି ବ୍ୟକ୍ତି ଜଣଙ୍କ କିଏ ତାଙ୍କର ପରିଚୟ ଜାଣିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହେବେ , ତେବେ ସେହି ବ୍ୟକ୍ତି ଜଣଙ୍କ ହେଲେ ବ୍ରହ୍ମପୁର ବଡ ବଜାର ଅଞ୍ଚଳ ର ଶ୍ରୀ ରାମ ନଗର ର ବାସିନ୍ଦା ଅଟନ୍ତି ବାବା ବୈଷ୍ଣବ ପ୍ରାୟ ସାତ ବର୍ଷ ହେବ ବାବା ବୈଷ୍ଣବ ପୁରୀ ମଠ ରେ ରହୁଛନ୍ତି ଏବଂ ବିଭିନ୍ନ ସମୟ ରେ ପରିସ୍ଥିତି ରେ ପଡି ତାଙ୍କୁ ଜେଲ୍ ଯିବାକୁ ପଡିଛି ମଧ୍ୟ ସେ ସେହି ବ୍ରହ୍ମ ପୁର ସ୍ଥିତ ଆଚାର୍ଯ୍ୟ ବିନାୟକ କଲେଜ୍ ରେ ପାଠ ମଧ୍ୟ ପଢିଛନ୍ତି ।naga

ଅଦା ରୁ ପାଠ ପଢା ଛାଡି ସେ ବିଭିନ୍ନ ସମାଜିକ କାର୍ଯ୍ୟ ରେ ଯୋଗ ଦେଇ ଥିଲେ କାଳ କ୍ରମେ ବିଭିନ୍ନ ଅପରାଧିକ ମାମଲା ରେ ତାଙ୍କର ନାମ ଚଢି ଥିଲା ସେମିତି ରେ 2010 ମସିହା ଜୁଲାଇ 22 ରେ ଧୀରଜ୍ ସାମଲ ନାମକ ଏକ ଯୁବକ ଙ୍କୁ ହତ୍ୟା କରିବା ମାମଲା ରେ ଫସି ଥିଲେ ଏବଂ ପରବର୍ତୀ ସମୟ ରେ ସେ ନିଦ୍ଧୋଶ ବୋଲି ପ୍ରାମାଣିତ ହେଲେ ଏବଂ ପରେ ଠିକ୍ ଗୋଟିଏ ବର୍ଷ ପରେ ସେ ଏକ ଫାଣ୍ଡୀ ଅଧିକାରୀ କୁ ହାଣି ଜେଲ୍ ଜାଇ ଥିଲେ ତେବେ ଏମିତି କିଛି ଥିଲା ତାଙ୍କର ଘଟଣା ଏବଂ ବର୍ତମାନ ସମୟ ରେ ସେ ପୁଣି ଭାଇରଲ ହେବାରେ ଲାଗିଛନ୍ତି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *