ଏହି (୫ଟି ନାମର ଝିଅ ) ଗଙ୍ଗା ଭଳି ପବିତ୍ର ହେଇଥାନ୍ତି ।

girl

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୋଟିଏ ଝିଅ ମନ ରେ କେତେ ବେଳେ କଣ ଚାଲି ଥାଏ ତାହା ଜାଣିବା ବହୁତ ଅସମ୍ଭବ ଅଟେ । ସେମିତି ରେ ଆପଣ ମାନେ ଏହି କଥା କୁ ସୁଣି ଥିବେ କି ନାରୀ ମାନଙ୍କୁ ଭଗବାନ ବି ବୁଝି ପାରି ନ ଥିବା ବେଳେ ସାମାନ୍ୟ ମନୁଶ୍ୟ ସେମାନଙ୍କୁ କେମମିତି ବୁଝି ପାରିିବ । ପ୍ରକୃତ ରେ କଥା ହେଲା କି ଝିଅ ମାନଙ୍କର ବ୍ୟବହାର କିଛି ଅଲଗା ହୋଇ ଥାଏ ସେମାନଙ୍କୁ ବୁଝିବା ହିଁ ଅସମ୍ଭବ ହୋଇ ଥାଏ । ତେବେ ସେହି ପରି କ୍ଷେତ୍ର ରେ ଆମେ ସେହି ନାରୀ ମାନଙ୍କ ବିଷୟ ରେ କହିବୁ ଏମିତି କିଛି ନାମର ନାରୀ ମାନଙ୍କ ବିଷୟ ରେ ଯେଉଁ ମାନେ ଗଙ୍ଗା ଭଳି ପବିତ୍ର ହୋଇ ଥାନ୍ତି । ନମ୍ୱର୍ 1– B ନାମ ଥିବା ଝିଅ ମାନେ ଯେଁଉ ଝିଅ ମାନଙ୍କର ନାମ B ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନଙ୍କୁ ମଧ୍ୟ ବହୁତ୍ ପବିତ୍ର ବୋଲି ମାନାଯାଏ ଏମାନେ ବହୁତ ଲାଜକୁଳୀ ହୋଇଥାନ୍ତି କିନ୍ତୁ ଏମାନେ ତାଙ୍କର ପରିବାରର ମାନା ମର୍ଯ୍ୟାଦା କୁ ଧ୍ୟାନ ରଖିଥାନ୍ତି ଆନେ ସିଧା ଶକ୍ତ କହିବାର ଏମାନେ କୌଣସି ପରିସ୍ଥିତିରେ ନିଜ ପରିବାରକୁ ଖୁସିରେ ରଖିବାକୁ ପ୍ରୟାସ କରିଥାନ୍ତି ।b

ଏବଂ ନିଜ ପରିବାର ଲୋକଙ୍କ ଇଛା ପୂରଣ କରିବାରେ ପୁରା ଚେଷ୍ଟା କରିଥାନ୍ତି। ନମ୍ୱର୍ 2– N ନାମ ଥିବା ଝିଅ ମାନେ ଯେଁଉ ଝିଅ ମାନଙ୍କର ଏହି ଅକ୍ଷର ହୋଇଥିଲେ ସେମାନେ ବହୁତ ଶାନ୍ତ ସଭାବାର ହୋଇଥାନ୍ତି । ଏମାନଙ୍କର ସଭାବ ଅନ୍ୟ ମାନଙ୍କ ଠାରୁ ବହୁତ୍ ଅଲଗା ହୋଇଥାଏ । ଏହି ନାମ ଥିବା ଝିଅ ମାନେ ବହୁତ୍ ଜୋର ରେ କଥା ହୋଇଥାନ୍ତି । ନମ୍ୱର୍ 3– S ନାମ ଥିବା ଝିଅ ମାନେ ଏହି ନାମ ଥିବା ଝିଅ ମାନେ ବହୁତ୍ ଶାନ୍ତ ସଭାବ ର ହୋଇଥାନ୍ତି ଏବଂ ନିଜ ଜୀବନ ସାଥିଙ୍କ ବହୁତ୍ ବିଶ୍ଵସ୍ତ ହୋଇଥାନ୍ତି ଏମାନେ କୌଣସି ପରିସ୍ଥିତି ରେ ମଧ୍ୟ ନିଜ ଜୀବନ ସାଥିଙ୍କ ହାତ ଛାଡନ୍ତି ନାହିଁ ଏବଂ ଏମାନଙ୍କର ବ୍ୟବହାର ବହୁତ୍ ଭଲ ହୋଇଥାଏ ଏହି କାରଣରୁ ଏମାନଙ୍କୁ ପବିତ୍ର ବୋଲି ମାନା ଯାଏ ।s

ନମ୍ବର 4 – A ନାମ ଥିବା ଝିଅ ଯେଁଉ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନଙ୍କୁ ସମ୍ପର୍କ କିପରି ବାନ୍ଧି ରଖିବାକୁ ହେବ ତାହା ବହୁତ ଭଲ ଭାବରେ ଜଣା ଥାଏ ।ଏହି ନାମ ଥିବା ଝିଅ ମାନେ ପ୍ରତେକ୍ ମନୁଷ୍ୟ ର ଭାବନାକୁ ଧ୍ୟାନ ସହିତ ବୁଝି ପାରନ୍ତି । ନମ୍ୱର୍ 5–p ନାମ ଥିବା ଝିଅ ମାନେ ଯେଁଉ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନଙ୍କୁ ସମ୍ପର୍କ ରେ ବାନ୍ଧି ରଖିବାକୁ ବହୁତ୍ ଭଲ ଭାବରେ ଜଣା ଥାଏ ଏହି ନାମ ଥିବା ଝିଅ ମାନେ ସବୁ ମଣିଷ ମାନଙ୍କର ମୋନକୁ ଭଲ ଭାବରେ ବୁଝି ପାରନ୍ତି ହୋଇପାରେ ସେମାନେ ତାଙ୍କଠୁ ବଡ଼ ବା ସାନ କିନ୍ତୁ ଏମାନେ କେବେ କାହାରିକୁ ଦୁଃଖ ଦିଅନ୍ତି ନାହିଁ ଏହି କାରଣରୁ ଏମାନଙ୍କୁ ପବିତ୍ର ବୋଲି କୁହାଯାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *