ବଲିଉଡର ଫେମୋସ ଫିଲ୍ମ ମାନଙ୍କର ହିରୋଇନ ହୋଇ ସାରିଥିବା ଏହି ସବୁ ଅଭିନେତ୍ରୀଙ୍କର ଏ ହେଉଛନ୍ତି ସ୍ୱାମୀ ଓ ପିଲାମାନେ ।

a

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଫିଲ୍ମ କୁ ରୋମାଞ୍ଚକ୍ ବନେଇବା ପାଇଁ ବଲିଉଡ ଅଭିନେତ୍ରୀ ମାନେ ବହୁତ ପରିଶ୍ରମ କରିଛନ୍ତି ଜାହା ଫଳ ରେ ଆଜିର ସମୟ ରେ ବଲିଉଡ ଫିଲ୍ମ ସୁପର ଡୁପର ହିଟ୍ ହୋଇ ପାରିଛି ଏବଂ ଫିଲ୍ମ ରେ ଏମମିତି ବି କିଛି କଳାକାର ମାନେ ରହିଛନ୍ତି ଯେଉଁ ମାନେ ନିଜର କମେଡି ଏବଂ ଅଟପଟି ଅନ୍ଧାଜ୍ ରେ ଫିଲ୍ମ କୁ ଏକ ଅଲଗା ପ୍ରକାରର ଲୁକ୍ସ ଦେଇଛନ୍ତି , ସେମିତି ରେ ଆମେ ମାନେ ଆଜି ଏହି ବଲିଉଡ କମେଡିଆନ ମାନଙ୍କ ବିଷୟ ରେ ନୁହେଁ ବରଂ ସେମାନଙ୍କ ପରିବାର ଏବଂ ପିଲା ମାନଙ୍କ ବିଷୟ ରେ କହିବା ପାଇଁ ଚାହିଁବୁ , ଯେଉଁ ମାନେ ସେମାନଙ୍କ ପରି ନିଜର ଫିଲ୍ଡ ରେ ବହୁତ ପରିଶ୍ରମୀ ଏବଂ ଦେଖିବା ପାଇଁ ବି ସୁନ୍ଦର ଅଟନ୍ତି ।nimiy

ଏହି ପ୍ରଥମେ ସାହିଲା ଚହ୍ଡା ଙ୍କ ବିଷୟ ରେ କହିବୁ ତେବେ ଫିଲ୍ମ ହାମ୍ ଆପ କେ ହେ କନ୍ ରେ ଆପଣ ମାନେ ତାଙ୍କୁ ଦେଖିବା ପାଇଁ ପାଇ ଥିବା ବେଳେ ଆଜିର ସମୟ ରେ ତାଙ୍କୁ ସେହି ଫିଲ୍ମ ପାଇଁ ଜଣା ଜାଇ ଥାଏ ସେମିତି ରେ ତାଙ୍କର ସ୍ୱାମୀ ଏବଂ ପିଲା ମାନଙ୍କ ବିଷୟ କହିବା ତେବେ ସେ କିଛି ସମୟ ପୂର୍ବ ରୁ ସଞୟ ଦତ୍ତ ଙ୍କ ମାଉସୀ ପୁଅ ଙ୍କୁ ବିବାହ କରି ଥିଲେ ଯେଉଁ ଥିରେ ତାଙ୍କର ଗୋଟିଏ ଝିଅ ରହିଛି ଏବଂ ଏମାନଙ୍କ ଝିଅ ବି ବର୍ତମାନ ସମୟରେ ଏକ ଚିଭି କଳାକାର ଅଟନ୍ତି ହେଲେ ବର୍ତମାନ ସମୟ ରେ ସେ ନିଜର ପାଠ ପଢା ଉପରେ ଫୋକସ୍ କରୁଛନ୍ତି । aa

ସେହି ପରି ଆମେ କିରନ ଖେର୍ ଙ୍କ ବିଷୟ ରେ କହିବା ତେବେ 2008 ରେ ଦୋସ୍ତାନା ରେ କାମ କରି ଥିବାର ଆପଣ ମାନେ ଦେଖି ଥିବେ ତାଙ୍କର ବିବାହ ବିଷୟ ରେ କହିବା ତେବେ ସେ ଦୁଇଟି ବିବାହ କରିଛନ୍ତି ଯେଉଁ ଥିରେ ପ୍ରଥମ ବିବାହ ବିଜନେସ୍ ମ୍ୟନ୍ ଗୈତ୍ତମ୍ ବେରି ଙ୍କୁ କରି ଥିବା ବେଳେ ଯେଉଁ ମାନଙ୍କ ଠାରୁ ସିକନ୍ଦର ଖେର୍ ହୋଇ ଥିଲେ ଏବଂ ପରେ ସେମାନଙ୍କର ଡିଭର୍ସ ହେଲା ଏବଂ ପରେ ସେ ବଲିଉଡ ର ଅଭିନେତା ଅନୁପମ୍ ଖେର୍ ଙ୍କୁ ବିବାହ କରି ଥିଲେ ଏବଂ ଆଜିର ସମୟ ରେ ତାଙ୍କ ସହିତ ହିଁ ସୁଖ ଜିବନ ବିତାଉଛନ୍ତି ଏବଂ ତାଙ୍କର ପୁଅ ସିକନ୍ଦର ଖେର୍ ବି ତାଙ୍କ ପରି ଜଣେ ଜଣା ସୁଣା ଅଭିନେତା ଅଟନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *