ଝିଅକୁ ନିଜ ପ୍ରେମରେ ପକାଇବା ପାଇଁ ସାଇକୋଲୋଜିର ୨୫ଟି ଗୁପ୍ତ ରହସ୍ୟ II

girl

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଝିଅ ପଟାଇବା ହେଲେ ଆପଣ ଙ୍କୁ ମହିଳା ମାନଙ୍କ ସାଇକୋଲୋଜି ଜାଣିବାକୁ ପଡିବ ଓମେନ୍ସ ସାଇକୋଲୋଜି ର ପାର୍ଟ 1 ଓ ପାର୍ଟ 2 ଆପଣ ଙ୍କୁ ଏହି ପୋଷ୍ଟ ର ପାଇଯିବେ , ତେବେ ବନ୍ଧୁଗଣ ଆଜି ଆମେ ମହିଳା ମାନଙ୍କ ବିଷୟ ରେ 25 ଟି ଗୁରୁତ ର ରହସ୍ୟ ଆଲୋଚନା କରିବା , ମହିଳା ମାନଙ୍କ ର ଏହି ଗୁପ୍ତ କଥା ଯଦି ଆପଣ ମାନେ ଜାଣି ଯିବେ ଆପଣ କାହାକୁ ବି ଖୁବ ସହଜ ରେ ପଟାଇ ପାରିବେ ତେବେ ଆସନ୍ତୁ ଜାଣିନେବା ମହିଳା ମାନଙ୍କ ର ସାଇକୋଲୋଜି କଣ କେହି ଝିଅ ବା ମହିଳା ଙ୍କ ସଂସ୍ପର୍ଷ ରେ ଅଧିକ ଦିନ ପର୍ଯ୍ୟନ୍ତ କେହି , ପୁଅ ଯଦି ଆସେ ତା ସହିତ ଗୋଟେ ବନ୍ଧୁ ପରି ନିବିଡ ଭାବରେ ମିଶେ ତ ଦୁଇ ଜଣ ଙ୍କ ଭିତ ରେ ପ୍ରେମ ହୋଇଯାଏ ।loves

ସବୁ ମହିଳା ଙ୍କୁ ଗୋଟେ ମଜୁବୁତ ଶରୀର ଥିବା ଓ ସାହାର୍ଯ୍ୟକାରୀ ପୁରୁଷ ଦରକାର ମହିଳା ମାନଙ୍କୁ ନିଜ ଜିନିଷ ଅପେକ୍ଷା ଅନ୍ୟ ମହିଳା ମାନଙ୍କ ର ଜିନିଷ ବହୁତ ପସନ୍ଦ , ମହିଳା ମାନେ ନିଜେ କିଣିଥିବା ଜିନିଷ ଅପେକ୍ଷା ଅନ୍ୟ ର ଜିନିଷ କୁ ଦେଖିୁଲେ ଯେଲୋସି ଫିଲ କରନ୍ତି ସବୁ ମହିଳା ମାନଙ୍କ ପାଖରେ ପ୍ରଳୟ କରି ଦେବା ର ଶକ୍ତି ଅଛି ତେଣୁ ସାବଧାନ ମହିଳା ମାନେ ନିଜ ଜୀବନ କାଳ ମଧ୍ୟ ରେ 2 କିଲୋ ଗ୍ରାମ ଲିଭିଷ୍ଟିକ ଖାଇ ଦେଇଥାନ୍ତି , ମହିଳା ମାନଙ୍କ ର ସବୁଠାରୁ ବଡ ଦୁର୍ବଳତା ହେଉଛି ଭଲ ଭଲ ପୋଷାକ ଭଲ ଶାଢୀ ଦାମିକା ଜୋତା ଓ ସୁନା ଗହଣା ଉପରେ ରହିଥାଏ , ମହିଳା ମାନେ କେହେ ଉପରେ ନାରାଜ ହେଲେ ତାକୁ କିଛି ନ କହି ଚୁପ ରହିଥାନ୍ତି ମହିଳା ମାନେ ସବୁଠାରୁ ବେସି ଲୋଭି ସ୍ୱଭାବ ର ହୋଇଥିବାରୁ ତାକୁ ମନାଇବା ପୁରୁଷ ମାନଙ୍କ ପାଇଁ ସବୁଠାରୁ ବେସି ସହଜ ହୋଇଥାଏ ।love

ମହିଳା ମାନଙ୍କ ର ଦୟା କ୍ଷମା ଓ ସମର୍ପଣ ଭାବ ପୁରୁଷ ମାନଙ୍କ ତୁଳନା ରେ ଅଧିକ ଥାଏ ପିଲା ଙ୍କୁ ଜନ୍ମ ଦେବା ପରେ ନୁହେଁ ବରଂ ମହିଳା ମାନହ୍କ ର ଜନ୍ମ ରୁ ମାତୃତ୍ୱ ଭାବନା ରହିଛି ସବୁ ମହିଳା ଜନ୍ମ ରୁ ମମତା ମୟୀ ହୋଇଥାନ୍ତି , ମହିଳା ମାନଙ୍କ ର ଶକ୍ତି ଏତେ ଯେ ସେମାନେ କିଛି ବି ଜିନିଷ କୁ ଗଢି ପାରନ୍ତି ଓ ଖୁବ ଶୀଘ୍ର ବରବାଦ କରି ପାରନ୍ତି ମହିଳା ମାନଙ୍କ ମନରେ ତାଙ୍କ ପାର୍ଟନ ରୁ କୁ ହରାଇ ଦେବାର ଭୟ ସବୁବେଳେ ରହିଥାଏ ସେଥି ପାଇଁ ତାଙ୍କ ପାର୍ଟନର କାହା ସହିତ କଥା ହେଲେ ବି ସେମାନେ ତାକୁ ସନ୍ଦେହ ଦୃଷ୍ଟି ରେ ଦେଖନ୍ତି । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *