ଭିଡିଓ ହେଲା ଭାଇରାଲ । ମ୍ୟାଚ ମଝିରେ ଏମିତି ଚିଟିଙ୍ଗ କରୁଥିଲେ ସ୍ମିଥ ।

macha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଭାରତ କୁ ହରେଇବା ପାଇଁ ପଡିଆ ରେ ବେଇମାନୀ କରିଲେ ସ୍ମିଥ୍ କିନ୍ତୁ କ୍ୟମେରା ରେ ଧରା ପଡିଲା ଚିଟିଂ ଭାରତୀୟ ଟିମ୍ ର ସ୍ପେସ୍ ବୋଲର ମହମ୍ମଦ୍ ସିରାଜ ଙ୍କ ଜାତୀଆନା ମନ୍ତବ୍ୟ ଘଟଣା ଶାନ୍ତ ପଡି ନ ଥିବା ବେଳେ ସିଡନ୍ନୀ ଟେଷ୍ଟ ରେ ଅଷ୍ଟେଲିଆ ଖେଳାଳି ଆଉ ଏକ ହୀନ କାମ କରି ଟିମ୍ ଇଣ୍ଡିଆ କୁ ସମସ୍ୟା ରେ ପକେଇବା ପାଇଁ ଚେଷ୍ଟା କରି ଥିଲେ ଜାହାର ଦୃଶ୍ୟ ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ,ss

ବୋଲ ଟେମ୍ପରିଂ ମାମଲା ରେ ଟିପ୍ସ ସ୍ମିଥ୍ ବହୁତ ଅପମାନିତ ହୋଇ ଥିଲେ ଏକ ବର୍ଷ ର ପ୍ରତିବନ୍ଧନ ପରେ ସେ ପୁଣି ଥରେ କ୍ରିକେଟ୍ କୁ ଫେରି ଥିଲେ ଲାଗୁଛି ବର୍ତମାନ ସମୟ ରେ ଧିରେ ଧିରେ ଭୁଲିା ପାଇଁ ଲାଗିଲେଣି ସ୍ମିଥ୍ ପୁଣି ଥରେ ଏମିତି କିଛି କରିଛନ୍ତି ସ୍ମିଥ୍ ଏବଂ ପରେ ତାଙ୍କ ଉପରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି ତେବେ ପଞ୍ଚମ ତଥା ଅନ୍ତିମ ଦିବସ ରେ ବ୍ୟଟ୍ସ ମ୍ୟନ୍ ରିସବ୍ ପନ୍ଥ ଏବଂ ଚତୁର୍ସୋ ପୁଜାରା କଙ୍ଗାରୁ ଦଳ ର ବୋଲିଂ କୁ ବହୁତ ଧୁଲେଇ କରି ଥିଲେ ଜାହା ଟିପ୍ସ ସ୍ମିଥ୍ କୁ ସଜ୍ୟ ହୋଇ ନ ଥିଲା ଏବଂ ଏଠାରେ ପନ୍ଥ ଙ୍କ ଧ୍ୟନ ଭଙ୍ଗ କରିବା ପାଇଁ ଏମିତି ହାନ ପ୍ରୟାସ କରି ଥିଲେ ।smaite

ଜାହା ଷ୍ଟମ୍ଫ ରେ ଲାଗି ଥିବା କ୍ୟମେରା ରେ କୟେଦ୍ ହୋଇ ଥିଲା ଏହି ଦିନରେ ଡ୍ରଙ୍କ୍ସ ସମୟରେ ସ୍ମିଥ୍ କ୍ରିସ୍ ଉପରେ ଆସି ବ୍ୟଟ୍ସ ମ୍ୟନ୍ ମାର୍କ ନେଉ ଥିବା ସ୍ଥାନ ରେ ନିଜର ଜୋତାରେ ଲିଭେଇବା ପାଇଁ ପ୍ରୟାସ କରି ଥିଲେ ଏମିତି ଗୋଟିଏ କାମ କ୍ୟମେରା ରେ କୟେଦ୍ ହେବା ପରେ ଏହା ବର୍ତମାନ ସମୟରେ ସୋସିିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ଏହା ପରେ ଅଶ୍ଟେଲିଆ ଗଣ ମାଧ୍ୟମ ଏହା ଉପରେ ପରଦା ପକେଇବା ପାଇଁ ଚେଷ୍ଟା କରିଛି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *