ଆଞ୍ଚଳିକ ପାଣିପାଗ କେନ୍ଦ୍ର ବଡ଼ ସୂଚନା ଆସିଲା ବଢୁଛି ଶୀତ | ଆଉ ଏତିକି ଦିନ ହେବ ପ୍ରବଳ ଥଣ଼୍ଡା

cold

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ଆଞ୍ଚଳିକ ପାଣି ପାଗ ବିଭାଗ ପକ୍ଷ୍ୟ ରୁ ଆଞ୍ଚଳିକ ପାଣି ପାଗ କୁ ନେଇ କିଛି ସୂଚନା ଦିଆ ଜାଇଛି ମିଳି ଥିବା ସୂଚନା ଅନୁସାରେ ରାଜ୍ୟ କୁ ପୁଣି ଥରେ ଫେରୁଛି ଶୀତ ବର୍ତମାନ ସମୟ ରେ ରାଜ୍ୟ ର ବିଭିନ୍ନ ସ୍ଥାନ ରେ ଥଣ୍ଡା , ଶୈଳ୍କ ଏବଂ ଉତ୍ତରା ପବନ ବହିବାରେ ଲାଗିଛି ତେବେ ଆଭ୍ୟନ୍ତରଣ ଓଡ଼ିଆ ସହିତ ଉପକୂଳ ଓଡିଶା ରେ ସର୍ବନିମ୍ନ ତାପମାତ୍ରା ରେ ଆଖିଦୃଶିଆ ହ୍ରାସ ଘଟିବ ତେବେ ବନ୍ଧୁଗଣ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ୍ ଆମେ ମାନେ ଏଠାରେ ଜାଣିବା ବାସ୍ ତା ପୂର୍ବ ରୁ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ।cold

ତେବେ ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ଉତ୍ତର ପଶ୍ଚିମ ଓଡ଼ିଶା ରେ ଶୀତ ରେ ପ୍ରଭାବ ଅଧିକ ପରିମାଣ ରେ ଦେଖିବା ପାଇଁ ମିଳିବ ବିସେଶ କରି ଝାଡସୁଗୁଡା ଏବଂ ସୁନ୍ଦର ଗଡ ଜିଲ୍ଲା ରେ ଶୀତ ର ପ୍ରଭାବ ଅଧିକ ପରିମାଣ ରେ ଦେଖିବା ପାଇଁ ମିଳିବ , ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ନିଦ୍ଧେଶକ ଏଚ୍ ଆର୍ ବିଶ୍ୱାସ ଙ୍କ ନିର୍ଦ୍ଧେଶ ଅନୁସାରେ ବର୍ତମାନ ରାଜ୍ୟ ର ବିଭିନ୍ନ ସ୍ଥାନ ରେ ସ୍ୱଭାବିକ ତାପମାତ୍ରା ରହିଛି କିନ୍ତୁ ରାଜ୍ୟ କୁ ଉତ୍ତର ପଶ୍ଚିମ ଦିଗ କୁ ପବନ ବହିବ ଫଳ ରେ ଉତ୍ତର ପଶ୍ଚିଂ ଜିଲ୍ଲା ମାନଙ୍କର ଥଣ୍ଡା ର ପ୍ରଭାବ ଲାଗି ରହିବ ଏବଂ ଝାଡସୁଗୁଡା କେନ୍ଦୁଝର ।sita

ଏବଂ ସୁନ୍ଦରଗଡ ର କିଛଥି ସ୍ଥାନ ରେ ପ୍ରବଳ ଶୀତ ଅନୁଭୂତ ହେବ ସେହି ପରି ଉପକୂଳ ଓଡ଼ିଶା ରେ ମଧ୍ୟ ଏହାର ପ୍ରଭାବ ଅଧିକ ପରିମାଣ ରେ ଦେଖିବା ପାଇଁ ମିଳିବ 12 ଟି କେନ୍ଦ୍ର ରେ ସର୍ବ ନିମ୍ନ ଚାପମାତ୍ରା 15 ଡୀଗ୍ରୀ ତଳକୁ ରେକୋର୍ଡ ହୋଇ ପାରେ ବିଷେଶ କରି ଆଭ୍ୟନ୍ତରଣିୟ ଓଡିଶା ରେ ଶୀତ ର ପ୍ରଭାବ ରେ ବହୁତ ପରିବର୍ତନ ଦେଖିବା ପାଇଁ ମିଳିବ ଅଦିକାଶଂ ସ୍ଥାନ ରେ ପାରଦ 2 ରୁ 3 ଡୀଗ୍ରୀ ପର୍ଯ୍ୟନ୍ତ ନିମ୍ନ ଗାମୀ ହୋଇଛି ଏବଂ ଆଗାମୀ ଦୁଇ ଦିନ ରେ ରାଜ୍ୟ ର ସର୍ବ ନିମ୍ନ ତାପମାତ୍ରା ଏମିତି ଦୁଇ ରୁ ତିନି ଡୀଗ୍ରୀ ପର୍ଯ୍ୟନ୍ତ ଖସିବାର ସମ୍ଭାବନା ରହିଛି ତେବେ ଜାହାକି ଏହି ଭଳି ଭାବେ କିଛି ବଡ ଅପଡେଟ୍ ଆସି ପହଁଚିଛି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *