ଶୁଣି ପାରନ୍ତିନି ଏହି ଖେଳାଳି , ହେଲେ ଗୋଟିଏ କାନରେ ଖେଳି ମାରନ୍ତି ଚୌକା ଛକା ଏହି ଭାରତୀୟ ଖେଳାଳୀ

playar

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଗୋଟିଏ କାନ ରେ ସୁଣି ପାରନ୍ତି ୱାସିଂଟନ୍ ସୁନ୍ଦର ଏବଂ ଏହା ସହିତ ୱାସିଂଟନ୍ ସୁନ୍ଦର ର ନାମ ଏବଂ ଜର୍ସି ନମ୍ବର ପଛରେ ଲୁଚି ରହିଛି ଏକ ବହୁତ ବଡ ରହସ୍ୟ ତେବେ ଏହି ବିଷୟ ରେ ବନ୍ଧୁଗଣ ଆପଣ ମାନେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ଆପଣ ମାନେ ନିଶ୍ଚିତ ଭାବେ ପୋଷ୍ଟ କୁ ସେଷ ପର୍ଯ୍ୟନ୍ତ ପଢନ୍ତୁ , ତେବେ ଆସନ୍ତୁ ଜାଣିନେବା ଭାରତୀୟ ଯୁବ ଖେଳାଳି ୱାସିଂଟନ୍ ସୁନ୍ଦର ଙ୍କ ବିଷୟ ରେ କିଛି ଅଜଣା କଥା ତେବେ ଅଶ୍ଚେଲିଆ ବିପକ୍ଷ୍ୟ ରେ ଖେଳା ଜାଇ ଥିବା ଚତୁର୍ଥ ଟେଷ୍ଟ ଆର୍ ଅଶ୍ୱନୀ ଙ୍କ ବଦଳ ରେ ସ୍ଥାନ ପାଇ ଥିଲେ ୱାସିଂଟନ୍ ସୁନ୍ଦର ଏହା ସହିତ ସେ ଅଶ୍ଟେଲିଆ ବିପକ୍ଷ୍ୟ ରେ ଏହି ଚେଷ୍ଟ ରେ ସେ ନିଜର ବୋଲିଂ ଏବଂ ବେଟିଂ ରେ ଭଲ ପଦର୍ଶନ ମଧ୍ୟ କରି ଥିଲେ ଏବଂ ଚତୁର୍ଥ ଟେଷ୍ଟ ରେ ଭାରତ କୁ ଜିତିବା ପାଇଁ ଏକ ଆଶା ଦେଖେଇ ଥିଲେ ।w

ସେମିତି ରେ ୱାସିଂଟନ୍ ସୁନ୍ଦର ଙ୍କ ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ସୁନ୍ଦର କେବଳ ଗୋଟିଏ କାନ ରେ ହିଁ ସୁଣି ପାରନ୍ତି ଯେତେ ବେଳେ ସେ ଚାରି ବର୍ଷ ର ଥିଲେ ସେତେ ବେଳେ ଏହି ରୋଗ ବିଷୟରେ ସେ ଜାଣି ପାରି ଥିଲେ ଅନେକ ହସ୍ପିଟାଲ ରେ ତାଙ୍କର ଚିକିତ୍ସା କରା ଜାଇ ଥିଲା ପରେ ଏହା ଅସାଧ୍ୟ ବୋଲି ପ୍ରଷ୍ଟ କରି ଥିଲେ ଡାକ୍ତର ଏବଂ ପରେ ପରେ ସେ ଅନେକ ସମସ୍ୟା ର ସାମ୍ନା ମଧ୍ୟ କରିଛନ୍ତି ,washi

ତେବେ ୱାସିଂଟନ୍ ସୁନ୍ଦର ଏହି ବାବଦ ରେ କହିଛନ୍ତି କି ସେ ଫିଲ୍ଡିଂ କରିବା ସମୟ ରେ ଅନ୍ୟ ସାଥି ଖେଳାଳି ଙ୍କ ସହିତ କିଛିଟା ସମସ୍ୟା ହୋଇ ଥାଏ କିନ୍ତୁ ଏହାକୁ ନେଇ କେହି ତାଙ୍କୁ କିଛି ବି କହି ନାହାଁନ୍ତି , ଏବଂ ଏହା ସହିତ ସେ ନିଜର ଜର୍ସି ବିଷୟ ରେ ବି କହିଛନ୍ତି କି 55 ନମ୍ବର ର ଜର୍ସି ପିନ୍ଧି କରି ସେ ଖେଳନ୍ତି ବୋଲି କାରଣ ତାଙ୍କର ଜନ୍ମ ଅକ୍ଚୋବର 5 ତାରିଖ ସକାଳ 5ଟା 5 ମିନିଟ୍ ରେ ହୋଇ ଥଥିବା ବେଳେ ସେ ଏମିତି କରିଛନ୍ତି ବୋଲି କହିଛନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *