ଏହି ନୂଆ ଓଡ଼ିଆ ହିରୋଇନଙ୍କୁ ବାହା ହେବେ କୁଆଁରୀ ବୋହୁ ସିରିଏଲର ସାଇ

hh

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି କୁଆଁରୀ ବୋହୁ ସିରିଏଲ ରେ ସାଇ ତେବେ କାହାକପ ବିବାହ କରିବେ ଏବଂ କେବେ ବିବାହ କରିବେ ସେହି ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ଜଣେଇବା ପାଇଁ ଚାହିଁବୁ ବାସ୍ ଆପଣ ମାନେ ପୋଷ୍ଟ କୁ ଆପଣ ମାନେ ସେଷ ଯାଏ ପଢନ୍ତୁ ନିଶ୍ଚିତ ଭାବେ ଜାଣି ପାରିବେ , ସେମିତି ରେ ବନ୍ଧୁଗଣ ଆପଣ ମାନେ କୁଆଁରୀ ବୋହୁ ସିିରିଏଲ ର ସାଇ ଙ୍କୁ ବହୁତ ଭଲ ଭାବେ ଜାଣି ଥିବେ ଏବଂ ତାଙ୍କର ଜବର୍ଦୋସ୍ତ ଅଭିନୟ ଆପଣ ମାନେ ନିଶ୍ଚିତ ଭାବେ ଦେଖୁ ଥିବେ ।hh

ସେମିତି ରେ ଏହି ସିରିଏଲ କୁଆଁରୀ ବୋହୁ ସିରିଏଲ ରେ ସାଇ ଏବଂ ଶ୍ରଦ୍ଧା ଙ୍କ ଅଭିନୟ ପାଇଁ ଏହି ସିରିଏଲ ଟି ଏତେ ପରିମାଣ ରେ ପପୁଲାର ହୋଇ ପାରିଛି , ସେମିତି ରେ ବର୍ତମାନ ସମୟ ରେ ଏକ ଖବର ସୋସିଆଲ ମିଡିଆ ଭାଇରଲ ହେବାରେ ଲାଗିଛି କି ସାଇ ଜଣଙ୍କୁ ଭଲ ପାଉଛନ୍ତି ବୋଲି ଏବଂ ଆଗାମୀ ଦିନ ମାନଙ୍କ ରେ ସେମାନେ ବିବାହ ବନ୍ଧନ ରେ ମଧ୍ୟ ବାନ୍ଧି ହେବେ , ତେବେ ସାଇ ଜାହାକୁ ଭଲ ପାଉଛନ୍ତି ସେ ଆଉ କେହି ନୁହଁନ୍ତି ସେ ବି ଜଣେ ଅଭିନନେତ୍ରୀ ଅଟନ୍ତି , ସାଈ ସିରିଏଲ ଅଭିନେତ୍ରୀ ସାରା ଙ୍କୁ ଭଲ ପାଉଛନ୍ତି ସାରା ଯିଏକି ତୋ ପାଇଁ ମୁଁ ସିରିଏଲ ରେ ଅଭିନୟ କରୁ ଥିଲେ ଏବଂ ବର୍ତମାନ ସମୟରେ ସେ ମଞୁରୀ ଟିଭି ରେ ଅଭିନୟ କରୁଛନ୍ତି ,hhh

ତାଙ୍କର ଜବର୍ଦୋସ୍ତି ଅଭିନୟ ଆପଣ ମାନେ ବହୁତ ସାରା ସିରିଏଲ ମାନଙ୍କ ରେ ଦେଖିବା ପାଇଁ ପାଉ ଥିବେ ସାଇ ଏବଂ ସାରା ଦୁହେଁ ଦୁହିଁଙଭ୍କୁ ବହୁତ ଭଲ ପାଆନ୍ତି ବୋଲି ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଏବଂ ସେମାନେ ନିଜ ନିଜର ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ବି ଫୋଟ ଫୋଷ୍ଟ କରି ଥିବାର ମଧ୍ୟ ଦେଖିବା ପାଇଁ ମିଳିଛନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *