ଧନ ଏତେ ଆସିବ ଯେ ସମ୍ଭାଳି ପାରିବେ ନାହିଁ ସକାଳେ କରନ୍ତୁ ଏହି କାମ

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବୁ କି ମାତା ଲକ୍ଷ୍ମୀ ଙ୍କୁ ସନ୍ତୁଷ୍ଟ କରିବାର ସହଜ ଏବଂ ସରଳ ଉପାୟ କଣ କଣ ହୋଇ ଥାଏ ଆମେ ଆଜି ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ଜିବନରେ ସବୁ ବେଳେ ଅସଫଳତା ଦେଖିବା ପାଇଁ ମିଳିଲେ ଜିବନ ରେ ମଣିଷ ର ଚିନ୍ତା ବଢିବାରେ ଲାଗି ଥାଏ ଏବଂ ଏହି କାରଣ ପାଇଁ ଅଧନ ର ଅଭାବ ବି ଦେଖିବା ପାଇଁ ମିଳେ ହେଲେ ଏମିତି କିଛି ଉପାୟ ବିଷୟ ରେ କହିବୁ ଜାହାକୁ କରିବା ଦ୍ୱାରା ଏହି ସବୁ ସମସ୍ୟା କୁ ଦୂର କରା ଜାଇ ପାରିବ ତେବେ ଆସନ୍ତୁ ଜାଣିବା ପ୍ରତ୍ୟେକ ଦିନ ନିଜର ଦୁଆର ମୁହଁ ରେ ଝୁଟି ବା ଆମ୍ଭ କିମ୍ବା ଦେବ ଦାରୁ ପତ୍ର ଦ୍ୱାରା ସଜେଇ ଦିଅନ୍ତୁ ଏହା ଦ୍ୱାରା ମାତା ଲକ୍ଷ୍ମୀ ଘର ପ୍ରତି କୃପା ଦୃଷ୍ଟି କରି ଥାନ୍ତି ।laxmi

ସେହି ପରି ଏହି ଦିନ ରେ ଦରିଦ୍ର ଲୋକ ମାନଙ୍କୁ ଅଖଣ୍ଡିତ ଚାଉଳ ଦାନ କରିଲେ ବହୁତ ପୂର୍ଣ୍ଣ୍ୟ ମିଳେ ଏହି ଥିରେ ମାତା ଲକ୍ଷ୍ମୀ ପ୍ରଶନ୍ନ ହୋଇ ଥାନ୍ତି ଏହି ଦିନ ରେ ଶ୍ରୀ ୟନ୍ତ୍ର ଏବଂ ଶଙ୍ଖ ରଖି ପୂଜା କରିଲେ ଅଖଣ୍ଡ ଶ୍ୱଭାବ ପ୍ରାପ୍ତି ହୋଇ ଥାଏ ଏହି ଦିନ ରେ ଆପଣ ମାନେ ମାଳା ଦ୍ୱାରା ମାତା ଲକ୍ଷ୍ମୀ ଙ୍କର କୈଣସି ବି ମନ୍ତ୍ର କୁ ଯପ କରନ୍ତୁ ଏବଂ ପ୍ରତ୍ୟେକ ଦିନ ନିଜର ଦ୍ୱାର ଆଗରେ ଦୀପ ନିଶ୍ଚିତ ଜାଳନ୍ତୁ ।mata laxmi

ପ୍ରତ୍ୟେକ ଦିନ ସୂର୍ଯ୍ୟ ଦୟ ପୂର୍ବ ରୁ ସ୍ନାନ କରି ମନ୍ଦିର ଜାଇ ଦାନ କରିଲେ ମାତା ଲକ୍ଷ୍ମୀ ଙ୍କର ଅପାର କୃପା ପ୍ରାପ୍ତି ହୋଇ ଥାଏ , ସେହି ପରି ଏହି ଦିନ ରେ ଘର ସାମ୍ନା ରେ ଝୁଟି ନିଶ୍ଚିତ ପାକାନ୍ତୁ ଏହା ଦ୍ୱାରା ଆପଣ ମାନଙ୍କୁ ବିଶେଷ ସମୃଦ୍ଧି ମିଳେ ଏବଂ ନବଗ୍ରହ ବି ଆପଣ ମାନଙ୍କ ଉପରେ ଶାନ୍ତ ହୋଇ ଥାନ୍ତି , ଏହି ଦିନ ରେ ଆପଣ ମାନେ କ୍ଷୀରି ମିଶ୍ରୀ ଏବଂ ଗଙ୍ଗା ଜଳ ମିଶେଇ ମାତା ଲକ୍ଷ୍ମୀ ଙ୍କ ଭୋଗ ଲଗେଇଲେ ଏହା ଦ୍ୱାରା ମାତା ଆପଣ ମାନଙ୍କ ଉପରେ ସବୁ ସମୟ ରେ ପ୍ରଶନ୍ନ ରହିବେ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *