ନୂଆବର୍ଷ ୨୦୨୧ ମକର ସଂକ୍ରାନ୍ତି ରେ ଖୋଲିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କାନ୍ଦୀବାର ଦିନ ଶେଷ ହେଲା କାରଣ ଆଜି ରାତି ଠାରୁ ଏହି ରାଶିର ସବୁ କଷ୍ଟ ଦୁର କରିବେ ପ୍ରଭୁ ମୋହାଦେବ , ଯତିଶ୍ର ଶାସ୍ତ୍ର ଅନୁସାରେ ଭଗବାନ ଭଲାନାଥ ଙ୍କୁ ସୃଷ୍ଟିର ଅଧିପତି ବୋଲି ଆମେ ମାନିଥାଉ , ମୋହାଦେବ ହିଁ ସୃଷ୍ଟିର ପାଳନ ହାର ବୋଲି କୁହାଯାଇଁ ଥାଏ । ବନ୍ଧୁଗଣ ଭଳାନାଥ ଯେତେବେଳେ କୈଣସି ଲୋକ ଉପରେ ପଶ୍ରନ୍ନ ହୋଇଯାନ୍ତି ତେବେ ସେ ନିଜର ଅପାର କୃପା ସେମାନଙ୍କ ଉପରେ ବର୍ଷାଇ ଥାନ୍ତି ଭଗବାନ ଭଳାନାଥ ବି ମଧ୍ୟ ଭଳା ଅଟନ୍ତି ତାଙ୍କୁ ପର୍ଶନ କରିବା ସବୁଠାରୁ ଅଧିକ ସହଯ ହୋଇଥାଏ । ଆଉ ଏହା ମଧ୍ୟ ଜାଣି ରଖନ୍ତୁ ଯେ ମୋହାଦେବ କିଛି ରାଶି ମାନଙ୍କ ଉପରେ ପର୍ଶନ ହୋଇଛନ୍ତି । ଯାହା ଫଳରେ ଆଜି ରାତିଠାରୁ ଏହି ରାଶି ମାଲା ମାଲ ହେବାକୁ ଯାଉଛନ୍ତି ।mahadev

ଭଳାନାଥଙ୍କ କୃପାରୁ ଆପଣଙ୍କର ଦୁଃଖର ଦୀନ ଏବେ ଶେଷ ହେବ ଏବଂ ଭଲଦୀନ ବହୁତ ଶୀର୍ଘ ଆରମ୍ଭ ହେବାକୁ ଯାଉଛି । ଆପଣଙ୍କୁ ଟଙ୍କ ପଇସାର ଅଭାବ ଆଉ ରହିବ ନାହିଁ , ଭଗବାନ ଭଳାନାଥଙ୍କ କୃପାରୁ ଆପଣଙ୍କ ସବୁ ଅଧୁରା କାର୍ଯ୍ୟ ବା ବିଗିଡି ଯାଇଥିବା କାର୍ଯ୍ୟ ଏବେ ଶେ ସବୁ ପୁରଣ ହେବାରେ ଲାଗିବ ବା ଚାଲିବାରେ ଲାଗିବ । ଏବଂ ଆପଣଙ୍କ ଜୀବନରେ ଆଗକୁ ଆସୁଥିବା ସବୁ ଅସୁବିଧା ଏବେ ସେ ସବୁ ମଧ୍ୟ ଦୁର ହୋଇଯିବ , ଆପଣଙ୍କୁ ଆପଣଙ୍କର ପ୍ରତେକ କାର୍ଯ୍ୟରେ ଏବେ ସଫଳତା ମିଳିବ , ଆପଣଙ୍କର ଶତୃ ଏବେ ଆପଣଙ୍କ ଠାରୁ ଏବେ ଦୁରରେ ରହିବେ , ସମାଜରେ ଆପଣଙ୍କୁ ଲୋକମାନେ ମାନସ୍ନମାନ ଦେବେ , ବ୍ୟପାର ବାଣିଜ୍ୟ ଦୁଇଗୁଣା ଜର୍ ରେ ଆଗକୁ ଆଗକୁ ବଢି ଚାଲିବ ଯେଉଁ ଲୋକମାନେ ବେରୋଜଗାର ରହିଛନ୍ତି ସେମାନଙ୍କୁ ଏବେ ଭଲ ଚାକିରୀ ମଧ୍ୟ ମିଳିଯିବ ।rasi

ଭଳାନାଥଙ୍କ କୃପାରୁ କର୍ଯ୍ୟ କ୍ଷେତ୍ରରେ ବଡ ସଫଳତା ମିଳିବା ପାଇଁ ଯାଉଛି , ତେବେ ବନ୍ଧୁଗଣ ପ୍ରଭୁ ଭଳାନାଥ ଙ୍କ କୃପାରୁ ଯେଉଁ ରାଶି ଗୋଡିକ ଏବେ ଭାଗ୍ୟବାନ ହେବାକୁ ଯାଉଛନ୍ତି ଯାହାର ଆଗାମୀ ସମୟ ବହୁତ ଖୁସି ପୂର୍ଣ୍ଣ ହେବାକୁ ଯାଉଛି ସେହିଁ ରାଶି ଗୋଡିକ ହେଉଛନ୍ତି କୁମ୍ଭ ରାଶି , ମିଥୁନ ରାଶି , କର୍କଟ ରାଶି , ସିଂହ ରାଶି , ବୃଷ ରାଶି ଏବଂ ତୁଳା ରାଶି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *