ପ୍ରଥମ ରୁ ନବମ ଶ୍ରେଣୀ ସ୍କୁଲ ଖୋଲିବ | କେବେ ଦେଖନ୍ତୁ

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ପ୍ରଥମ ରୁ ନବମ ଶ୍ରେଣୀ ପିଲା ଙ୍କ ସ୍କୁଲ ଖୋଲିବା ପାଇଁ ଏକ ନୂଆ ଅପଡେଟ୍ ଆସି ସାରିଛି ଏହା ସହିତ ଆଦର୍ଶ ବିଦ୍ୟାଳୟ ରେ ନାମ ଲେଖିବା ପାଇଁ ବି ଏକ ନୂଆ ଅପଡେଟ୍ ଆସିଛି ତେବେ ଅପଡେଟ୍ ଟି କଣ ରହିଛି ଆପଣ ମାନେ ପୋଷ୍ଟ କୁ ସେଷ ପର୍ଯ୍ୟନ୍ତ ପଢନ୍ତୁ ନିଶ୍ଚିତ ଭାବେ ଜାଣି ପାରିବେ , 250 ଟି ଆଦର୍ଶ ବିଦ୍ୟାଳୟ ରେ ନାମ ଲେଖା ପାଇଁ ମାର୍ଚ୍ଚ 8 ରେ ପ୍ରବେଶିକା ପରିକ୍ଷା ରାଜ୍ୟ ରେ ବିଭିନ୍ନ ବ୍ଲକ୍ ରେ ରହି ଥିବା 250 ଟି ଆଦର୍ଶ ବିଦ୍ୟାଳୟ ରେ ନାମ ଲେଖା ପାଇଁ ବିଜ୍ଞ୍ୟପ୍ତି ପ୍ରକାଶ ପାଇଛି ଓଡିଶା ଆଦର୍ଶ ବିଦ୍ୟାଳୟ ର ସଂଙ୍ଗଠନ ପ୍ରକଳ୍ପ ନିର୍ଦ୍ଧଶାନୁସାରେ ଆଦର୍ଶ ବିଦ୍ୟାଳୟ ରେ ଷଷ୍ଟ ଶ୍ରେଣୀ ରେ ନାମ ଲେଖେଇବା କୁ ଥିବା ଆଦର୍ଶ ଛାତ୍ର ଛାତ୍ରୀ ମାନେ ଫେବୃଆରୀ 20 ସୁଧା ଆବେଦନନ କରି ପାରିବେ ।school

ଏହିଥି ପାଇଁ ଆଦର୍ଶ ବିଦ୍ୟାଳୟ ର ୱେବ୍ ସାଇଟ୍ WWW.OAV.EDU.in ରୁ ଫର୍ମ ଡାଇନଲୋର୍ଡ କରି ପୂରଣ କରିବା ପରେ ଆଗ୍ରହୀ ଛାତ୍ର ଛାତ୍ରୀ ମାନେ ଆଦର୍ଶ ବିଦ୍ୟାଳୟ ରେ ଜମା କରିବେ ଏବଂ ଏହା ପରେ ଏହାର ପ୍ରବେଶିକା ପରିକ୍ଷା ପାଇଁ ମାର୍ଚ୍ଚ 8 ରେ ପ୍ରବେଶିକା ପରିକ୍ଷା ଅନୁଷ୍ଟିତ ହେବ ଏହା ସହିତ ସପ୍ତମ ଅଶ୍ଚମ ଏବଂ ନବମ ଶ୍ରେଣୀ ରେ ଲେଟ୍ରାଲ ଏଣ୍ଟ୍ରୀ ମଧ୍ୟ ରେ ନାମ ଲେଖା ହେବ ବୋଲି ସୂଚନା ରହିଛି ।schools

ଏହି ଫର୍ମ କୁ ମଧ୍ୟ ଆପଣ ମାନେ ୱେବ୍ ସାଇଟ୍ ରୁ ଡାଉନ ଲୋର୍ଡ କରି ପାରିବେ ଚଳିତ ବର୍ଷ ଛାତ୍ର ଛାତ୍ରୀ ମାନଙ୍କ ପାଇଁ 25 ପ୍ରତିଶତ ସିଟ୍ ସଂଙ୍ଗ୍ରକ୍ଷିତ ରହିବ ଏବଂ ଏହି ଆଦର୍ଶ ବିଦ୍ୟାଳୟ ରେ ନାମ ଲେଖିବା ପାଇଁ ସରକାରୀ ସ୍ତୁଲ ରେ ପିଲା ପଢୁ ଥିବା ଆବଶ୍ୟକ ଅଟେ ବୋଲି ସୂଚନା ରହିଛି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *