ଓଡ଼ିଆ ସେଲିବ୍ରିଟି ମାନଙ୍କ ବାପା ମାନଙ୍କୁ ଆଗରୁ କେବେ ଦେଖିନଥିବେ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଲିଉଡ ହିରୋଇନ୍ ମାନଙ୍କୁ ବହୁତ ଭଲ ଭାବେ ଜାଣି ଥିବେ ସେମିତି ରେ କଣ ଆପଣ ମାନେ ସେମାନ ଙ୍କ ବାପା ମାନଙ୍କୁ ଆଗରୁ କେବେ ଦେଖି ଥିଲେ ଯଦି ନାହିଁ ତେବେ ଆମେ ଆଜି ଏଠାରେ ଦେଖେଇବା ପାଇଁ ଚାହିଁବୁ ତେବେ ଏହି ଲିଶ୍ଟ ରେ ପ୍ରଥମ ନମ୍ବର ରେ ଆସୁଛନ୍ତି ଏଲିନା ସାମନ୍ତରାୟ ଏବଂ ଇଏ ହେଲେ ଏଲିନା ଙ୍କ ବାପା ଯିଏ କି ବର୍ତମାନ ସମୟ ରେ ବିଜନେସ ମ୍ୟନ ଭାବେ ପରିଚିତ । ଏହା ପରେ ଦୁଇ ନମ୍ବର ରେ ଆସୁଛନ୍ତି ଭୂମିକା ଦାସ୍ ତେବେ ବନ୍ଧୁଗଣ ଇଏ ହେଲେ ଭୂମିକା ଦାସ୍ ଙ୍କ ବାପା ଏବଂ ସେ ବର୍ତମାନ ସମୟ ରେ ଭୂବନେଶ୍ୱର ରେ ରହିଛନ୍ତି ,sradha

ସେହି ପରି ବନ୍ଧୁଗଣ ତିନି ନମ୍ବର ଅଭିନେତ୍ରୀ ଙ୍କ ବିଷୟ ରେ କହିବା ତେବେ ତିନି ରେ କୋୟେଲ୍ ବେନାର୍ଜି ଆପଣ ମାନେ ନିଶ୍ଚିତ ଭାବେ କୟେଲ୍ ଙ୍କୁ ଜାଣି ଥିବେ ଏବଂ ତେବେ ଏ ହେଲେ ତାଙ୍କର ବାପା ଏବଂ ଏହି ଦିନ ରେ ଏମାନେ ସୋସିଆଲ ମିଡିଆ ରେ ଦେଖିବା ପାଇଁ ମିଳି ଥିଲେ । ସେହି ପରି ଆପଣ ମାନେ ତାରା ତାରୀଣୀ ସିରିଏଲ ର ଲିପି ଙ୍କର ବହୁତ ଭଲ ଅଭିନୟ ଦେଖି ଥିବେ ତେବେ ବନ୍ଧୁଗଣ ତାଙ୍କର ବାପା ହେଲେ ଇଏ ଆଗରୁ ଲିପି ବହୁତ ସାରା ପରିଚୟ ସୃଷ୍ଟି କରି ଥିବା ବେଳେ ଏହି ଦିନ ରେ ସେ ନିଜର ପରିଚୟ ସିରିଏଲ ମାନଙ୍କ ରେ ଛାଡିବାରେ ଲାଗିଛନ୍ତି ।ponam

ସେହି ପରି ଆମେ ଓଲିଉଡ ଅଭିନେତ୍ରୀ ଜିନା ଙ୍କ ବିଷୟ ରେ କହିବା ତେବେ ଆପଣ ମାନେ ଜିନା ଙ୍କୁ ବହୁତ ଭଲ ଭାବେ ଜାଣି ଥିବେ ଆଲବମ୍ ଜଗତ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଥିବା ଏହି ଅଭିନେତ୍ରୀ ତାଙ୍କର ବାପା ଜଣେ ଗମେଣ୍ଟ ସର୍ଭେଣ୍ଟ ରହିଛନ୍ତି, ସେହି ପରି ଚାଇଣ୍ଟ ଆର୍ଟିଷ୍ଟ ରୁ ନିଜର କେରିଅର ଆରମ୍ଭ କରି ଆଜିର ଦିନ ର ଜଣେ ସଫଳ ଅଭିନେତ୍ରୀ ଭାବେ ପରିଚିତ ହୋଇ ଥିବା ନିକିତା ଙ୍କୁ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ତେବେ ଏ ହେଲେ ତାଙ୍କର ବାପା ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *