ବଡ ଖବର : ପୁଣି କମିଲା ସୁନା ଦର – ଏବେ ଓଡିଶାରେ ଦାମ ଅଛି ମାତ୍ର ଏତିକି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ବି ଆପଣ ମାନଙ୍କ ପାଇଁ ଖୁସୀ ର ଖବର ରହିଛି କାହିଁକି ନା ପୁଣି ସୁନା ରୂପା ଦାମ୍ ରେ ହ୍ରାସ ଦେଖିବା ପାଇଁ ମିଳିଛି ତେବେ ନୂଆ ରେଟ୍ କେତେ ରହିଛି ଏବଂ କେତେ ଟଙ୍କା ହ୍ରାସ ହୋଇଛି ସେହି ବିଷୟରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ଆମ ରାଜଧାନୀ ଭୁବନେଶ୍ୱର ରେ କେମିତି ରହିଛି 24 କେରେଟ୍ ତେବେ ଆପଣ ମାନେ କେବଳ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ଜାଣି ପାରିବେ , ଜାହାକି ଅନ୍ତରାଷ୍ଟ୍ରୀୟ ସ୍ଥର ରେ ସୁନା ସସ୍ତା ହେବାକୁ ଏହାର ପ୍ରଭାବ ଘୋରେଇ ବଜାର ଉପରେ ପଡିଛି ସେମିତିରେ ଆଜିର ଦିନ ରେ ଦିଲ୍ଲୀ ର ସର୍ଫା ବଜାର ରେ 10 ଗ୍ରାମ୍ ସୁନା ଉପରେ 200 ଟଙ୍କା ହ୍ରାସ ପାଇ ଥିବାର ଦେଖିବା ପାଇଁ ମିଳିଛି ,gold

ବନ୍ଧୁଗଣ ଆଜି ହେଲା ସପ୍ତାହ ର ଷଷ୍ଟ ଦିନ ଏହି ଦିନ ରେ ନୂଆ ଦର ରେ 24 କେରେଟ ସୁନା ର ଦର ଉପରେ 48880 ଟଙ୍କା ରହି ଥିବା ଦେଖିବା ପାଇଁ ମିଳିଛି ସେହି ପରି 22 କରେଟ୍ ର ଦର ରେ 47860 ଟଙ୍କା ଦେଖିବା ପାଇଁ ମିଳିଛି ଏବଂ ଏହା ଗତ କାଲି ର ତୁଳନା ରେ 200 ଟଙ୍କା କମ୍ ରହିଛି ପୂର୍ବ ଦିନ ବାଣିଜ୍ୟ ରେ ଏହା 10 ଗ୍ରାମ୍ ପିଛା 59240 ଟଙ୍କା ହୋଇ ଥିବା ବେଳେ ପୂର୍ବ ବାଣିଜ୍ୟ ଅଧିବେଶନ ରେ 60 ହଜାର 200 ଟଙ୍କା ତୁଳନା ରେ ରୂପା ମୂଲ୍ୟ କୁ 2 ହଜାର ଟଙ୍କା ହ୍ରାସ କରି 58780 ଟଙ୍କା ହ୍ରସ ପାଇଛି । ସେମିତି ରେ ବର୍ତମାନ ସମୟ ରେ ଷ୍ଟୋକ୍ ମାର୍କେଟ୍ ଏବଂ କମ୍ୟୁନିଟି ମାର୍କେଟ୍ ମାନଙ୍କ ରେ ଏହି ମୂଲ୍ୟ ର ଦର କମି ଜାଇ ଥିବା ବେଳେ ଆଗାମୀ ଦିନ ରେ ସବୁ ଗହଣା ଦୋକାନ ମାନଙ୍କ ରେ ଏହି ସବୁ ଧାତୁ ଉପରେ ସୁଲଭ ମୂଲ୍ୟ ଆପଣ ମାନେ ପାଇ ପାରିବେ ।golds

ଆଜି ଦିଲ୍ଲୀ ର ସର୍ଫା ବଜାର ରେ 99.9 ପ୍ରତିଶତ ସୁଧ ସୁନା ର 10 ଗ୍ରାମ୍ ପିଛା 49700 ଟଙ୍କା ରୁ ଖସି 48458 ଟଙ୍କା ରେ ରହିଛି ସେହି ପରି ଆମେ ଓଡ଼ିଶା ଦର ବିଷୟ ରେ କହିବା ତେବେ ଆଜିର ଦିନ ରେ 400 ଟଙ୍କା ସସ୍ତା ଦେଖିବା ପାଇଁ ମିଳିଛି, ସେହି ପରି ଏହି ଦିନ ରେ ସୁନା ଦର ଆଉନ୍ସ ପିଛା 2000 ଡଲାର କମି ଜାଇ ଥିବା ବେଳେ ତେବେ ଏକ ଆଇନ୍ସ ମାନେ 18.40 ଗ୍ରାମ୍ ଅଟେ ଏହାର ପ୍ରଭାବ ପାଇଁ ଭାରତୀୟ ବଜାର ରେ ସୁନା ଦର ଖିସିଛି ,ତେବେ ଆଗାମୀ ଦିନ ରେ ଏମିତି କମି ଚାଲିବ ବୋଲି ଜଣା ପଡି ଥିବା ବେଳେ ଆପଣ ମାନେ ନିଶ୍ଚିତ କିଣି ପାରିବେ , ଆପଣ ମାନେ କେଉଁ କେଉଁ ଜିଲ୍ଲା ରୁ କିଣୁଛନ୍ତି ଏବଂ କେତେ ଦର ରେ କିଣୁ ଛନ୍ତି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *