ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ କହିଁବି ଗୁଜୁରାତିର ବା ଅଳିଚର ଉପକାରିତା ବିସୟରେ ଗୁଜୁରାତିକୁ ଲୋକମାନେ ଖାଦ୍ୟରେ ସୁଗନ୍ଧ ଆଣିବା ପାଇଁ ବ୍ୟବହାର କରିଥାନ୍ତି କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି ସାଧାରଣ ଦେଖା ଯାଉଥିବା ଗୁଜୁରାତିରେ କଣ ସବୁ ଔଷଧ ଗୁଣ ରହିଛି ତେବେ ଆଜି ଆମେ ଜାଣିବା ଗୁଜୁରାତି ବା ଅଳିଚର ଉପକାରିତା ବିସୟରେ । ଗୁଜୁରାତିକୁ ରାତିରେ ପାଣି କିମ୍ବା କ୍ଷୀର ସହିତ ସେବନ କଲେ ଏହା ଚମତ୍କାରି ଫାଇଦା ଦେଇଥାଏ । ପ୍ରଥମଟି ହେଲା କଷ୍ଟକାଠିନ ଦୁର କରିଥାଏ ଯଦି ଆପଣଙ୍କୁ କଷ୍ଟକାଠିନ ସମସ୍ୟା ଅଛି ଠିକ୍ ସେ ପେଟ ଭଲସେ ସଫା ହୋଇପାରୁ ନାହିଁ କିମ୍ବା ହଜମ କ୍ରିୟାରେ ସମସ୍ୟା ଅଛି ପେଟ ଗିଆସ୍ ଏବଂ ଏସିଡିଟି ର ସମସ୍ୟା ଥାଏ ତେବେ ଆପଣ ପ୍ରତି ଦିନ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ଉଷମ ପାଣିରେ ଦୁଇଟି ଗୁଜୁରାତିକୁ ଚୁନା କରି ଏହା ପାଉଡର ମିସାଇ ଏହି ପାଣିର ସେବନ କରନ୍ତୁ ଏହା ଆପଣଙ୍କର ହଜମ କରିବବା ସହିତ ସମସ୍ତ ସମସ୍ୟ ଦୁର କରି ଦେଇଥାଏ ।
ଦିତୀୟଟି ହେଲା ପେଟର ଚର୍ବି ହ୍ରାସ କରିଥାଏ ଯଦି ଆପଣ ମୋଟା ପଣ ଜନିତ ସମସ୍ୟାରୁ ଚିନ୍ତିତ ଅଛନ୍ତି ଏବଂ ଓଜନ ହ୍ରାସ କରିବା ପାଇଁ ଚାହୁଛନ୍ତି ତେବେ ଗୁଜୁରାତି ଆପଣଙ୍କର ଏହି କାମକୁ ସହଜ କରି ଦେଇଥାଏ । କାରଣ ଗୁଜୁରାତିରେ ପଟାସିୟମ , ମାଗ୍ନସିୟମ , ଭିଟାମିନ୍ B 1 , ଭିଟାମିନ୍ B 6 ଏବଂ ଭିଟାମିନ୍ C ରହିଥାଏ ଯାହା ଆପଣଙ୍କର ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
ଓଜନ ହ୍ରାସ କିମ୍ବା ଚର୍ବି କମ କରିବା ପାଇଁ ଚାହୁଥିଲେ ରାତିରେ ଶୋଇବା ପୂର୍ବରୁ ଦୁଇଟି ଗୁଜୁରାତିର ସେବନ କରି ଗୋଟିଏ ଗ୍ଲାସ ଉଷମ ପାଣିର ସେବନ କରନ୍ତୁ , ଏମିତି ଏକ ମାସ ଲଗାଦାର କରିବା ପରେ ଆପଣ ନିଜ ଓଜନରେ ଫରକ୍ ଅନୁଭବ କରି ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।