ତରଙ୍ଗ ଟିଭି ସିରିଏଲ ହିରୋ ମାନଙ୍କ ଜୀବନ ସାଥି ( ସ୍ତ୍ରୀ ) ମାନଙ୍କୁ ଆଗରୁ କେବେ ଦେଖିନଥିବେ । ଏବେ ହିଁ ଦେଖନ୍ତୁ

siral

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ପ୍ରତ୍ୟୋକ ଦିନ ଓଡ଼ିଶା ସିରିଏଲ ତ ନିଶ୍ଚିତ ଭାବେ ଦେଖୁ ଥିବେ ଆଜି ଆମେ ମାନେ ଏଠାକେ ଦେଖିବା ଓଡ଼ିଆ ହିରୋ ମାନଙ୍କ ସ୍ତ୍ରୀ ମାନେ ଦେଖିବା ପାଇଁ କେମିତି ଆମେ ଆଜି ଆପଣ ମାନଙ୍କୁ ସେମିତି ହିଁ କିଛି ହିରୋ ମାନଙ୍କ ସ୍ତ୍ରୀ ମାନଙ୍କ ବିଷୟ ରେ କହିବା ପାଇଁ ଚାହିଁବୁ , ତେବେ ଏହି ଯୋଡି ମାନଙ୍କ ମଧ୍ୟ ରୁ ଆପଣ ମାନ କେଉଁ ଯୋଡି ମାନେ ଅଧିକ ଭଲ ଲାଗୁଛନ୍ତି ଆପଣ ମାନେ ଆମକୁ ଜଣାନ୍ତୁ । ପ୍ରଥମେ ରହିଛନ୍ତି ନିତୁ ମିଶ୍ର ଆପଣ ମାନେ ଜାଣି ଥିବେ କଲ୍ୟଣୀ ସିରିଏଲ ରୁ ନିଜର ଅଭିନୟ ଆରମ୍ଭ କରି ଥିବା ଏହି ଅଭିନେତ୍ରୀ ଙ୍କ ସ୍ୱମୀ ଙ୍କ ଫୋଟ କୁ ଆପଣ ମାନେ ଭଲ ଭାବେ ଦେଖନ୍ତୁ ,ଏବଂ କେମିତି ଲାଗିଲେ କହିବେ ସେହି ପରି ଭାବେ ସାଇ ଲାଜା ରାଓ ଙ୍କ ବିଷୟ ରେ ଯଦି କହିବା ତେବେ ସେ ଆମ ଘର ଲକ୍ଷ୍ମୀ ବୋଲି ସିରିଏଲ ରେ ଅଭିନୟ କରି ଥିବା ଏହି ଅଭିନେତ୍ରୀ ଙ୍କ ସ୍ୱାମୀ ଙ୍କୁ ଆପଣ ମାନେ ଦେଖି ପାରିବେ ।nitu

ତଳେ ଥିବା ଫୋଟ ରେ ଚାରି ନମ୍ବର ରେ ଆପଣ ମାନେ ସାଇ ଲାଜା ସାମଲ ଯିଏ ଅପା ଭଳି ଧାରାବାହିକ ରେ କାର୍ଯ୍ୟ କରି ଥିଲେ ଏବଂ ଏ ହେଲେ ତାଙ୍କର ସ୍ୱାମୀ ଏହା ରେ ରହିଛି ଅଶ୍ୱନୀ । ଆପଣ ମାନେ ଦି ଏଣ୍ଡ ଭଳି ଫିଲ୍ମ ରେ ଅଭିନୟ କରି ଥିବା ଅଶ୍ୱନୀ ଙ୍କୁ ବହୁତ ଭଲ ଭାବେ ଜାଣି ଥିବେ ତେବେ ଆପଣ ମାନେ ଏଠାରେ ତାଙ୍କ ପତ୍ନୀ ଙ୍କୁ ବି ଥରେ ଦେଖି ନିଅନ୍ତୁ ଏବଂ କେମିତି ଲାଗିଲେ କୁହନ୍ତୁ ,ଏହା ପରେ ରହିଛନ୍ତି ସୁବାସିସ୍ ସର୍ମା ଦୂର୍ଗା ଭଳି ଧାରାବାହିକ ରେ କାର୍ଯ୍ୟ କରି ଥିବା ବେଳେ ସୁବାସିସ୍ ଅନିଶାଙ୍କି ବିବାହ କରିଛନ୍ତି ଆପଣ ମାନେ ତାଙ୍କର ଫୋଟ କୁ ଦେଖନ୍ତୁ ।subhasha

ସେହି ପରି ଭାବେ ବର୍ତମାନ ସମୟ ରେ ଚାଲି ଥିବା ଧାରାବାହିକ ସିନ୍ଦୁର ବିନ୍ଧୁ ଭଳି ସିରିଏଲ ରେ କାର୍ଯ୍ୟ କରୁ ଥିବା ବନଜା ପଣ୍ଡା ଙ୍କ ସ୍ୱାମୀ ଙ୍କୁ ଆପଣ ମାନେ ଫୋଟ ରେ ଦେଖି ପାରିବେ ,ସେହି ପରି ଭାବେ ମାନିନୀ ରେ ଲିଡ୍ ରୋଲ୍ ଭାବେ କାର୍ଯ୍ୟ କରି ଥିବା ସୁଇଟି ପଟ୍ଟନାୟଙ୍କ ସ୍ୱାମୀ ଙ୍କୁ ଆପଣ ମାନେ ତ ନିଶ୍ଚିତ ଭାବେ ଜାଣି ଥିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *