ତରଙ୍ଗ ଟିଭି ର ସବୁଠୁ ଧନୀ ହିରୋ ମାନଙ୍କୁ ଆଗରୁ ଦେଖିନଥିବେ । ଏମାନଙ୍କ ପାଖେ ଅଛି ଏତେ ସମ୍ପତ୍ତି

hero

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ତରଙ୍ଗ ଟିଭି ରେ ପ୍ରଶାରିତ ହେଉ ଥିବା ସିରିଏଲ ଗୁଡିକୁ ନିଶ୍ଚିତ ଭାବେ ଦେଖୁ ଥିବେ , ସେମିତି ର ଆପଣ ମାନେ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି ତରଙ୍ଗ ଟିଭି ର ସିରିଏଲ ଗୁଡିକ ରେ ସବୁଠୁ ଧନୀ ହିରୋ କିଏ ବୋଲି ଯଦି ଆପଣ ମାନେ ଜାଣି ନାହାଁନ୍ତି ତେବେ ଆପଣ ମାନେ ଭିଡ଼ିଓ କୁ ସେଷ ଯାଏ ଦେଖନ୍ତୁ , ତେବେ ଏହି ଠାରେ ପ୍ରଥମ ନମ୍ବର ରେ ରହିଛନ୍ତି ମାନସ ଆପଣ ମାନେ ମାନସଙ୍କୁ ମାୟା ସିରିଏଲ ରେ ଦେଖୁ ଥିବେ ତାଙ୍କର ଜବର୍ଦୋସ୍ତ ଅଭିନୟ ଆପଣ ମାନେ ନିଶ୍ଚିତ ଭାବେ ଦେଖୁ ଥିବେ , ତେବେ ଆପଣ ମାନଙ୍କୁ ଜଣେଇ ଦେବୁ କି ମାନସ ଙ୍କ ବର୍ତମାନ ସଂମ୍ପତୀ ର ମୂଲ୍ୟ 40 ଲକ୍ଷ୍ୟ ଟଙ୍କା ।milan

ସେହି ପରି ବନ୍ଧୁଗଣ ମିଲନ୍ ଙ୍କୁ ଆପଣ ମାନେ କୁଆଁରୀ ବୋହୁ ସିରିଏଲ ରେ ଦେଖି ଥିବେ ସେମିତି ରେ ତାଙ୍କର ବହୁତ ଭଲ ଅଭିନୟ କୁ ଆପଣ ମାନେ ସାଇ ଚରିତ୍ର ରେ ଦେଖିବା ପାଇଁ ପାଉ ଥିବେ , ସେମିତି ରେ ମିଲନ ଙ୍କ ସଂମ୍ପତୀ ର ମୂଲ୍ୟ ହେଲା 80 ଲକ୍ଷ୍ୟ ରୁ ଉର୍ଦ୍ଦ , ସେହି ପରି ବେଳେ ଜଗଜିତ୍ ଙ୍କୁ ଆପଣ ମାନେ ନୂଆ ବୋହୁ ସିରିଏଲ ରେ ସାତ୍ୱିକ୍ ଭୂମିକା ରେ କାମ କରୁ ଥିବା ବେଳେ ବର୍ତମାନ ସମୟ ରେ ଜଗଜିତ୍ ଙ୍କ ସଂମ୍ପତୀ ର ମୂଲ୍ୟ ଦେଢ କୋଟି ଟଙ୍କା ସେହି ପରି ଅଶ୍ୱୀନୀ ଙ୍କ କଥା କହିବା ତେବେ ଆପଣ ମାନେ ତାରା ତାରିଣୀ ସିରିଏଲ ରେ ଅସ୍ୱନୀ ଙ୍କୁ ଦେଖିବା ପାଇଁ ପାଇ ଥିବେ ତବେ ତେବେ ତାଙ୍କର ବର୍ତମାନ ସମୟ ସଂମ୍ପତୀ ର ମୂଲ୍ୟ 4 କୋଟି ଟଙ୍କା ରହିଛି ,hhh

ଏବଂ ପରେ ପରେ ଏକ ନମ୍ବର ରେ ରହିଛନ୍ତି ସୁବାସିସ୍ ଙ୍କୁ ଆପଣ ମାନେ ହେ ପ୍ରଭୁ ସିରିଏଲ ରେ ଦେଖି ଥିବେ ତାଙ୍କର ସଂମ୍ପତୀ ର ମୂଲ୍ୟ ହେଲା 7 କୋଟି ଟଙ୍କା ରହିଛି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *