ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ତରଙ୍ଗ ଟିଭି ରେ ପ୍ରଶାରିତ ହେଉ ଥିବା ସିରିଏଲ ଗୁଡିକୁ ନିଶ୍ଚିତ ଭାବେ ଦେଖୁ ଥିବେ , ସେମିତି ର ଆପଣ ମାନେ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି ତରଙ୍ଗ ଟିଭି ର ସିରିଏଲ ଗୁଡିକ ରେ ସବୁଠୁ ଧନୀ ହିରୋ କିଏ ବୋଲି ଯଦି ଆପଣ ମାନେ ଜାଣି ନାହାଁନ୍ତି ତେବେ ଆପଣ ମାନେ ଭିଡ଼ିଓ କୁ ସେଷ ଯାଏ ଦେଖନ୍ତୁ , ତେବେ ଏହି ଠାରେ ପ୍ରଥମ ନମ୍ବର ରେ ରହିଛନ୍ତି ମାନସ ଆପଣ ମାନେ ମାନସଙ୍କୁ ମାୟା ସିରିଏଲ ରେ ଦେଖୁ ଥିବେ ତାଙ୍କର ଜବର୍ଦୋସ୍ତ ଅଭିନୟ ଆପଣ ମାନେ ନିଶ୍ଚିତ ଭାବେ ଦେଖୁ ଥିବେ , ତେବେ ଆପଣ ମାନଙ୍କୁ ଜଣେଇ ଦେବୁ କି ମାନସ ଙ୍କ ବର୍ତମାନ ସଂମ୍ପତୀ ର ମୂଲ୍ୟ 40 ଲକ୍ଷ୍ୟ ଟଙ୍କା ।
ସେହି ପରି ବନ୍ଧୁଗଣ ମିଲନ୍ ଙ୍କୁ ଆପଣ ମାନେ କୁଆଁରୀ ବୋହୁ ସିରିଏଲ ରେ ଦେଖି ଥିବେ ସେମିତି ରେ ତାଙ୍କର ବହୁତ ଭଲ ଅଭିନୟ କୁ ଆପଣ ମାନେ ସାଇ ଚରିତ୍ର ରେ ଦେଖିବା ପାଇଁ ପାଉ ଥିବେ , ସେମିତି ରେ ମିଲନ ଙ୍କ ସଂମ୍ପତୀ ର ମୂଲ୍ୟ ହେଲା 80 ଲକ୍ଷ୍ୟ ରୁ ଉର୍ଦ୍ଦ , ସେହି ପରି ବେଳେ ଜଗଜିତ୍ ଙ୍କୁ ଆପଣ ମାନେ ନୂଆ ବୋହୁ ସିରିଏଲ ରେ ସାତ୍ୱିକ୍ ଭୂମିକା ରେ କାମ କରୁ ଥିବା ବେଳେ ବର୍ତମାନ ସମୟ ରେ ଜଗଜିତ୍ ଙ୍କ ସଂମ୍ପତୀ ର ମୂଲ୍ୟ ଦେଢ କୋଟି ଟଙ୍କା ସେହି ପରି ଅଶ୍ୱୀନୀ ଙ୍କ କଥା କହିବା ତେବେ ଆପଣ ମାନେ ତାରା ତାରିଣୀ ସିରିଏଲ ରେ ଅସ୍ୱନୀ ଙ୍କୁ ଦେଖିବା ପାଇଁ ପାଇ ଥିବେ ତବେ ତେବେ ତାଙ୍କର ବର୍ତମାନ ସମୟ ସଂମ୍ପତୀ ର ମୂଲ୍ୟ 4 କୋଟି ଟଙ୍କା ରହିଛି ,
ଏବଂ ପରେ ପରେ ଏକ ନମ୍ବର ରେ ରହିଛନ୍ତି ସୁବାସିସ୍ ଙ୍କୁ ଆପଣ ମାନେ ହେ ପ୍ରଭୁ ସିରିଏଲ ରେ ଦେଖି ଥିବେ ତାଙ୍କର ସଂମ୍ପତୀ ର ମୂଲ୍ୟ ହେଲା 7 କୋଟି ଟଙ୍କା ରହିଛି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।