ସୁମନ ଙ୍କ ଘର ପରିବାର ଓ ସମ୍ପତି, ଜାଣିଲେ ଆଚ୍ଚର୍ଯ୍ୟ ହେବେ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କ ଓଲିଉଡ ର ହାସ୍ୟ ଅଭିନେତା ସୁମନ ଆମେ ଆଜି ଆପଣ ମାନଙ୍କୁ ଏହି ପୋଷ୍ଟ ରେ ସେହି ସୁମନ ମହାରଣା ଙ୍କ ଘର ଏବଂ ପରିବାର ଏବଂ ତାଙ୍କର ସଂମ୍ପତୀ କେତେ ଏବଂ ତାଙ୍କ ବିଷୟ ରେ କିଛି ସତ୍ୟ ଘଟଣା ତାଙ୍କର ପର୍ସିନାଲ ଲାଇଫ୍ ଏବା ସହିତ ତାଙ୍କ ବିଷୟ ରେ କିଛି ଅଜଣା ସତ୍ୟ ଘଟଣା ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ ଜାହାକି ଆପଣ ମାନେ ପୂର୍ବ ରୁ କେବେ ଜାଣି ନ ଥିବେ ସବୁ କିଛି ଆପଣ ମାନେ ଏହି ପୋଷ୍ଟ ରେ ଜାଣିବା ପାଇଁ ପାଇବେ ତେବେ ଆପଣ ମାନେ ବାସ୍ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ,suman

ତେବେ ବନ୍ଧୁଗଣ ସୁମନ୍ ମହାରଣା ଓଡିଆ ଚଳଚିତ୍ର ଜଗତ ର ଜଣେ ହାସ୍ୟ ଅଭିନେତା ବା କମେଡିଆନ ଭାବେ ପରିଚିତ ଅଟନ୍ତି ଆମେ ତାଙ୍କର ଘ ପରିବାର ବିଷୟରେ ଜାଣିବା ପୂର୍ବ ରୁ ତାଙ୍କ ବିଷୟରେ କିଛି ଜାଣି ନେବା ବନ୍ଧୁଗଣ ତାଙ୍କର ସବୁଠୁ ଖାସ୍ କଥା କି ସୁମନ୍ ଙ୍କ ଉଚ୍ଚତା 3 ଫୁଟ୍ ଏବଂ ସେ ନନିଜର ପ୍ରଥମ ଫିଲ୍ମ କଣ୍ଢେଇ ଆଖିର ଲୁହ ରୁ ହିଁ ସଫଳତା ପାଇ ଥିଲେ, ଏହା ସହିତ ସେ କଥା ଚିତ୍ର ଲକ୍ଷ୍ମୀ ପ୍ରତିମା ପାଇଁ ସେ ଶ୍ରେଷ୍ଟ ହାସ୍ୟ ଅଭିନେତା ଭାବେ ପୁରସ୍କୃତ ବି ହୋଇ ଥି୍ଲେ , ସେ ଜଣେ ଗରିବ ପରିବାର ରୁ ଅଟନ୍ତି , ସେ ଭୁବନେଶ୍ୱର ର ବସ୍ତି ଅଞ୍ଚଳ ରେ ହିଁ ବଡ ହୋଇଛନ୍ତି , ତେବେ ବନ୍ଧୁଗଣ ସୁମନ୍ ଙ୍କ କ୍ଷେତ୍ର ରେ ସବୁଠୁ ଇଣ୍ଟ୍ରେଷ୍ଟିଂ କଥା ହେଲା କି ସୁମନ୍ ଙ୍କ ଇଚ୍ଚତା ଏବେ ଏତେ କମ୍ ଅଟେ ଏବଂ ଯେଉଁଥି ପାଇଁ ତାଙ୍କୁ ଦର୍ଶକ ମାନେ ସିନେମା ରେ ଦେଖିବା ପାଇଁ ବହୁତ ପସନ୍ଦ କରନ୍ତି ଏବଂ ତା ପରେ ତାଙ୍କର ଅଭିନୟ ବି ଦର୍ଶକ ମାନଙ୍କୁ ବହୁତ ଅଧିକ ପସନ୍ଦ ଆସେ , ଏବଂ ସେ ଅଧିକାଶଂ ଚଳଚିତ୍ର ରେ ବାମନ ଭୂମିକା ରେ କାମ କରି ଥାନ୍ତି ।sss

ତେବେ ବନ୍ଧୁଗଣ ସୁମନ୍ ଙ୍କ ପରିବାର କହିଲେ ସୁମନ୍ ଙ୍କ ବାପା ମାଆ ଏବଂ ତାଙ୍କର ସ୍ତ୍ରୀ ରହିଛନ୍ତି ଏବଂ ଏହା ସହିତ ସୁମନ୍ ଙ୍କର ଜଣେ ଭଉଣୀ ମଧ୍ୟ ରହିଛନ୍ତି ତେବେ ଆପଣ ମାନେ ତାଙ୍କର ପରିବାର ଲୋକ ଙ୍କୁ ଏଠାରେ ନିଶ୍ଚିତ ଭାବେ ଦେଖିବା ପାଇଁ ପାଇ ଜାଇ ଥିବେ ତେବେ ବର୍ତମାନ ସମୟ ରେ ଆସନ୍ତୁ ଜାଣିବା ସୁମନ ଙ୍କ ସଂମ୍ପତୀ କେତେ ତେବେ ଆପଣ ମାନଙ୍କୁ ଜଣେଇ ଦେବୁ କି ସୁମନ ମହାରଣା ଗୋଟିଏ ଚଳଚିତ୍ର ରେ କାମ କରିବା ପାଇଁ ଦୁଇ ରୁ ତିନି ଲକ୍ଷ୍ୟ ଟଙ୍କା ନେଇ ଥାନ୍ତି , ଏହା ସହିତ ସେ ଗୋଟିଏ ଷ୍ଚେଜ୍ ସୋ ରେ 30 ରୁ 50 ହଜାର ଟଙ୍କା ନେଇ ଥାନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *