ଓଡ଼ିଆ ସାଧରଣଜ୍ଞାନ ର ପ୍ରଶ୍ନ ଓ ତାର ଉତ୍ତର। କେବଳ ବୁର୍ଦ୍ଧିମାନ ଲୋକଙ୍କ ପାଇଁ ।

at-23

ନମସ୍କାର। ବିଭିନ୍ନ ନୂଆ ନୂଆ ଜିନିଷ ବିଷୟରେ ଜାଣିବା ପାଇଁ ମନରେ ଉତ୍କଣ୍ଠା ରହିଥାଏ।ଛୋଟ ବେଳୁ ଆମ ମନକୁ ବିଭିନ୍ନ ସାଧରଣଜ୍ଞାନ ପ୍ରଶ୍ନ ଓ ତାର ଉତ୍ତର ଶିଖାଯାଏ।ବିଦ୍ୟାଳୟ ରେ ମଧ୍ୟ ଅନେକ ପୁସ୍ତକ ଅଛି ଏହି ବିଷୟରେ।ହେଲେ ଏହା କୁ ଆମେ ଯେତେ ଜାଣିଲେ ମଧ୍ୟ କମ ହୋଇଥାଏ।ସବୁ ସମୟରେ କିଛି ନୂଆ ନୂଆ କଥା ଜାଣିବା ନିହାତି ଆବଶ୍ୟକ।ଆଉ ଏହି ସାଧରଣଜ୍ଞାନ ର ପ୍ରଶ୍ନ ଓ ତାର ଉତ୍ତର ସମସ୍ତଙ୍କୁ ଜାଣିବାର ଅଛି।ଏହା କୁ ଜାଣିବା ଏକାନ୍ତ ଆବଶ୍ୟକ।

qustiiom

ଆପଣମାନେ ତା ଜାଣିଥିବେ ଆଜିକାଲି ଦୁନିଆରେ ଚାକିରୀ ପାଇଁ ବିଭିନ୍ନ ପ୍ରବେସିକା ପରୀକ୍ଷା ଦେବାକୁ ପଡିଥାଏ।ଏହି ପ୍ରବେଶିକା ପରିକ୍ଷା ରେ ସାଧରଣଜ୍ଞାନ ରୁ ପ୍ରଶ୍ନ ଆସିବାଟା ସ୍ୱାଭାବିକ।ଏହାଦ୍ଵାରା ଆମ ମାନଙ୍କ ବୁଦ୍ଧିର ପରୀକ୍ଷା କରାଯାଏ।ତ ଆସନ୍ତୁ ଜାଣିବା କିଛି ପ୍ରଶ୍ନୋ ତାର ଉତ୍ତର ଯାହା ଆପଣ ମାନଂକ ପାଇଁ ବହୁତ ସହାୟକ ତଥା ଭବିଷ୍ୟତରେ ଆପଣ ମାନଙ୍କୁ ଲାଭ ଓ ଫଳପ୍ରଦ ହେବ।ଏହାଛଡା ଆପଣ ମାନେ ନିଜ ଜ୍ଞାନ ର ପରିସୀମାକୁ ମଧ୍ୟ ବୃଦ୍ଧି କରିପାରିବେ।ଆଶା କରୁଛୁ ଏହା ଆପଣ ମାନଙ୍କୁ ବହୁତ ଭଲ ଲାଗିବ।ତେବେ ଆସନ୍ତୁ ଜାଣିବା ୫ ଟି ପ୍ରଶ୍ନ ଓ ତାର ଉତ୍ତର….

ପ୍ରଥମ ପ୍ରଶ୍ନ – ପ୍ରଶ୍ନ୧.ଏମିତି କେଉଁ ପ୍ରାଣୀ ଅଛି ଯାହାର ରକ୍ତ ନୀଳ ହୋଇଥାଏ? ଉତ୍ତର- ଅକ୍ଟୋପସ।ଏହା ଏପରି ଏକ ଜୀବ ଯାହାର ରକ୍ତ ନୀଳ ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ – ପ୍ରଶ୍ନ୨.ଏମିତି କେଉଁ ଜୀବ ଅଛି ଯାହାର ପେଟ ଅଛି ଆଖି ଅଛି କିନ୍ତୁ କାନ ନାହିଁ? ଉତ୍ତର-ସାପ।ଏହା ଏମିତି ଏକ ଜୀବ ଯାହାର କଣ ନଥାଏ ଓ ଏହା କିନ୍ତୁ ଶବ୍ଦ ଶୁଣିପାରେ।

Qustion-mark

ପରବର୍ତ୍ତୀ ପ୍ରଶ୍ନ – ପ୍ରଶ୍ନ୩.ଏମିତି କେଉଁ ଜୀବ ଅଛି ଯାହାର ମୁଣ୍ଡ କଟିଦେଲେ ମଧ୍ୟ ଏହା ୭ ଦିନ ପର୍ଯ୍ୟନ୍ତ ବଞ୍ଚିପାରେ? ଉତ୍ତର-ଅସରପା।ଏହା ଏପରି ଏକ ଜୀବ ମୁଣ୍ଡ କଟିଦେଲେ ମଧ୍ୟ ବଂଞ୍ଚିପାରେ। ପରବର୍ତ୍ତୀ ପ୍ରଶ୍ନ – ପ୍ରଶ୍ନ୪.ସବୁଠାରୁ ଅଧିକ ପଶୁ କେଉଁ ଦେଶରେ ଅଛନ୍ତି? ଉତ୍ତର-ଭାରତ।କେବଳ ଭାରତରେ ହିଁ ବହୁତ ପ୍ରଜାତିର ଜୀବ ଦେଖାଯାନ୍ତି।

qustionnn

ଶେଷ ପ୍ରଶ୍ନ – ପ୍ରଶ୍ନ୫.କେଉଁ ଦେଶରେ ଅଧିକ ରେଶମ ଚାଷ କରାଯାଏ? ଉତ୍ତର-ଚୀନ ହେଉଛି ରେଶମ ଉତ୍ପାଦନରେ ପ୍ରଥମ। ଆପଣ ମାନେ ତ ଜାଣିଲେ ୫ଟି ପ୍ରଶ୍ନ ଓ ତାର ଉତ୍ତର।ଆସ କରୁଛୁ ଏହା ଆପଣ ମାନଙ୍କୁ ବହୁତ ଭଲ ଲାଗିଥିବ ତଥା ଆପଣଙ୍କ ଜ୍ଞାନର ପରିସୀମାକୁ କିଛି ମାତ୍ରାରେ ବୃଦ୍ଧି କରିଥିବା।ଏହା ଭବିଷ୍ୟତରେ ଆପଣମାନଙ୍କ ପାଇଁ ବହୁତ ଲାଭଦାୟକ ଓ ଫଳପ୍ରଦ ହେବ। ବିଭିନ୍ନ ପ୍ରବେସିକା ପରୀକ୍ଷା ରେ ମଧ୍ୟ ଆପଣ ଏ ପ୍ରଶ୍ନ ପଡିଲେ ଏହାର ଇତ୍ତର କରିନେବେ।ଆଶା କରୁଛୁ ଏହା ଆପଣ ମାନଙ୍କ ସମୟ ବ୍ୟର୍ଥ ନ କରି ଜ୍ଞାନ ଦେଇଛି। ଆମର ଏହି ଛୋଟିଆ ପ୍ରୟାସ ପାଇଁ ଗୋଟିଏ ଲାଇକ ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *