ନୂଆ ଓଡ଼ିଆ ସିରିଏଲରେ ଅଭିନୟ କରିବେ ସିବାନିଙ୍କ ସାନ ଭଉଣୀ

sirl

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଜବର୍ଦୋସ୍ତ ହିରୋଇନ୍ ଶିବାନୀ ସଂଙ୍ଗିତା ଙ୍କୁ ବହୁତ ଭଲ ଭାବେ ଜାଣି ଥିବେ ବହୁତ ସାରା ଓଡିଆ ଫିଲ୍ମ ରେ କାମ କରି ସେ ଦର୍ଶକ ମାନଙ୍କ ମନ କୁ ଜିତିଛନ୍ତି ଏବଂ ଏହି କ୍ଷେତ୍ର ରେ ସେ ସଫଳ ହୋଇ ପାରିଛନ୍ତି । ସେମିତି ରେ ମିଳି ଥିବା ସୂଚନା ଅନୁସାରେ ବର୍ତମାନ ସମୟରେ ଓଲିଉଡ ର ଏହି ଅଭିନେତ୍ରୀ ଶୀବାନି ଙ୍କ ଭଉଣୀ ବି ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ପାଦ ଥାପିବାକୁ ଜାଉଛନ୍ତି । ତେବେ ଏହି ବିଷୟ ରେ ଆପଣ ମାନେ ସଂମ୍ପର୍ଣ୍ଣ ଭାବେ ବିବରଣି ପାଇବା ପାଇଁ ହେଲେ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ନିଶ୍ଚିତ ଭାବେ ଜାଣି ପାରିବେ । ସେମିତି ରେ ଓଲିଉଡ ର ଏହି ଜବର୍ଦୋସ୍ତ ହିରୋଇନ୍ ଶୀବିନୀ ବହୁତ ସାରା ସିନେମା ।sibhin

ଏବଂ ସିରିଏଲ ରେ କାମ କରି ବହୁତ ଚର୍ଚ୍ଚା ରେ ରହିଛନ୍ତି ଏବଂ ଗୋଟିଏ ଚାଇଲ୍ଡ ଅଭିନେତ୍ରୀ ଭାବେ ଓଡିଆ ସିରିଏଲ ଅଭିନେତ୍ରୀ ଭାବେ କେରିଅର କୁ ଆରମ୍ଭ କରି ଥିଲେ ଏବଂ ଏହା ପରେ ପରେ ସେ ଓଡିଆ ଫିଲ୍ମ ରେ କାମ କରି ଥିଲେ ଏବଂ ମିଳି ଥିବା ସୂଚନା ଅନୁସାରେ ବର୍ତମାନ ସମୟ ରେ ଶୀବାନୀ ଙ୍କ ଭଉଣୀ 13 ବର୍ଷ ବୟସ ରେ ଏକ ଓଡିଆ ସିରିଏଲ ରେ କାମ କରିବାକୁ ଜାଉଛନ୍ତି । ଶୀବାନୀ ବି ମଧ୍ୟ ଓଡିଆ ସିରିଏଲ ରେ ମାତ୍ର 5 ବର୍ଷ ବୟସ ରେ କାମ କରିବା ଆରମ୍ଭ କରି ଥିଲେ ଏବଂ ବର୍ତମାନ ସମୟ ରେ ପୁଣି ଥରେ ତାଙ୍କର ସାନ ଭଉଣୀ ଓଡିଆ ସିରିଏଲ ରେ କାମ କରିବାକୁ ଜାଉଛନ୍ତି ।si

ମଞୁରୀୂ ଟିଭି ର ଏକ ଓଡିଆ ସିରିଏଲରେ ଅଭିନୟ କରିବେ ଶୀବାନୀ ଙ୍କ ସାନ ଭଉଣୀ ଏବଂ ସେ ବି କହିଛନ୍ତି କି ଆଗାମୀ ଦିନ ମାନଙ୍କ ରେ ତାଙ୍କ ଭଉଣୀ ଙ୍କ ପରି ଏକ ସୁପର ଷ୍ଟାର ହେବେ ବୋଲି ବର୍ତମାନ ସମୟ ରେ ଶିବାନୀ ସ୍ୱରାଜ ଙ୍କ ସହିତ ଏକ ଫିଲ୍ମ ର ସୁଟିଂ ରେ ଲାଗି ରହିଛନ୍ତି ଜାହାକି ଆଗାମୀ ଦିନ ମାନଙ୍କ ରେ ଆପଣ ମାନେ ଦେଖି ପାରିବେ , ତେବେ ବର୍ତମାନ ସମୟ ରେ ଶୀବାନୀ ଙ୍କ ସାନ ଭଉଣୀ କାମ କରିବାକୁ ଜାଉ ଥିବା ବେଳେ ସେ ଗୋଟିଏ ଏପିସୋର୍ଡ ପାଇଁ 5 ହଜାର ଟଙ୍କା ନେବେ ବୋଲି ସୂଚନା ରହିଛି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *