ଦେଖନ୍ତୁ ଓଡିଆ ଆକ୍ଟର ରବି ମିଶ୍ରଙ୍କ ପରିବାରରେ କିଏ ସବୁ ଅଛନ୍ତି ।

rabi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଦେଖେଇବାକୁ ଚାହିଁବୁ ଗତ କାଲି ମୃତ୍ୟୁ ବରଣ କରି ଥିବା ରବି ମିଶ୍ର ଙ୍କ ପରିବାର ରେ କିଏ କିଏ ରହିଛନ୍ତି ତେବେ ଆପଣ ମାନେ ସେହି ବିଷୟ ରେ ଜାଣିବା ପାଇଁ ନିଶ୍ଚିତ ଭାବେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ,ସେମିତିରେ ବନ୍ଧୁଗଣ ଆପଣ ମାନେ ଜାଣି ଥିବେ 90 ଦଶକ ରୁ ଅନେକ ଗୁଡିଏ ଫିଲ୍ମ ଏବଂ ସିରିଏଲ ମାନଙ୍କ ରେ କାମ ସାରି ଛନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତା ରବି ମିଶ୍ର ଏବଂ ସେହି ପରି ବନ୍ଧୁଗଣ ନିକଟ ରେ ରବି ମିଶ୍ର ଜି ସାର୍ଥକ୍ ରେ ପ୍ରସାରିତ ହେଉ ଥିବା ସବୁଠୁ ଲୋକ ପ୍ରିୟ ସିରିଏଲ ହେ ପ୍ରଭୂ ରେ ଅଭିନୟ କରୁ ଥିଲେ ଏବଂ ଏହି ସିରିଏଲ ରେ ରବି ମିଶ୍ର ଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ ମଧ୍ୟ କରୁ ଥିଲେ ଗତକାଲି ସଂନ୍ଧ୍ୟା ରେ ଗତ କାଲି ସେ ସୁଟଂ କରୁ ଥିବା ସମୟ ରେ ହଠାତ୍ ମାତ୍ରେ ଛାତି ରେ ଯନ୍ତ୍ରଣା ଅନୁଭୂତ କରି ଥିଲେ ।rabi m

ଏବଂ ସେହି ଠାରୁ ମିଛ ମିଛିକା ଅଭିନୟ କରିବା ସମୟ ରେ ସତ ସତିକା ଛାତି ରେ ଯନ୍ତ୍ରଣା ଅନୂଭବ ହୋଇ ଥିଲା ଏବଂ ସେହି କାରଣ ପାଇଁ ସେ ଭାବି ଥିଲେ କି ତାଙ୍କୁ ଏସିଡିଟି ହୋଇଛି ବୋଲି କିନ୍ତୁ ସତେ ରେ ଗତ କାଲି ର ସକାଳ ତାଙ୍କ ପାଇଁ କାଳ ହୋଇ ଯିବ ବୋଲି କେହି ଜାଣି ନ ଥିଲେ ଲିପ୍ସା ଙ୍କର କହିବା ଅନୁସାରେ ରବି ମିଶ୍ର ଙ୍କୁ କାଲି ଏକ ହୃଦଘାତ ର ଅଭିନୟ କରିବା ପାଇଁ ଦିଆ ଜାଇ ଥିଲା ଏବଂ ହୃଦଘାତ ସମୟ ରେ ସେ ବହୁତ ଭଲ ଭାବେ ଅଭିନୟ କରି ଥିଲେ ତାଙ୍କୁ ଅନ୍ ସ୍କୀନ୍ ଜେଜେ ଏବଂ ନାତୁଣୀ ବହୁତ ପସନ୍ଦ ଆସୁ ଥିଲା ସେମିତି ରେ ଏହି ସମସ୍ୟା କୁ ସେ ଗ୍ୟାସ୍ ଜନିତ ସମସ୍ୟା ବୋଲି କହି ସୁଟିଂ ସେଷ କରି ଦେଇ ଥିଲେ ।rabi

ଏବଂ ସୁଟିଂ ସାରି 10 ଟା ବେଳେ ପେକପ୍ କରି ଘରକୁ ଫରି ଥିଲେ ହେଲେ ଗତ କାଲି ରାତି ରେ ଯନ୍ତ୍ରଣା ବଢିବା ଭୁବନେଶ୍ୱର ସ୍ଥିତ ଏକ ଘୋରଇ ହସ୍ପିଟାଲ ରେ ବି ଭର୍ତି କରା ଜାଇ ଥିଲା ଏବଂ ସେଠାରେ ଆଜି ତାଙ୍କର ମୃତ୍ୟୁ ହୋଇଛି ଏବଂ ତାଙ୍କର ମୃତ୍ୟୁ ରେ ଶୋକ ର ଛାୟା ଖେଳି ଜାଇଛି ଏବଂ ଓଲଉଡ ର ଅନେକ ଅଭିନେତା ଏବଂ ଅଭିନେତ୍ରୀ ମାନେ ଗତକାଲି ତାଙ୍କର ସେଷ ଦର୍ଶନ ପାଇଁ ତାଙ୍କର ବାସ ଭବନ ରେ ପହଁଚି ମଧ୍ୟ ଥିଲେ ତେବେ ଆମ ଟିମ୍ ପକ୍ଷ୍ୟ ରୁ ରବି ମିଶ୍ର ଙ୍କ ଅଅମର ଆତ୍ମା ର ଶାନ୍ତି ନମନ୍ତେ ପାର୍ଥନା କରୁଛୁ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *