ଦେଖନ୍ତୁ କେମିତି ନିଜର ଜନ୍ମଦୀନ ପାଳିଲେ ଓଡ଼ିଆ ହିରୋଇନ ସନମିରା

sanmira

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଆଜି ହେଉଛି ଲୋକ ପ୍ରିୟ ଅଭିନେତ୍ରୀ ସନମିରା ଙ୍କ ଜନ୍ମ ଦିନ ତେଣୁ ଆମେ ଆଜି ଆମର ଟିମ୍ ତରଫ ରୁ ସନମିରା ଙ୍କୁ ତାଙ୍କର ଜନ୍ମ ର ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭ କାମନା ଜଣାଉଛୁ ବନ୍ଧୁଗଣ ଆପଣ ମାନେ ବି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତ୍ରୀ ସନମିରା ଙ୍କୁ ତାଙ୍କର ଜନ୍ମ ଦିନ ର ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭ କାମନା ଜଣାନ୍ତୁ ଆପଣ ମାନେ ଏଠାରେ ଆପଣ ମାନେ ନିଶ୍ଚିତ ଭାବେ ଦେଖିବା ପାଇଁ ପାଉ ଥିବେ କି ସନମିରା କେମିତି ଭାବେ ନିଜର ଜନ୍ମ ଦିନ କୁ ପାଳନ କରିଲେ ଆଜି ସକାଳୁ ସେ ନିଜର ଜନ୍ମ ଦିନ କୁ ବହୁତ ଭଲ ଭାବେ ପାଳନ କରିଛନ୍ତି ।sanmir

ଏବଂ ତାଙ୍କର ଜନ୍ମ ଦିନ ରେ ଅନେକ ସିରିଏଲ ଅଭିନେତ୍ରୀ ଏବଂ ଓଲିଉଡ ର କିଛି ଅଭିନେତା ଏବଂ ଅବିନେତ୍ରୀ ମାନେ ବି ଏହି ଥିରେ ଯୋଗ ଦାନ କରିଛନ୍ତି , ସେହି ପରି କ୍ଷେତ୍ରରେ ସେମାନେ ବହୁତ ଗୁଡିଏ ଗିଫ୍ଟ ବି ଦେଉ ଥିବାର ଦେଖିବା ପାଇଁ ମିଳିଛନ୍ତି ଏବଂ ଆଜି ସକାଳୁ ସନମିରା କେକ୍ କାଟିବା ସହିତ ନିଜର ଫେନ୍ ମାନଙ୍କ ସହିତ ଖୁବ୍ ମଜା ମସ୍ତି ରେ ତାଙ୍କର ଜନ୍ମ ଦିନରେ ପାଳନ କରିଛନ୍ତି ।s

ସେମିତି ରେ ଆପଣ ମାନେ ଜାଣି ଥିବେ ସନମିରା ଙ୍କର ଆସିବା ପାଇଁ ଯାଉଛି ଏକ ନୂଆ ଓଡିଆ ଫିଲ୍ମ ଜାହାର ନାମ ଗୁପଚୁପ୍ ରହିଛି ଏବଂ ସନମିରା ସେହି ଥିରେ ନାୟିକା ଭାବେ କାମ କରୁଛନ୍ତି , ଏବଂ ସନମିରା ଙ୍କର ଏବି ଫିଲ୍ମ ଗୁପଚୁପ୍ ଚଳିତ ବର୍ଷ ର ଗଣେଷ ପୂଜା ରେ ରିଲିଜ୍ ହେବାକୁ ଯାଉଛି ସେମିତି ରେ ଆପଣ ମାନେ ଓଡିଆ ଅଭିନେତ୍ରୀ ସନମିରା ଙ୍କ ଅଭିନୟ କୁ କେତେ ପରିମାଣ ପସନ୍ଦ କରନ୍ତି କମେଣ୍ଟ କରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *