ଦେଖନ୍ତୁ କେମିତି ଜନ୍ମଦୀନ ପାଳିଲେ ମାୟା ସିରିଏଲ ହିରୋଇନ ରୁଦ୍ରା ।

rudri

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସବୁ ବେଳେ କିଛି ନା କିଛି ସିରିଏଲ ଦେଖୁ ଥିବେ ଏମିତି କି ତରଙ୍ଗ ଟିଭି ରେ ପ୍ରସାରିତ ହେଉ ଥିବା ମାୟା ସିରିଏଲ କୁ ବି ଆପଣ ମାନେ ନିଶ୍ଚିତ ଭାବେ ଦେଖୁୁ ଥିବେ ତେବେ ଏହି ମାୟା ସିରିଏଲ ର ରୁଦ୍ରୀ ମାନେ ଜସ୍ମିନ୍ ରଥ ଙ୍କର ଏହି ଦିନ ରେ ଜନ୍ମ ଦିନ ରହି ଥିବା ବେଳେ ସେ ନିଜର ଜନ୍ମ ଦିନ କୁ କେମିତି ଭାବେ ପାଳନ କରିଲେ ସେହି ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ ବାସ୍ ଆପଣ ମାନେ ପୋଷ୍ଟ କୁ ସେଷ ପର୍ଯ୍ୟନ୍ତ ପଢନ୍ତୁ ଜାଣି ପାରିବେ ।rrr

ତେବେ ଏହା ସହିତ ତାଙ୍କର ଜନ୍ମ ଦିନ ରେ କେଉଁ କେଉଁ ଅଭିନେତା ଏବଂ ଅଭିନେତ୍ରୀ ମାନେ ଯୋଗ ଦେଇ ଥିଲେ ସେହି ବିଷୟରେ ବି କହିବୁ ତେବେ ବନ୍ଧୁଗଣ ମାୟା ସିରିଅଏଲ ର ଜସ୍ମିନନ ରଥ ଙ୍କର ଜନ୍ମ ଦିନ ତ ସରିଛି ଏବଂ ସେ କେମିତି ଭାବେ ନିଜର ଜନ୍ମ ଦିନ କୁ ପାଳନ କରିଲେ ଆପଣ ମାନେ ନିଶ୍ଚିତ ଭାବେ ଏହି ଠାରେ ଜାଣିବା ପାଇଁ ପାଇ ଜାଇ ଥିବେ ତେବେ ଆପଣ ମାନଙ୍କୁ କହି ଦେବୁ କି ସେ ନିଜର ସାଙ୍ଗ ସାଥି ପରିବାର ବର୍ଗ ତଥା ରିଲେଟିବ୍ ମାନଙ୍କ ସହିତ କେତେ ଧୁମ୍ ଧାମ୍ ରେ ଜନ୍ମ ଦିନ କୁ ପାଳନ କରୁଛନ୍ତି ,rudri

ତଥା ଏହା ସହିତ ମାୟା ସିରିଏଲ ର କିଛି କଳାକାର ମାନେ ଏବଂ ତାଙ୍କର ସେଟ୍ ର କିଛି ଲୋକ ମାନେ ବି ସେଠାରେ ଉପସ୍ଥିତ ରହି ଥିବାର ଦେଖିବା ପାଇଁ ମିଳି ଥିଲା ଜସ୍ମିନ୍ ନିଜର ଜନ୍ମ ର ଫୋଟ କୁ ନିଜର ଇନଷ୍ଚା ଗ୍ରାମ୍ ଏକାଉଣ୍ଟ ରେ ପୋଷ୍ଟ କରି ଥିବାର ଦେଖିବା ପାଇଁ ମିଳିଛନ୍ତି , ତେବେ ଆପଣ ମାନଙ୍କୁ ଜସ୍ମିନ୍ ରଥ ଙ୍କ ଅଭିନୟ କେମିତି ଲାଗେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *