ଦେଖନ୍ତୁ ମକର ସଂକ୍ରାନ୍ତିରେ କେମିତି ଗୁଡି ଉଡେଇଲେ ଝିଲିକ । ଭିଡିଓ ଭାଇରାଲ

jilike

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ହେଉଛି ମକର ସଂଙ୍କ୍ରାନ୍ତି ଜାହାକୁ ଆମ ହିନ୍ଧୁ ମାନଙ୍କର ଏକ ପ୍ରମୂୂଖ ପର୍ବ ବୋଲି କୁହା ଜାଇ ଥାଏ ଏହି ମକର ସଂଙ୍କ୍ରାନ୍ତି ଦେଶ ର ବିଭିନ୍ନ ସ୍ଥାନ ରେ ବିଭିନ୍ନ ଉପାୟ ରେ ପାଳନ କରା ଜାଇ ଥାଏ ସେମିତି ରେ ବନ୍ଧୁଗଣ ଆମେ ଆଜି ଏଠାରେ ଦେଖିବା କି ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଅଭିନେତା ଏବଂ ଅଭିନେତ୍ରୀ ମାନେ କିପରି ଭାବେ ଏହି ମକର ସଂଙ୍କ୍ରାନ୍ତି କୁ ପାଳନ କରିଲେ ଏହା ସହିତ ଆମର ଲୋକ ପ୍ରିୟ ଅଭିନେତ୍ରୀ ଝିଲ୍ଲୀକ୍ କେମିତି ଭାବେ ଏହି ମକର ସଂଙ୍କ୍ରାନ୍ତି କୁ ପାଳନ କରିଲେ ଏବଂ ସେ କେଉଂ ପରି ଭାବେ ଗୁଡି ଉଡେଇଲେ ଆପଣ ମାନେ ଏଠାରେ ଦେଖିବା ପାଇଁ ପାଇବେ ତେବେ ଆପଣ ମାନଙ୍କୁ ଆମେ ବନ୍ଧୁଗଣ ପୁଣି ଥରେ କହି ଦେବାକୁ ଚାହିଁବୁ କି ଏହି ମକର ସଂଙ୍କ୍ରାନ୍ତି ରେ ଆମର ଓଲିଉଡ ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ଖାସ୍ କରି ଝିଲ୍ଲୀକ୍ ଭଟ୍ଟାଚାର୍ଯ୍ୟ ଗୁଡି ଉଡାଉ ଥିବାର ଦେଖିବା ପାଇଁ ମିଳିଛନ୍ତି ।jilike

ଶାଶୁ ଘରେ ସେ ଏମିତି ଭାବେ ଗୁଡି ଉଡାଉ ଥିବା ବେଳେ ଜାହାର ଭିଡ଼ିଓ କୁ ସେ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଥିବାର ଦେଖିବା ପାଇଁ ମିଳି ଥିଲେ ଜାହା ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ତଥା ଏହା ସହିତ ଆମର ଓଲିଉଡ ଇଣ୍ଡଷ୍ଟ୍ରୀ ଅନ୍ୟ କିଛି ଅଭିନେତ୍ରୀ ତଥା ସିଙ୍ଗର ମାନେ ଯେମିତି କି ଆପଣ ମାନେ ଜାଣି ଥିବେ ଏହି ଦିନ ରେ ଦିପ୍ତିରେଖା ପାଢୀ ବି ନୂଆ କରିବିବାହ କରି ଥବା ବେଳେ ସେ ବି ନିଜର ଶାଶୁ ଘରେ ଗୁଡି ଉଡାଉ ଥିବାର ନଜର ଆସିଛନ୍ତି ,a

ଏହା ସହିତ ପ୍ରକୃତି ମିଶ୍ର , ଏଲିନା ସାମନ୍ତ ରାୟ , ଭୂମିକା ଙ୍କ ସହିତ ଶୀବାନୀ ବି ଏହି ଦିନ ରେ ଏହାକୁ ପାଳନ କରି ଥିବାର ଦେଖିବା ପାଇଁ ମିଳି ଥିଲେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *