ସିନ୍ଦୁର ଲଗେଇବା ସମୟରେ କୁହନ୍ତୁ ଏହି ମନ୍ତ୍ର ମିଳିବ ଶୌଭଗ୍ୟବତିର ବରଦାନ୍ |

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସିନ୍ଦୁର ଏକ ମହତ୍ୱ ପୂର୍ଣ୍ଣ ଏବଂ ମହାନ୍ ଜିନିଷ ଅଟେ ଜାହା ବିବାହ କାର୍ଯ୍ୟ ରେ ବ୍ୟବହାର କରା ଜାଇ ଥାଏ ମହିଳା ମାନଙ୍କ ସିନ୍ଦୁର ରୁ ହିଁ ଜଣା ପଡେ କି ସେମାନେ ସଧବା କି ବିଧବା ସିନ୍ଦୁର ସଧବା ମହିଳା ପାଇଁ ସ୍ୱାମୀ ଙ୍କ ଆୟୁସ ବଢିବାରେ ବହୁତ ମହତ୍ୱ ପୂର୍ଣ୍ଣ ସ୍ଥାନ ଗ୍ରହଣ କରେ , କୁହା ଯାଏ କି ହନୁମାନ ତାଙ୍କର ମାଆ ଙ୍କୁ ପଚାରି ଥିଲେ କି ମଆ ତୁମେ କାହିଁକି ମଥାରେ ସିନ୍ଧୁର ଲଗାଉଛ ଏବଂ ମାଆ ଉତ୍ତର ରେ କହି ଥିଲେ କି ସ୍ୱମୀ ଙ୍କ ଲମ୍ଭା ଆୟୁଷ ପାଇଁ ସେ ମଥା ରେ ସିନ୍ଦୁର ଧାରଣ କରୁଛନ୍ତି ଯିଏ ଯେତେ ସିନ୍ଦୁର ପିନ୍ଧେ ତାର ସ୍ୱାମୀ ଙ୍କ ଆୟୁସ ସେତେ ପରିମାଣ ରେ ଲମ୍ଭା ହୋଇ ଥାଏ ଏବଂ ସେହିଥି ପାଇଁ ହନୁମାନ ରାମ ଚନ୍ଦ୍ର ଙ୍କୁ ନିଜର ସ୍ୱାମୀ ମାନି ଥାନ୍ତି ଏଣୁ ସେ ଦେହ ସାରା ସିନ୍ଦୁର ବଳୀ ହୋଇ ଥାନ୍ତି ଏବଂ ଆଜିର ସମୟ ରେ ବି ହନୁମାନ ଙ୍କୁ ସିନ୍ଦୁର ଅଭିସେକ କରା ଜାଇ ଥାଏ ତେବେ ସିନ୍ଦୁର ର ବିଷୟ ରେ କହିବା ତେବେ ଯେଉଁ ନାରୀ ଯେତେ ଲମ୍ଭା ସିନ୍ଦୁର ପିନ୍ଧି ଥାଏ ତାର ସ୍ୱାମୀ ର ଆୟୁସ ସେତେ ବଢି ଥାଏ ,ଯେଉଁ ସ୍ତ୍ରୀ ମାନେ କରଷ କଣ୍ଟା ରେ ସିନ୍ଧୁର ଟାଣନ୍ତି ସେମାନଙ୍କ ସଂମ୍ପର୍କ ସେତେ ପରିମାଣ ରେ ଦୂର ହୋଇ ଥାଏ ।sindur

ଯେଉଁ ମାନେ ନିଜ ମଥା ରେ ଲୁଚାଇବା ପରି ସିନ୍ଦୁର ପିନ୍ଧନ୍ତି । ସେମାନଙ୍କ ସ୍ୱାମୀ ଙ୍କ ମାନ ସମ୍ମାନ ହାନୀ ହୋଇ ଥାଏ ତଥା ସେହି ସୁନ୍ଦୁର ନାଇବା ସମୟ ରେ ଯଦି ସିନ୍ଦୁର ଝରି ପଡି ଥାଏ । ତେବେ ତାହା ବହୁତ ଶୁଭ ଦାୟକ ହୋଇ ଥାଏ । ସେମିତି ବେଳେ ଅନେକ ମାନେ ପଚାରନ୍ତି କି ବଜାର ରେ ମିଳୁ ଥିବା ଲିକୁୟିଡ୍ ସିନ୍ଦୁର ର ଧାରଣ କରିବା ଶୁଭ ନା ନୁହେଁ ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି । ଏହା ବି ମଧ୍ୟ ଶୁଭ ହୋଇ ଥାଏ କାରଣ ସୁନ୍ଦର ସବୁ ବେଳେ ସିନ୍ଦୁର ହୋଇ ଥାଏ ଏହା ଝୁରା ସିନ୍ଦୁର ହେଉ ବା ଲିକୁୟୁଡ୍ ସିନ୍ଦୁୁର ହେଉ ସବୁ ସମାନ ହୋଇ ଥାଏ ।s

ଏବଂ ସେହି ପରି ଭାବେ ସବୁ ବେଳେ ମହିଳା ମାନଙ୍କୁ ସିନ୍ଦୁର ପବିତ୍ର ରହି ଥିବା ସମୟ ରି ହିଁ ପିନ୍ଧା ଜାଇ ଥାଏ । ଏହାକୁ କେବେ ଅପବିତ୍ର ସମୟ ରେ ପିନ୍ଧନ୍ତୁ ନାହିଁ ସେହି ପରି ବେଳେ ମହିଳା ମାନଙ୍କ ପିରିଅଡ ଏବଂ ରା ଋତୁ ଶ୍ରାବ ଚାଲି ଥିବା ସମୟ ରେ ସେମାନଙ୍କୁ ଏହି ସିନ୍ଦୁର କୁ ନାଇବା ମନା ହୋଇ ଥାଏ ଯେଉଁ ନାରୀ ମାନେ ପିଲା ଜନ୍ମ କରି ଥାନ୍ତି ସେମାନେ 12 ଦିନ ପର୍ଯ୍ୟନନ୍ତ ସିନ୍ଦୁର ଲଗେଇବା କଥା ନୁେହଁ ।women

ଘରେ ପୂଜା କରୁ ଥିିବା ମହିଳା ମାନେ ଠାକୁର ପୂଜା କରିବା ପୂର୍ବ ରୁ ସେମାନେ ସିନ୍ଦୁର ନାଇ ପାରିବେ ଯେଉଁ ନାରୀ ମାନେ ସିନ୍ଦୁର ପିନ୍ଧିବା ପରେ ସେମାନଙ୍କ ହାତରେ ପିନ୍ଧି ଥିବା ଚୁଡୀ ରେ ସିନ୍ଧୁର ଲଗାନ୍ତି ସେମାନେ ବହୁତ ଶୁଭ ହୋଇ ଥାନ୍ତି କେବେ ସିନ୍ଦର କୁ ଆଙ୍ଗୁଳୀ ରେ ପିନ୍ଧନ୍ତୁ ନାହିଁ ଏହାକୁ ଝିଙ୍କ କଣ୍ଟା ରେ ହିଁ ପିନ୍ଧନ୍ତୁ ଏହା ବହୁତ ଶୁଭ ହୋଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *