ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଓଡିଆ ଫିଲ୍ମି ଜଗତ ରେ ଏବେ ସିରିଏଲ ଜଗତ ରେ ହିରୋ ମାନଙ୍କର କ୍ରେଜ୍ କାହିଁରେ କେତେ କାହିଁକି ନା ଗୋଟିଏ ପରେ ଗୋଟିଏ ଫିଲ୍ମ ରେ ପାଦ ଥାପୁଛନ୍ତି ହିରୋ ମାନେ ଏବଂ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ବି ସେମାନେ ଭେଟି ଦେଉଛନ୍ତି ଅନେକ ସିନେମା ଏବଂ ସିରିଏଲ ହିରୋ ସିନେମା ରେ ସ୍ଥାପିତ ହୋଇ ସାରିଲେଣି ସେହି ପରି ପୁଣି ଥରେ ରାଜେସ୍ ଦପକ୍ଷେପ ନେଇଛନ୍ତି ଏବଂ ଆସିବାକୁ ଜାଉଛି ଏକ ନୂଆ ଓଡ଼ିଆ ଫିଲ୍ମ ଏବଂ ଏଠାରେ ରିଆ ଙ୍କ ବିପକ୍ଷ୍ୟ ରେ ରାଜେସ୍ ଦେଖା ଯିବେ ରାତି ସରି ସରି ଜାଉଛି ଏହି ଚଳଚିତ୍ର ର ନାମ ରହି ଥିବା ବେଳେ ଏବଂ ଜାହାକୁ ଅନୁଭବ ଡିରେକ୍ସନ ଦେଇଛନ୍ତି ଏବଂ ଏହା ଖୁବ୍ ଶୀଘ୍ର ମଞୁରୀ ଟିଭି ରେ ପ୍ରସାରିତ ହେବ ଏବଂ ମଞୁରୀ ଏହାର ବ୍ୟନର ।
ଏବଂ ଏଡଭେର୍ଟାଇଜ୍ ର ଦାୟୁତ୍ୱ ନେଇଛି ଏବଂ ସେହି ଥିରେ ଆପଣ ମାନେ ରାଜେସ୍ କୁ ଦେଖିବା ପାଇଁ ପାଇବେ ଅନ୍ ସ୍କ୍ରୀନ୍ ରେ ଏବଂ ଏହି ଥିରେ ଦୁଇ ଜଣଙ୍କ କେମେଷ୍ଟ୍ରୀ ବହୁତ ଜମିବ ବୋଲି ଆଗକୁ ମଧ୍ୟ ଦର୍ଶକ ମାନଙ୍କ ମନ ରେ ରହିଛି ଏବଂ ଏହାର ମୂହରତ୍ୱ ସରି ଜାଇଛି ଏବଂ ଏହାର ସୁଟିଂ ବର୍ତମାନ ସମୟ ରେ ଆରମ୍ଭ ହୋଇ ଜାଇଛି । ଏବଂ ଏହି ଫେମିଲି ଡ୍ରାମା ଉପରେ ଏହି ଫିଲ୍ମ ଟି ନିର୍ମାଣ ହେବାକୁ ଜାଉଛି ।
ଏବଂ ଦୁଇଜଣ ହିରୋ ଏବଂ ହିରୋଇନ୍ କୁ ନେଇ ପ୍ରୋଡ୍କସନ ସଂସ୍ଥା କୁ ନେଇ ବହୁତ ଆଶା ରହିଛି ତେବେ ବର୍ତମାନ ସମୟ ରେ ଦେଖିବା କଥା କି ପ୍ରୋଡ୍କସନ ସଂସ୍ଥାକୁ ଆଶା ଏହି ଦୁଇ ନାୟକ ଏବଂ ନାୟିକା ଆଗକୁ ନେଉଛନ୍ତି ଏବଂ ଚଳଚିତ୍ର ଟି କେତେ ଲୋକଙ୍କ ହୃଦୟ କୁ ଛୁଇବା ସହିତ କେତେ ସମୟ ପର୍ଯ୍ୟନ୍ତ ଏମାନେ ଏହି ସିନେମା କୁ ଆଗକୁ ନେଉଛନ୍ତି । ଏବଂ ଚଳଚିତ୍ର ଟି କେତେ ପରିମାଣ ରେ ଲୋକ ମାନଙ୍କ ହୃଦୟ କୁ ଛୁଇବା ସହିତ ଲୋକ ମାନଙ୍କ ପାଖରେ ଆଦୃତ ହେଉଛି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।