କେବଳ ୧୦ ମିନିଟରେ କାଶ କୁ ଦୂର କରନ୍ତୁ | ବାସ କରନ୍ତୁ ଏହି ଉପାୟ

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଚମତ୍କାରୀ ଘୋରଇ ଉପଚାର ପ୍ରସ୍ତୁତ କରିବାର ପ୍ରଣାଳି ଶିଖାଇବୁ ଏହା କାଶ କୁ ଦୂର କରିବା ପାଇଁ ଆପଣ ସୋବନ କରି ପାରିବେ କାଶ ସମସ୍ୟା ଆଜି କାଲି ଏକ ସାଧାରଣ ସମସ୍ୟା ହୋଇଗଲାଣି ତେଣୁ ଆଜି ଆମେ ଦୁଇଟି ଘୋରଇ ଉପଚାର କହିବୁ କେବଳ ଗୋଟି କରେ ଆମେ ଦୁଇଟି ଜିନିଷ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରିବା ଯାହାକୁ ଆପଣଁ ସେବନ କରି ପାରିବେ ଯାହା ଦ୍ୱାରା ଆପଣ ଙ୍କ ର କାଶ ଠିକ ହୋଇ ଯିବ ଏବଂ ଆପଣ ଙ୍କୁ କଫ ସିରଫ ର ଆବଶ୍ୟକତା ପଡିବ ନାହିଁ । ବେଳେ ବେଳେ କାଶ ଏତେ ଜୋର ରେ ହୋଇ ଥାଏ କି ଆମ ଗଳା ଶୁଖି ଯାଏ ଆମକୁ ବାନ୍ତି ହେବା ଭଳି ଲାଗେ ଏହି ସମସ୍ୟା ରାତି ସମୟ ରେ ଅଧିକ ହୋଇଥାଏ ତେଣୁ ଆମେ ଆପଣ ମାନଙ୍କୁ ଏକ ସହଜ ଉପାୟ ବିଷୟ ରେ କହିବୁ ଯାହା ଦ୍ୱାରା ଆପଣ ଙ୍କୁ କାଶ ଜମା ରୁ ବି ହେବ ନାହିଁ ।kasa

ତେଣୁ ଆଜିର ଏହି ଉପଚାର ଛୋଟ ପିଲା ଙ୍କ ଠୁ ନେଇ ବଡ ଲୋକ ଙ୍କ ପର୍ଯ୍ୟନ୍ତ ସମସ୍ତେ ସେବନ କରି ପାରିବେ ସମସ୍ତ ଙ୍କ ପାଇଁ ଏହା ସାହାର୍ଯ୍ୟ କାରୀ ଅଟେ ତେବେ ଆସନ୍ତୁ ଜାଣି ନେବା ଏହାକୁ ଆପଣ ମାନେ କେମିତି ବନାଇବେ ଏବଂ ଆପଣ ଏହାର ସେବନ କେମିତି କରିବେ ତେବେ ଏହି ହୋମମେଡ କଫ ସିରଫ ବନାଇବା ପାଇଁ ସର୍ବ ପ୍ରଥମେ ଆପଣ ଏକ ପାତ୍ର ଗ୍ୟାସ ରେ ବସାନ୍ତୁ ଏବେ ଏଥିରେ ଢାଳନ୍ତୁ ଏକ କପ ପାଣି ଏହି ଏକ କପ ପାଣି ରେ ଆପଣ ଚାରି ରୁ 5 ଟି ଲବଙ୍ଗ ପକାନ୍ତୁ ଏବଂ ପାଣି କୁ ଭଲ ଭାବରେ ଫୁଟାନ୍ତୁ ଏବଂ ତାକୁ ଛାଣି ସେଥିରେ ଏକ ଚାମୁଚ ମହୁ ମିଶାନ୍ତୁ ଯାହାକି ଥଣ୍ଡା ପାଇଁ ବହୁତ ସାହାର୍ଯ୍ୟକାରୀ ହୋଇଥାଏ ଏବେ ଆପଣ ଙ୍କ ର ଘୋରଇ କଫ ସିରଫ ପ୍ରସ୍ତୁତ ହୋଇ ସାରିଛି ।drink

ତେବେ ଏହାକୁ ଆପଣ ଦିନ ରେ ତିନି ଥର ପିଇ ପାରିବେ ଆପଣ ଏହାକୁ ଆପଣ ଙ୍କ ର ଛୋଟ ପିଲା ଙ୍କୁ ରାତି ରେ ଶୋଇବା ସମୟ ରେ ଦିଅନ୍ତୁ ଏବଂ ବୟଷ୍କ ଲୋକ ମାନେ ଏହାକୁ ଦିନ ଟାରେ 3 ରୁ 4 ଥର ପିଇ ପାରିବେ ଯାହା ଦ୍ୱାରା ଆପଣ ଙ୍କ ର କାଶ ସମ୍ପୁର୍ଣ୍ଣ ଭାବେ ଭଲ ହୋଇଯିବ । ଏବଂ ଦ୍ୱିତୀୟ ରେ ଯଦି ଆପଣ ଙ୍କୁ ରାତ୍ରୀ ସମୟ ରେ ଅତ୍ୟଧିକ କାଶ ହେଉଛି ଯାହା ଫଳ ରେ ଆପଣ ଙ୍କୁ ବାନ୍ତି ଲାଗୁଛି କି ଆପଣ ଙ୍କ ର ଗଳା ଯନ୍ତ୍ରଣା ହେଉଛି ତେବେ ଆପଣ 2 ରୁ 3 ଟି ଲବଙ୍ଗ ନେଇ ଦାନ୍ତ ତଳେ ଚାପି ରଖନ୍ତୁ ଯାହାକି ଆପଣ ଙ୍କୁ କାଶ ରୁ ଉପଶମ ମିଳିବ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *