ଜଣା ପଡିଲା ଅସଲ କାରଣ , ଝିଲିକି କଣ ପାଇଁ ପ୍ରୀତିରଞ୍ଜନ ଘଡେଇଙ୍କୁ ବିବାହ କରିଥିଲେ

jhail-345

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଝିଲ୍ଲୀକ୍ ଭଟ୍ଟାଚାର୍ଯ୍ୟ ଙ୍କୁ ନିଶ୍ଚିତ ଭାବେ ଜାଣି ଥିବେ ସେ ଓଲିଉଡ ର ଜଣେ ଜଣା ସୁଣା ଅଭିନେତ୍ରୀ ଅଟନ୍ତି ତେବେ ସେ ଏହି ବର୍ଷ ର ମାର୍ଚ୍ଚ 11 ତାରିଖ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିଲେ ଏବଂ ସେ ପ୍ରୀତି ରଂଞନ୍ ଗଢେଇ ଙ୍କୁ ବିବାହ କରି ଥିଲେ ଏବଂ ଆପଣ ମାନେ ଏହି କଥା ବି ଜାଣି ଥିବେ ପ୍ରୀତି ରଂଞନ ହେଲେ ସୁକିନ୍ଧା ର ବିଧାୟକ ଏବଂ ତାଙ୍କ ବାପା ଙ୍କ ନାମ ରହିଛି ପ୍ରଫୁଲ୍ଲ ଗଢେଇ ଏବଂ ରାଜନୀତି ରେ ତାଙ୍କର ବହୁତ ଜଣା ସୁଣା ନାମ ରହିଛି ।

jhilikkka

ସେମିତି ରେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ କି ଝିଲ୍ଲୀକି୍ ଭଟାଚାର୍ଯ୍ୟ ହଠାତ୍ ମାତ୍ରେ ପ୍ରୀତି ରଂଞନ୍ ଗଢେଇ ଙ୍କୁ କଣ ପାଇଁ ବିବାହ କରିଲେ ସେହି ବିଷୟ ରେ ଜଣେଇବୁ , ଏବଂ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ଝିଲ୍ଲୀକ୍ ଭଟ୍ଟାଚାର୍ଯ୍ୟ ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ଏକ ପ୍ରକାରର ଓଲିଉଡ ରୁ ଦୂରେଇ ରହିଛନ୍ତି । ଏବଂ ସେ ବିବାହ ପରେ କହିଛନ୍ତି କି ଏବେ ସେ ନିଜର ଫେମିଲି କୁ ସମ୍ଭାଳିବା ପାଇଁ ଚାହୁଁଛନ୍ତି ହେଲେ ଆଗାମୀ ଦିନରେ ସେ ନିଶ୍ଚିତ ଭାବେ ଓଲିଉଡ କୁ ଆସିବେ ବର୍ତମାନ ସମୟ ରେ ଝିଲ୍ଲୀକ୍ ଭଟ୍ଟାଚାର୍ଯ୍ୟ 28 ବର୍ଷ ବୟସ ହୋଇ ଥିବା ବେଳେ ତାଙ୍କର ସ୍ୱାମୀ ଙ୍କୁ 48 ବର୍ଷ ବୟସ ହୋଇଛନ୍ତି ,

ଗତ 7 ବର୍ଷ ତଳେ ଏହି ଦୁହିଁଙ୍କ ସଂମ୍ପର୍କ ଘୋରଇ ରିଲେସନ୍ ଙ୍କୁ ନେଇ ହୋଇ ଥିଲା ଏବଂ ସେମିତି ରେ ସେମାନଙ୍କ ମଧ୍ୟ ରେ କଥା ବାର୍ତ୍ତା ଆରମ୍ଭ ହୋଇ ଥିଲା ଏବଂ ପରେ କେତେ ବେଳେ ଯେ ପ୍ରେମ ସଂମ୍ପର୍କ ଆରମ୍ଭ ହୋଇ ଜାଇ ଥିଲା ସେମାନେ ବି ଜାଣି ପାରି ନ ଥିଲେ । ତେବେ କହିବା ପାଇଁ ଏହି ଦିନ ରେ ବିବାହ ପରେ ବି ଝିଲ୍ଲୀକ୍ କହିଛନ୍ତି କି ତାଙ୍କ ପାଇଁ ଏହା ଗୋଟିଏ ସର୍ପ୍ରାଇଜ୍ ହିଁ ଥିଲା ଏବଂ ସେ କେବେ ବି ଭାବି ନ ଥିଲେ କି ଏମିତି କିଛି ହେବ ବୋଲି ।

jhilika

ପ୍ରେମ ସଂମ୍ପର୍କ ଆଗକୁ ବଢିବା ପରେ ପରିବାର ମାନଙ୍କ ମଧ୍ୟ ରେ ସୁ ସଂମ୍ପର୍କ ଚାଲି ଥିଲା ଏହା ମଧ୍ୟମ ରେ ଝିଲ୍ଲୀକ୍ ବହୁତ ଥର ବୁଲିବା ପାଇଁ ଆସୁ ଥିଲେ । ଏବଂ ପରେ ସେମାନେ ବିଗତ ଦିନ ରେ ବିବାହ ବନ୍ଧନରେ ବାନ୍ଧି ମଧ୍ୟ ହୋଇ ଜାଇ ଥିଲେ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *