ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା , ପ୍ରଥମ ବଡ ଖବର ଟି ହେଲା ପେଟ୍ରୋଲ ଏବଂ ଡିଜେଲ ଦର ଆକାଶଶ ଛୁଆଁ ମୁମ୍ବାଇ ରେ 91 ଟଙ୍କା ଉପରେ ରହି ଥିବା ବେଳେ ପଟ୍ରୋଲ ହୁ ହୁ ହୋଇ ବଢୁଛି ତୈଳ ଦର ଏବଂ ପେଟ୍ରୋଲ ଏବଂ ଡିଜେଲ ଦାମ୍ ଏବେ ରକୋର୍ଡ ସ୍ଥର ରେ ପହଁଚିଛି ଦିଲ୍ଲୀ ଏବଂ ମୁମ୍ବାଇ ରେ ତେଲ ଦର ବର୍ତମାନ ସମୟ ରେ ଆକାଶ ଛୁଆଁ ରହିଛି ଶୁକ୍ରବାର ଦିନ ଦିଲ୍ଲୀ ରେ ପେଟ୍ରୋଲ 85 ଟଙ୍କା ରୁ ଅଧିକ ରହି ଥିବା ବେଳେ ଡିଜେଲ 75 ଟଙ୍କା ରୁ ଅଧିକ ରହି ଥିବାର ଦେଖିବା ପାଇଁ ମିଳି ଥିଲା ।
ବର୍ତମାନ ସମୟରେ ମୁମ୍ବାଇ ରେ 91ଏବଂ ଡିଜେଲ 82 ଟଙ୍କକା ରହିଛି ସେହି ପରି ଆମ ଭୁବନେଶ୍ୱର ବିଷୟ ରେ କହିବା ତେବେ ପେଟ୍ରୋଲ 85 ଟଙ୍କା 93 ପଇସା ଏବଂ ଡିଜେଲ 82 ଟଙ୍କା 19 ପଇସା ରହିଛି , ସେହି ପରବର୍ତି ଖବର ଟି ହେଲା ସପ୍ତହ ମଧ୍ୟରେ ଆସିବ ଦ୍ୱତୀୟ ପର୍ଯ୍ୟୟ କୋ ଭେକ୍ସିନ୍ ଟୀକା ଏଣିକି CH, CA ତିନି ଦିନ ଟୀକା କରଣ ରାଜ୍ୟ ରେ ସୁରୁଖୁର ରେ ଚାଲିଛି କୋଭିଡ୍ ଟୀକା କରଣ ଏକ ସପ୍ତାହ ମଧ୍ୟ ରେ ଓଡିଶା କୁ ଆସିବ 149760 କୋ ଭେକ୍ସିନ୍ ଟୀକା କେବଳ ଭୁବନେଶ୍ୱର ରେ ହିଁ ଏହି କୋ ଭେକ୍ସିନ୍ ଟୀକା ଟୀକା ପ୍ରଦାନ କରା ଯିବ ।
ତେବେ ପରବର୍ତି ଖବର ଟି ହେଲା ଆସନ୍ତା 28 ତାରିଖ ରେ ଦକ୍ଷିଣ ଓଡ଼ିଶା ର କେତେକ ଜିଲ୍ଲା ରେ ଶ୍ୱଳ୍ପ ରୁ ମଧ୍ୟମ ଧରଣ ର ବର୍ଷା ହେବାର ଚାନ୍ସ ରହିଛି ବୋଲି ପାଣି ପାଗ ବିଭାଗ ପକ୍ଷ୍ୟ ରୁ କୁହା ଜାଇଛି । ଏବଂ ଆଜି ରାଜ୍ୟ ର କିଛି ଜିଲ୍ଲା ମାନଙ୍କର ତାପମାତ୍ରା କମିବା ପାଇଁ ଯାଉ ଥିବା ବେଳେ ସର୍ବନିମ୍ନ 15 ଡୀଗ୍ରୀ ଖସି ଯିବ ବୋଲି ସୂଚନା ରହିଛି ତେବେ ଆପଣ ମାନଙ୍କର କେଉଁ ଜିଲ୍ଲା ନିହାତି କମେଣ୍ଟ କରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।