ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଜାହା ବହୁତ ବଡ ଘଟଣା ସାମ୍ନା କୁ ଆସିଛି କି ଓଡ଼ିଶା ଛାଡିଲେ ଆପଣ ମାନଙ୍କର ପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡା ହଁ ଆଜ୍ଞ୍ୟା ଆପଣ ମାନଙ୍କର ବିବାଦିୟ ଅଭିନେତ୍ରୀ ରାନୀ ପଣ୍ଡା ଏବେ ଓଡ଼ିଶା ଛାଡିଛନ୍ତି , ତେବେ କଣ ପାଇଁ ରାନୀ ପଣ୍ଡା ଓଡ଼ିଶା ଛାଡିଛନ୍ତି ତେବେ ତାଙ୍କର ଓଡିଶା ଛାଡିବା ପଛରେ କଣ ରହିଛି କାରଣ , ତେବେ ସେ କଣ ପାଇଁ ଓଡ଼ିଶା ଛାଡିଲେ ଏବଂ ଆଉ କେବେ ଓଡ଼ିଶା ଫେରିବେ କି ନାହିଁ ସେହି ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣୀ ଆପଣ ମାନଙ୍କୁ ଦେବାକୁ ଚାହିଁବୁ ତେବେ ଆପଣ ମାନେ ଏହି ବିଷୟ ରେ ଜାଣିବା ପାଇଁ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ,
ବନ୍ଧୁଗଣ ନିଜେ ସୋସିଆଲ ମିଡ଼ିଆ ରାନୀ ପଣ୍ଡା ଓଡ଼ିଶା ଛାଡି ଥିବାର କହି ଥିବା ବେଳେ ବର୍ତମାନ ସମୟ ରେ ତାଙ୍କର ଆଉ ଏକ ରାୟ ଆସି ପହଁଚି ସାରିଛି ଆମ ପାଖରେ ତେବେ ସେ ଆଉ ଏକ ଭିଡ଼ିଓ ରେ ଓଡିଶା ବାସୀ ଙ୍କ ବିଷୟ ରେ କହିଛନ୍ତି କି ତାଙ୍କୁ ବିବାଦିୟ କରିବା ପଛରେ ଓଡ଼ିଶା ର ପାଞ୍ଚ କୋଟି ଜନତା ଙ୍କ ପଛରୁଏକ କୋଟି ଜନତା ଙ୍କର ହାତ ରହିଛି , ସେମିତି ରେ ସେ କହିଛନ୍ତି କି ସେ ଜୁ୍ଆଡେ ବି କାମ କରିବା ପାଇଁ ଜାହାନ୍ତୁ ନା କାହିଁକି ତାଙ୍କର ମନ ସେହି ଓଡ଼ିଶା ରେ ହିଁ ରହିବ ବୋଲି କାରଣ ତାଙ୍କର ପରିବାର ଲୋକ ମାନେ ସେଠାରେ ରହୁଛନ୍ତି ତେଣୁ କେବେ ନା କେବେ ମତେ ଓଡ଼ିଶା ଫେରିବା ପାଇଁ ପଡିବ ,
ଏବଂ ବର୍ତମାନ ସମୟ ରେ ଓଡିଶା ଛାଡିଛନ୍ତି ଏକ କାମ ପାଇବା ପାଇଁ ଏବଂ ଆଗାମୀ ସମୟ ରେ ସେ ବଲିଉଡ ର ଆଇଟମ୍ ସଙ୍ଗ୍ ପାଇବା ପାଇଁ ବହୁତ ପ୍ରକାରର ଚେଷ୍ଟା କରୁଛନ୍ତି ,ସେମିତି ରେ ଏହା ବ୍ୟତିତ ସେ ଏହି କଥା ବି କହିଛନ୍ତି ସେ ଓଡ଼ିଶା ଛାଡିବା ପଛରେ ତାଙ୍କର ପ୍ରେମ ରହିଛି ଏବଂ ସେ ବହୁତ ଭଲ ପାଆନ୍ତି ଜଣଙ୍କୁ ଏବଂ ସେ ଜିବନ ରେ କେବେ ବି ହେବ ନାହିଁ ବୋଲି ସେ ଏମିତି କରିଛନ୍ତି , ସେମିତି ରେ ଆଉ କାହା ଉପରେ ସେ ଭରଷା ରଖି ନାହାଁନ୍ତି ସେ ଆଗରୁ ଯେମିତି ବାର ଡେନ୍ସିଂ କରୁ ଥିଲେ ସେମିତି ଭାବେ ସେ ଆଗାମୀ ସମୟ ରେ ବାର ଡେନ୍ସ ହିଁ କରିବେ ବୋଲି ସୂଚନା ଦେଇଛନ୍ତି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।