ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଷ୍ଟାର ଭାରତ ଚେନ୍ନାଲ ରେ ଆପଣ ମାନେ ରାଧା କୃଷ୍ଣ ସିରିଏଲ କୁ ନିଶ୍ଚିତ ଭାବେ ଦେଖି ହିଁ ଥିବେ ଏବଂ ଆପଣ ମାନେ ସେହି ଥିଲେ ଏହି ଦୁଇ କଳାକାର ମାନଙ୍କୁ ରାଧା ଏବଂ କୃଷ୍ଣ ଙ୍କ ଅବତାର ରେ ନିଶ୍ଚିତ ଭାବେ ଦେଖି ହିଁ ଥିବେ, ସେମିତି ରେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏହି ଠାରେ ଏହି ଦୁଇ କଳାକାର ମାନଙ୍କ ରିଏଲ ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ ।
ତେବେ ଆପଣ ମାନେ ଜାଣିଥିବା ଯେ ଷ୍ଟାର ଭାରତରେ ପ୍ରସାରିତ ଏହି ରାଧା କୃଷ୍ଣ ସିରିଏଲ କେତେ ମାତ୍ରାରେ ଦର୍ଶକଙ୍କର ପ୍ରିୟ ଥିଲା । ତେବେ ଦର୍ଶକ ସବୁବେଳେ ନିଜର ପ୍ରୟ ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି । ତେବେ ଏବେ ଏବେ ସୋସିଆଲ ମିଡିଆରେ ଏହି ରାଧା କୃଷ୍ଣ ସିରିଏଲରେ ରାଧା ଓ କୃଷ୍ଣ ଭୁମିକାରେ ଅଭିନୟ କରିଥିବା କଳା କାରଙ୍କ ଫଟୋ ଭାଇରାଲ ହେବାରେ ଲାଗିଥିଲା ।
ଯେଉଁଥିରେ ଲୋକ ଏହା କହିଥିଲେ କି , ଏମାନ ଦୁହେଁ ପରସ୍ପରକୁ ଭଲ ପାଉଛନ୍ତି , ଏବଂ ହାହା ମଧ୍ୟ ହୋଇ ସାରିଛନ୍ତି । ତେବେ ଏହାର ସତ୍ୟା ସତ ଜାଣିବା ପାଇଁ ଆମେ ଯେତେବେଳେ ଚାହିଁଲୁ , ତେବେ ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ହେଉଥିବା ଫଟୋ ସୁଟିଙ୍ଗ ସେଟର ଏବଂ ସେମାନେ ଦୁହେଁ କେବଳ ଭଲ ବନ୍ଧୁ । ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନାହିଁ ।
ତେବେ ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ କି ଏହି କୃଷ୍ଣ ଙ୍କ ରୋଲ କରୁ ଥିବା ଅଭିନେତା ଜଣଙ୍କ ହେଲେ ସୁମେଧ୍ ମୁଧେଗୋଲ କର ତାଙ୍କର ଜନ୍ମ 1996 2 ନେଭମ୍ଭର କୁ ହୋଇ ଥିଲା । ଏବଂ ସେ ବର୍ତମାନ ସମୟ ରେ 24 ବର୍ଷ ର ଅଟନ୍ତି ,
ସେହି ପରି ବେଳେ ଆପଣ ମାନେ ଯେଉଁ ଅଭିନେତ୍ରୀ କୁ ଦେଖୁଛନ୍ତି ସେ ହେଲେ ମଲ୍ଲୀକା ସିହଂ ଏବଂ ତାଙ୍କର ଜନ୍ମ 15 ସେପ୍ଟେମ୍ବର 2000 ମସିହା ରେ ହୋଇ ଥିଲା । ଏବଂ ବର୍ତମାନ ସମୟ ରେ ସେ 20 ବର୍ଷ ର ହୋଇ ସାରିଛନ୍ତି , ତେବେ ବନ୍ଧୁଗଣ ରାଧା କୃଷ୍ଣ ସିରିଏଲ ଲୋକ ମାନେ ବହୁତ ମାତ୍ରା ରେ ପସନ୍ଦ କରୁ ଥିବା ବେଳେ ଏହି ଦୁଇଜଣ ଙ୍କ ଯୋଡି କୁ ବି ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରନ୍ତି ।
ତେବେ ଆପଣଙ୍କୁ ଯଦି ଏହି ରାଧା କୃଷ୍ଣ ସିରିଏଲ ପସନ୍ଦ ଆସୁଥିଲା , ତେବେ ଏହା ପାଇଁ ଗୋଟିଏ ଲାଇକ କରି ଦିଅନ୍ତୁ । ପ୍ରତି ମୁହୁର୍ତ୍ତରେ ଏମିତି କିଛି ଦମଦାର ଖବର ପଢିବା ପାଇଁ ଏବେ ହିଁ ଏହାକୁ ସେୟାର କରି ଦିଅନ୍ତୁ ।