ବାପରେ ଏତେ କୋଟି ଟଙ୍କାର ମାଲିକ ଥିଲେ ରବି ମିଶ୍ର । ଦେଖନ୍ତୁ ପୁରା ଖବର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଓଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତା ଯିଏ କି ରବି ମିଶ୍ର ଆଜି ଆଉ ଆମ ଗହଣ ରେ ନାହାଁନ୍ତି ହଠାତ୍ ରବି ମିଶ୍ର ଙ୍କର ମୃତ୍ୟୁ ର ଖବର ସୁଣିବା ପରେ କେବଳ ଓଲିଉଡ ଇଣ୍ଡଷ୍ଟ୍ରୀ ନୁହେଁ ବରଂ ସାରା ଓଡିଶା ରେ ଶୋକ ରେ ଛାୟା ଖେଳି ଜାଇଛି ରବି ମିଶ୍ର ଙ୍କ ସ୍ତ୍ରୀ ତାଙ୍କର ପରିବାର ବର୍ତମାନ ସମୟ ରେ ଦୁଖଃ ରେ ଭାଙ୍ଗି ପଡିଛନ୍ତି , କିନ୍ତୁ ଆପଣ ମାନଙ୍କ ମନ ରେ ବହୁତ ପରିମାଣ ରେ ଉତ୍କଣ୍ଠା ରହି ଥିବ କି ଜାଣିବା ପାଇଁ ରବି ମିଶ୍ର ନିଜର ମୃତ୍ୟୁ ବେଳକୁ କେତେ କୋଟି ଟଙ୍କା ର ସଂମ୍ପତୀ ଛାଡି ଜାଇଛନ୍ତି ।rabi

ଏହା ସହିତ ଆପଣ ମାନେ ତାଙ୍କର ଘର ଏବଂ ପରିବାର ବିଷୟ ରେ ସବୁ କିଛି ଆପଣ ମାନେ ନିଶ୍ଚିତ ଭାବେ ଜାଣିବା ପାଇଁ ଚାହୁଁ ଥିବେ ତେବେ ଆମେ ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବାକୁ ଚେଷ୍ଟା କରିବୁ ତେବେ ରବି ମିଶ୍ର 20 ଜାନୁଆରୀ 2021 ବୁଧବାର ଦିନ ଆମ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଛାଡି ଜାଇଛନ୍ତି ମୃତ୍ୟୁ ବେଳକୁ ତାଙ୍କର ବୟସ 64 ବର୍ଷ ହୋଇ ଥିଲା ରବି ମିଶ୍ର ନିଜର କେରିଅର ରେ ଅନେକ ଚଳଚିତ୍ର ଏବଂ ସିରିଏଲ ମାନଙ୍କ ରେ ବି କାମ କରିଛନ୍ତି , ଯେମିତି ମାଆ ପରି କିଏ ହେବ , ଆଖି ଭିଜି ଗଲା ଆଖି ଲୁହ ରେ ଏମିତି ଅନେକ ଗୁଡିଏ ଚଳଚିତ୍ର ରେ ସେ କାମ କରି ଥିବାର ଦେଖିବା ପାଇଁ ମିଳିଛନ୍ତି ।rabi m

ଲୋକ ମାନେ ତାଙ୍କୁ ଯେତେ ପରିମାଣ ରେ ପସନ୍ଦ କରନ୍ତି ତାଠୁ ବି ଅଧିକ ଲୋକ ମାନେ ତାଙ୍କର କଥା ବର୍ତା କୁ ଅଧିକ ପରିମାଣ ରେ ପସନ୍ଦ କରନ୍ତି କିନ୍ତୁ ସେହି ପରି ମଣିଷ ଯେ କି ଆମ ଗହଣ ରେ ନାହାଁନ୍ତି , ସେହି ପରି ତାଙ୍କର ସଂମ୍ପତୀ ବିଷୟ ରେ କହିବା ପାଇଁ ଗଲେ ରବି ମିଶ୍ର ଙ୍କ ସମୁଦାୟ ସଂମ୍ପତୀ ର ମୂଲ୍ୟ ପ୍ରାୟ 5 କୋଟି ଟଙ୍କା ଅଟେ ଏହା ସହିତ ତାଙ୍କର ଗୋଟିଏ ଆଲିସାନ ଘର ରହିଛି ଏବଂ ଦୁଇଟି କାର ରହିଛି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *