ଖଟ ତଳେ ରଖିଦିଅନ୍ତୁ ଏହି ( 5ଟି ଜିନିଷ ) – ଭାଗ୍ୟ ବଦଳିଯିବ |

beddddd

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଆପଣ ମାନଙ୍କ ଶୋଇବା ବିଛଣା ତଳେ ରଖି ଦିଅନ୍ତୁ ଏହି 5 ଟି ଜିନିଷ ଧିରେ ଧିରେ ବଦଳି ଯିବ ଆପଣ ମାନଙ୍କ ଭାଗ୍ୟ । ଏବଂ ଧନର ବୃଦ୍ଧି ହେବ । ସବୁ ବେଳେ ଘରର ବେଡରୁମ୍ ଅନ୍ୟ ରୁମ୍ ରେ ବାସ୍ତୁ ର ନିୟମ ଅନୁସାରେ ହେବା ଦରକାର । କାରଣ ବେଡରୁମ୍ ରେ ଆମେ ଅଧିକ ସମୟ ବିତେଇ ଥାଉ । ତେବେ ସେହିଥି ପାଇଁ ଆମେ ଜାଣିବା କି ଏହି ବିଛଣା ତଳେ କେଉଁ ସବୁ ଜିନିଷ ରଖିବା ଦ୍ୱାରା ଶୁଭ ହୋଇ ଥାଏ ।

ତେବେ ଆସନ୍ତୁ ଜାାଣିବା ପ୍ରଥମେ ହେଲା ଶୋରିଷ ଏବଂ ଲୁଣ । ଗୋଟିଏ କାଗଜ ରେ ଆପଣ ମାନେ ଶୋରିଷ ଏବଂ ଲୁଣ ର ପୁଡିଆ ତିଆରି କରି ନିଜର ବିଛଣା ତଳେ ରଖନ୍ତୁ । ଏମିତି କରିଲେ ଆପଣ ମାନଙ୍କ ବୈବାହିତ ଜିବନରେ କେବେ ବି କାହାର ନଜର ଲାଗିବ ନାହିଁ । ଦୁଇ ନମ୍ବର ରେ ହେଲା ଷ୍ଟିଲର ଛୁରୀ । ଯେଉଁ ଲୋକ ମାନଙ୍କୁ ରାତି ରେ ଖରାପ୍ ସ୍ୱପ୍ନ ଆସି ଥାଏ ସେମାନେ ଏହି ପରି ଭାବେ ନିଜର ବିଛଣା ତଳେ ଷ୍ଟିଲ୍ ର ଛୁରୀ ରଖିଲେ ନିଶ୍ଚିତ ଭାବେ ସୁଫଳ ମିଳେ ।

ତିନି ନମ୍ବର ରେ ଗୋଲାପ ଫୁଲ । ବୁଧବାର ଦିନ ପୂଜା ସ୍ଥାନ ରେ ଗଣେଷ ଙ୍କୁ ଗୋଲାପ ଦେଇ ସେହି ଗୋପାଲ କୁ ନେଇ ନିଜର ବିଛଣା ତଳେ ରଖନ୍ତୁ । ଏମିତି କରିଲେ ଆପଣ ମାନଙ୍କ ସବୁ ଦିନ ଭାଗ୍ୟୟ ଶାଳୀ ହେବ । ଏବଂ ଆସୁ ଥିବା ଅଘଟଣ ସବୁ ଦୂରେଇ ଯିବ । ତୃତୀୟ ରେ ମୟୂର ପଙ୍ଖୁ ଯଦି ଆପଣ ମାନଙ୍କ ଘରେ ସବୁ ବେଳେ କଳି ଝଗଡା ଲାଗି ରହୁଛି ତେବେ ଆପଣ ମାନେ ନିଜର ଖଟ ତଳେ ଏହି ମୟୁର ପଙ୍ଖୁ ରଖି ଦିଅନ୍ତୁ ଏମିତି କେବେ ବି ହେବ ନାହିଁ ।

beddd

ଏବଂ ଶେଷ ରେ ଆପଣ ମାନେ ପୂଜା ସ୍ଥାନ ରେ ଗୋଟିଏ ଲେମ୍ବୁ କୁ ପୂଜା କରନ୍ତୁ ଜାହାକୁ ସିନ୍ଦର ଏବଂ ଚାଉଳ ଦ୍ୱାରା କରନ୍ତୁ ।ଯେମିତି ସେ ସୁଖି ନ ଯାଏ । ହେଲେ ଯେବେ ସେହି ଲେମ୍ବୁ ଶୁଖି ଯିବ ତେବେ ସେହି ଲେମ୍ବୁ କୁ ଆପଣ ମାନେ ନିଜର ବିଛଣା ତଳେ ରଖନ୍ତୁ ଦେଖିବେ ଧନ ର ବର୍ଷା ହେବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *