ଓଡ଼ିଆ କମେଡିଆନ ପ୍ରଜ୍ଞାଙ୍କ ଫ୍ୟାମିଲି ଆଲବମ

pr

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଡ଼ିଆ କମେଡିଆନ ପ୍ରଜ୍ଞାଙ୍କୁ ଭଲ ଭାବରେ ଜାଣିଥିବେ ଆଉ ତାଙ୍କର ଜବରଦସ୍ତ ଏକେଟିଂ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ତେବେ ଆଜି ଆମେ ପ୍ରଜ୍ଞାଙ୍କ ଫ୍ୟାମିଲି ବସୟରେ ଜଣାଇବା ଜାହା ଆପଣ ମାନେ କେବେବି ଜାଣି ନଥିବେ , ତେବେ ପ୍ରଜ୍ଞାଙ୍କ ବିସୟରେ ଜାଣିବାକୁ ହେଲେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ । ତାହାଲେ ଆପଣ ମାନେ ପ୍ରଜ୍ଞାଙ୍କୁ ଭଲ ଭାବରେ ଜାଣିଥିବେ ଆଉ ତାଙ୍କର କମେଡି ନିଶ୍ଚିନ୍ତ ଭାବରେ ଦେଖିଥିବେ ତାଙ୍କର ଜବରଦସ୍ତ କମେଡି ଦ୍ୱାରା ସେ ଲୋକ ମାନଙ୍କ ମନେରେ ଏକ ଅଲଗା ପ୍ରକାର ସ୍ଥାନ ବନେଇ ପାରିଛନ୍ତି , ଲୋକମାନେ ମଧ୍ୟ ତାଙ୍କର କମେଡିକୁ ଖୁବ୍ ପସନ୍ଦ କରନ୍ତି ଏବଂ ସେ ଖବ୍ କମ ଦିନରେ ସେ ଲୋକପ୍ରିୟ ହୋଇ ପାରିଛନ୍ତି ।pragyan

ପ୍ରଜ୍ଞାଙ୍କ ଘର ହେଉଛି କଟକରେ ପ୍ରଜ୍ଞା ତାଙ୍କର ପରୀବାର ଲୋକଙ୍କ ସହ ବର୍ତମାନ କଟକ ରେ ରହୁଛନ୍ତି , ତାଙ୍କ ପରୀବାର ରେ ତାଙ୍କ ବାପା ମା ତାଙ୍କର ଛଅ ଭାଇ ଜଣେ ଭଉଣୀ ଅଛନ୍ତି , ସେ ତାଙ୍କର ପରୀବାର ଲୋକଙ୍କ ସହ ଖୁବ୍ ମଜାକ ମସ୍ତି ମଧ୍ୟ କରନ୍ତି । ପ୍ରଜ୍ଞା ବହୁତ ସାରା ଫିଲ୍ମୀରେ କମେଡି ରୋଲ କରନ୍ତି ଏବଂ ତାଙ୍କର ଜବରଦସ୍ତ କମେଡି ଦ୍ୱାରା ଆପଣ ମାନେ ବହୁତସାରା ସିନେମାରେ ନିଶ୍ଚିନ୍ତ ଭାବରେ ଦେଖିଥିବେ ।pp

ପ୍ରଜ୍ଞାଙ୍କ ଜବରଦସ୍ତ କମେଡି ପାଇଁ ସେ ଘରେ ଘରେ ପରିଚିତ ଆଉ ଲୋକମାନେ ମଧ୍ୟ ତାଙ୍କ କମେଡିକୁ ଖବ୍ ପସନ୍ଦ କରନ୍ତି , ତାହାଲେ ଆପଣ ମାନଙ୍କୁ କମେଡିଆନ ପ୍ରଜ୍ଞା କେମିତି ଲାଗନ୍ତି ଆଉ ତାଙ୍କ କମେଡି ଗୋଡିକ କମିତି ଲାଗେ ଆମକୁ କମେଣ୍ଟ୍ ମଧ୍ୟମରେ ନିଶ୍ଚିନ୍ତ ଜଣାନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *