ପୁରୁଣା ରୁ ପୁରୁଣା ଥଣ୍ଡା ସବୁଦିନ ପାଇଁ ଭଲ ହୋଇଯିବ |

tha

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ମାନେ ଥଣ୍ଡା କାସ କୁ ଦୂର କରିବା ପାଇଁ ଅନେକ ପ୍ରକାରର ମେଡିସିନ୍ ର ପ୍ରୟୋଗ କରନ୍ତି କଫ ଛାଡି ଯାଏ ହେଲେ ଥଣ୍ଡା ଆମ ଶରୀର ରୁ କେବେ ବି ଛାଡି କରି ଜ ଯାଏ ନାହିଁ ବନ୍ଧୁଗଣ ଆପଣ ମାନେ ଯେକୈଣସି ପ୍ରକାରର ଔଷଧ ସେବନ କରିଲେ ବି ଆପଣ ମାନଙ୍କ ଶରୀର ରେ ଥଣ୍ଡା ନିଶ୍ଚିତ ଭାବେ ରହି ଥାଏ ସେମିତି ରେ ଆମେ ମାନେ ଆଜି ଏହି ଥଣ୍ଡା କାଳ କୁ ନେଇ ଏକ ପ୍ରକାରର ଉପାୟ ବିଷୟ ରେ ଆପଣ ମାନଙ୍କୁ ସୂଚନା ଦେବୁ କି ଜାହାର ପ୍ରୋୟଗ ଦ୍ୱାରା ଆପଣ ମାନେ ଏହି ସମସ୍ୟା କୁ ସବୁ ଦିନ ପାଇଁ ନିଜ ଠାରୁ ଦୂର କରି ପାରିବେ ଏବଂ ଏହାକୁ ବନେଇବା ବହୁତ ସହଜ ଅଟେ ଘୋରଇ ଉପାୟ ରେ ଏହାକୁ ଆପଣ ମାନେ ବନେଇ ପାରିବେ ।tha

ତେବେ ବନ୍ଧୁଗଣ ପ୍ରଥମେ ଏହା ପାଇଁ ଜାହା ଆବଶ୍ୟକତା ପଡିବ ତାହା ହେଲା ରସୁଣ ଏହା ଆପଣ ମାନଙ୍କ ଥଣ୍ଡା କୁ ଭଲ କରିବା ପାଇଁ ବହୁତ ଉପକାରୀ ଅଟେ ପ୍ରଥମ ଆପଣ ମାନେ ରସୁଣ ନିଅନ୍ତୁ ସେହିଥିରୁ ଚୋପା ବାହାର କରି କିଛି ପରିମାଣ ରେ ଭାଜି ନିଅନ୍ତୁ ଯେତେ ବେଳେ ସଂମ୍ପର୍ଣ୍ଣ କଳା ପଡି ଯିିବ ବାହାର କରନ୍ତୁ ଏବଂ ପରେ ଆପଣ ମାନେ ତାହାର ଗୁଣ୍ଡ କରନ୍ତୁ ଏବଂ ପରେ ଆପଣ ମାନଙ୍କୁ 50 ଗ୍ରାମ୍ ମହୁ ର ଆବଶ୍ୟକତା ରହିଛି ମହୁ ଆପଣ ମାନଙ୍କୁ ସହଜ ରେ ମିଳିଯିବ ଏହି ମହୁ କୁ ଆପଣ ମାନେ ସେହି ଥିରେ ମିଶାନ୍ତୁ ।th

ଏବଂ ପରେ ଆପଣ ମାନେ ତାହାକୁ ଭଲ ଭାବେ ମିକ୍ସ କରନ୍ତୁ ଏବଂ ପରେ ଆପଣ ମାନେ ଏହାର ସେବନ କରି ପାରିବେ ବଡ ଲୋକ ମାନେ ଏକ ଚାମଚ ଏବଂ ଛୋଟ ପିଲା ମାନେ ଅଧା ଚାମଚ ଏହାର ସେବନ କରିଲେ ଆପଣ ମାନଙ୍କର ଏହି ସବୁ ସମସ୍ୟା ନିଶ୍ଚିତ ଭାବେ ଭଲ ହୋଇ ଯିବ ଏବଂ ଆପଣ ମାନଙ୍କ ଶରୀର ରୁ ସଂମ୍ପର୍ଣ୍ଣ ଭାବେ ଥଣ୍ଡା ଭଳି ସମସ୍ୟା ଦୂର ହେବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *