Odia Comedian ହରିଭାଇଙ୍କ ଜୀବନୀ ଶୁଣିଲେ କାନ୍ଦି ପକାଇବେ । ପାଖରେ ଅଛି ଏତେ ସମ୍ପତ୍ତି

hari

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଆମର ଓଲିଉଡ ର ସବୁଠୁ ପୁରୁଣା କମେଡିଆନ ହରି ଭାଈ ଙ୍କୁ ନିଶ୍ଚିତ ଭାବେ ଜାଣି ଥିବେ ହେଲେ କଣ ଆପଣ ମାନେ ଜାଣନ୍ତି କି ତାଙ୍କର ଲାଇଫ୍ ଷ୍ଟାଇଲ୍ କେମିତି , ତାଙ୍କର ସ୍ତ୍ରୀ କିଏ , ଏବଂ ତାଙ୍କର କେତୋଟି ପିଲା ପିଲି ରହିଛନ୍ତି ଯଦି ଜାଣି ନାହାଁନ୍ତି ତେବେ ଆମେ ଆଜି ଆପଣ ମାନଙ୍କୁ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜଣେଇ ଦେବାକୁ ଚାହିଁବୁ , ତେବେ ହରି ଭାଈ ଙ୍କ ସଂମ୍ପର୍ଣ୍ଣ ନାମ ହେଲା ହରି ହର ମହାପାତ୍ର ତାଙ୍କର ଜନ୍ମ 23 ଡିସେମ୍ବର 1975 ରେ ଭଦ୍ରକ ର ଭଣ୍ଡାରୀ ପୋଖରୀ ଠାରେ ହେଲେ ବର୍ତମାନ ସମୟ ରେ ସେ କଟକ ରେ ରହୁଛନ୍ତି ।hari

ଏବଂ ତାଙ୍କର ବର୍ତମାନ ବୟସ ହେଲା 45 ବର୍ଷ ସେ ତାଙ୍କର ଅଭିନୟ ଶିକ୍ଷା କରି ଥିଲେ ଉତ୍କଳ ବିଶ୍ୱ ବିଦ୍ୟାଳୟ ରୁ ସେ ଜଣେ ଅଭିନେତା ଏବଂ କମେଡିଆନ ଏହା ସହିତ BJD ଦଳ ର ସେ ଜଣେ MP ମଧ୍ୟ ରହିଛନ୍ତି , ସେହି ପରି ପର୍ସିନାଲଟି ଉପରେ ନଜର ପକେଇବା ତେବେ ତାଙ୍କର ହାଇଟ୍ ପ୍ରାୟ 5 ଫୁଟ୍ 2 ଇଞ୍ଚ୍ ତାଙ୍କର ଓଜନ 58 କେଜି ତାଙ୍କର ବାପା ହେଲେ ଭଗବାନ ମହାପାତ୍ର , ତାଙ୍କ ମାଆ ହେଲା ପାର୍ବତୀ ମହାପାତ୍ର , ଓଡ଼ିଆ ଚଳଚିତ୍ର ଜଗତ ରେ ତାଙ୍କର ପ୍ରଥମ ସୁପର ହିଟ୍ ଫିଲ୍ମ 2002 ରେ ଆସି ଥିଲା ଏବଂ ତାହା ଥିଲା ସିନ୍ଦୁର ନୁହେଁ ଖେଳ ଘର ଏହି ଥିରେ ସିନ୍ଧାନ ଙ୍କ ସହିତ ରଚନା ବାନାର୍ଜି ଲିଡ୍ ରେ ରହି ଥିଲେ ମଧ୍ୟ ସେହି ଥିରେ ଆମରକ ହରି ଭାଈ ଙ୍କୁ ଲୋକ ମାନେ ବହୁତ ପରିମାଣ ରେ ପସନ୍ଦ କରି ଥିଲେ ,hare

କାରଣ ତାଙ୍କର କମେଡି ସେହି ଥିରେ ବହୁତ ଦମ୍ ଦାର୍ ରହି ଥିଲା ଏବଂ ପେର ପରେ ସେ ବହୁତ ଏମିତି ଫିଲ୍ମ ମାନଙ୍କ ରେ ନିଜର ପାରଦର୍ଶତା ଦେଖେଇଛନ୍ତି । ଏବଂ ବନ୍ଧୁଗଣ ଆପଣ ମାନେ ଏଠାରେ ତାଙ୍କର ପତ୍ନୀ ଙ୍କୁ ଫୋଟ ରେ ଦେଖି ପାରୁ ଥିବେ ତାଙ୍କର ନାମ ହେଲା ମନାଲିସା ମହାପାତ୍ର ଏବଂ ତାଙ୍କର ଗୋଟିଏ କୁନି ଝିଅ ରହିଛି ସେମିତି ରେ ଆପଣ ମାନଙ୍କୁ ଆମର ହରି ଭାଈ ଙ୍କ ଅଭିନୟ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜେଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *