ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସିଲା ବଡ ଖବର ବିଶିଷ୍ଟ ଚଳଚିତ୍ର ଅଭିନେତା ଶାନ୍ତି ସ୍ୱରୁପ ମିଶ୍ର ଙ୍କ ର ପରଲୋକ ମୃତ୍ୟୁ ବେଳକୁ ତାଙ୍କୁ 72 ବର୍ଷ ବୟସ ହୋଇଥିଲା ତେବେ ବନ୍ଧୁଗଣ ଓଡିଆ ଚଳଚିତ୍ର ଜଗତକୁ ପୁଣି ଆସିଲା ଦୁଃଖ ଖବର ଚାଲି ଗଲେ ଆଉ ଏକ ଲୋକ ପ୍ରିୟ ଅଭିନେତା ଶାନ୍ତି ସ୍ୱରୁପ ମିଶ୍ର , ତେବେ ବନ୍ଧୁଗଣ ଶାନ୍ତି ସ୍ୱରୁପ ମିଶ୍ର ଙ୍କ ର ମୃତ୍ୟୁ କିପରି ହେଲା ଆଉ କଣ ପାଇଁ ହେଲା କେତେବେଳେ ହେଲା ଏ ସବୁ ର ସମ୍ପୁର୍ଣ୍ଣ ଖବର ଜାଣିବା ପଇଁ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏ ପଢନ୍ତୁ ତେବେ ବନ୍ଧୁଗଣ ଶାନ୍ତି ସ୍ୱରୁପ ମିଶ୍ର ଙ୍କର ଘର ହେଇଛି ସମ୍ବଲପୁର ରେ ତେବେ ଯାହା ସୁଚନା ମିଳିଛି କି ଶାନ୍ତି ସ୍ୱରୁପ ମିଶ୍ର ବିଗତ ଶନିବାର ଦିନ ତାଙ୍କ ର ଘର ଭିତରେ ରହିଥିବା ଗାଧୁଆ ଘର କୁ ଗାଧୋଇବା ପାଇଁ ଯାଇଥିଲେ ଏବଂ ସେ ସେଠାରେ ଗାଧୋଇବା ସମୟ ରେ ତାଙ୍କର ଗୋଡ ଖସି ଯାଇଥିଲା ଆଉ ଯେଉଥି ପାଇଁକି ସେ ତଳେ ପଡିଯାଇଥିଲେ ।
ଏବଂ ସେ ଗୁରୁତ ର ଅବସ୍ଥା ରେ ଥିବାରୁ ତାଙ୍କୁ ସମ୍ବଲପୁର ର ଏକ ଘୋରଇ ଚିକିତ୍ସାଳୟ କୁ ଚିକିତ୍ସା କରିବା ପାଇଁ ସେଠାକୁ ନିଆ ଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ତେବେ ବନ୍ଧୁଗଣ ଶାନ୍ତି ସ୍ୱରୁପ ମିଶ୍ର ଓଡିଆ ରେ ବହୁତ ଫିଲ୍ମ ରେ ଅଭିନୟ କରିଥିଲେ ଯେପରିକି ମନ ଆକାଶ , କୃଷ୍ଣ ସୁଦାମା ଓ ବନ୍ଧୁ ମହାନ୍ତି ଭଳି ସୁପରହିଟ ଚଳଚିତ୍ର ରେ ଅଭିନୟ କରି ସେ ବହୁତ ଲୋକପ୍ରିୟ ହୋଇ ପାରି ଥିଲେ ଏବଂ ବନ୍ଧୁଗଣ ଆମେ ଆପଣ ମାନଙ୍କୁ କହି ରଖୁଛୁ କି ଶାନ୍ତି ସ୍ୱରୁପ ମିଶ୍ର ଚଳଚିତ୍ର ସହିତ ମଞ୍ଚ ନାଟକ ସହ ବି ଯୋଡିତ ରହିଥିଲେ ତେବେ ଶାନ୍ତି ସ୍ୱରୁପ ମିଶ୍ର ଙ୍କ ର ମୃତ୍ୟ ର ଘଟଣା ଶୁଣିବା ପରେ ଚଳଚିତ୍ର ଜଗତ ର ସମସ୍ତ ଅଭିନେତା ତାଙ୍କର ସମ୍ବଲପୁର ସ୍ଥିତ ଘରେ ସମସ୍ତେ ଆସି ଶାନ୍ତି ସ୍ୱରୁପ ମିଶ୍ର ଙ୍କ ର ଶେଷ ଦର୍ଶନ କରିଥିଲେ ।
ତେବେ ଶାନ୍ତି ସ୍ୱରୁପ ମିଶ୍ର ଙ୍କ ର ମୃତ୍ୟୁ ପରେ ଏବେ ଓଡିଆ ସିନେ ଜଗତ ରେ ଶୋକ ର ଛାୟା ଖେଳି ଯାଇଛି ଶାନ୍ତି ସ୍ୱରୁପ ମିଶ୍ର ଙ୍କ ର ମୃତ୍ୟୁ ପରେ ସମ୍ବଲପୁର ସମସ୍ତ କୁନିଳାକାର ମାନେ ମଧ୍ୟ ତାଙ୍କର ମୃତ୍ୟୁ ବରଣ ରେ ତାଙ୍କର ଦୁଃଖ ପ୍ରକାଶ କରିଛିନ୍ତି ଏହା ସହିତ ଶାନ୍ତି ସ୍ୱରୁପ ମିଶ୍ର ଙ୍କ ର ପରିବାର ର ସଦସ୍ୟ ମାନେ ମଧ୍ୟ୍ୟ ତାଙ୍କର ବିୟୋଗ ରେ ପୁରା ଭାଙ୍ଗି ପଡିଛନ୍ତି ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।