ଝାଡୁ ସହିତ ଏହି ଭୁଲ୍ କଦାପି ହେବାକୁ ଦିଅନ୍ତୁ ନାହିଁ ଆସିଯିବ ଦରିଦ୍ରତା |

jhadu

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟେକ ଦିନ ଆମର ଜାଣନ୍ତ ଏବଂ ଅଜାଣନ୍ତ ରେ କିଛି ନା କିଛି ଭୁଲ ହୋଇ ଜାଇ ଥାଏ ଜାହାର ପ୍ରଭାବ ଆମର ଘର ଉପରେ ପଡେ ସେମିତି ରେ ବାସ୍ତୁ ଶାସ୍ତ୍ର ଅନୁସାରେ ଆମର ଘରେ ବସ୍ତୁ ରଖିବାର ସ୍ଥାନ ନିର୍ଧାରିତ ହୋଇ ଥାଏ କିନ୍ତୁ ଏହି ସବୁ ବିଷୟ ରେ ଆମର ଜ୍ଞ୍ୟାନ ନ ଥାଏ ଏବଂ ଏମିତି କିଛି ଭୁଲ ଆମେ ମାନେ ଝାଡୁ ନେଇ ମଧ୍ୟ କରି ଥାନ୍ତି , ତେବେ ଆସନ୍ଥୁ ଜାଣି ନେବା ସେହି ସବୁ ଭୁଲ ବିଷୟ ରେ ଜାହାକୁ କେବେ ବି ଝାଡୁ ସହିତ କରିବା କଥା ନୁହେଁ ନହେଲ୍ ପରେ ପସ୍ତେଇବା ପାଇଁ ପଡି ପାରେ ଏହା ପାଇଁ ଆପଣ ମାନଙ୍କୁ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ, ପ୍ରଥମେ ହେଲେ କେବେ ବି ଝାଡୁ କୁ ଘର ବାହାରେ ରଖିିବା ଉଚିତ୍ ନୁହେଁ ।jhaudu

ଏହାର ମାତା ଲକ୍ଷ୍ମୀ ଙ୍କର ପ୍ରତିକ ହୋଇ ଥାଏ ଏହା ଘର ବାହାରେ ରଖିଲେ ବହୁତ ଦଖଃ ର ଶୀକାର ଆପଣ ମାନେ ହୋଇ ପାରନ୍ତି ତେବେ ସବୁ ବେଳେ ଝାଡୁ କୁ ଘର ମଧ୍ୟ ରେ ହିଁ ରଖନ୍ତୁ ଏହା ସହିତ ଝାଡୁ କୁ କେବେ ବି କୈଣସି ବ୍ୟକ୍ତି ଙ୍କ ସାମ୍ନା ରେ ରଖିବା ଉଚିତ୍ ନୁହେଁ ସେହି ପରି ଏହି ଝାଡୁ କୁ କେବେ ବି ଠିଆ କରି ରଖିବା ଉଚିତ୍ ନୁହେଁ । କାରଣ ଯେତେ ବେଳେ ଝାଡୁ ଠିଆ ହୁଏ ଆମ ଘର ର ସଦସ୍ୟ ମାନେ ଅସୁସ୍ଥ ହୁଅନ୍ତି ଏବଂ ଧନ ହାନୀ ହୋଇ ଥାଏ ଝାଡୁ ଯଯଦି ଆପଣ ମାନଙ୍କର ଭଙ୍ଗି ଜାଇଛି ତେବେ ସେହି ଝାଡୁ କୁ କେବେ ବି ବ୍ୟବହାର କରିିବା କଥା ନୁହେଁ ଏମିତି ହୋଇ ଥାଏ କି ଏହି ପ୍ରକାରର ଝାଡୁ ଧନ ହାନୀ ର ମୂଖ୍ୟ କାରଣ ହୋଇ ଥାଏ ।jhudo

ଯେବେ ବି ଆପଣ ମାନେ ଗୋଟିଏ ନୂତନ ଝାଡୁ କୁ କିଣୁଛନ୍ତି ତେବେ ଆପଣ ମାନେ ସେହି ଝାଡୁ ର ବ୍ୟବହାର ଆରମ୍ଭ ଶନିବାର ଠାରୁ ହିଁ ଆରମ୍ଭ କରନ୍ତୁ ରାତ୍ରୀ ସମୟ ରେ ଭୁଲ ରେ ବି ଆପଣ ମାନେ ଝାଡୁ କରନ୍ତୁ ନାହିଁ ଏମିତି କୁହା ଯାଏ କୁ ସୂର୍ଯ୍ୟସ୍ତ ପରେ ଝାଡୁ କରିବା ଦ୍ୱାରା ଝାଡୁ ର ଅପମାନ ହୋଇ ଥାଏ । ଏହା ସହିତ ଝାଡୁ କୁ କେବେ ବି ଗୋଡ ଲଗେଇବା କଥା ନୁହେଁ ଏମିତି କଲେ ଆପଣ ମାନେ ନିଜର ଦାରିଦ୍ରତା କୁ ହିଁ ଆମନ୍ତ୍ରଣ କରୁଛନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *