ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସୋମବାର ଦିନ ରାଜ୍ୟ ମୂଖ୍ୟମନ୍ତ୍ରୀ ଙ୍କ ଅଧକ୍ଷ୍ୟତା ରେ ରାଜ୍ୟ କେବିନେଟ୍ ରେ ଏକ ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ଉପରେ ଆଲୋକ ପାତ କରିଛନ୍ତି ଏବଂ ଏହି ଠାରେ ହୋଇ ଥିବା ବୈଠକ ରେ ନବିନ୍ ସରକାର ଏକ ଘୋଷଣା କରିଛନ୍ତି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ତେବେ ବନ୍ଧୁଗଣ ସ୍କୁଲ ଏବଂ କଲେଜ୍ କେବେ ଖୋଲିବ ସେହି ନେଇ ସଂମ୍ପର୍ଣ୍ଣ ପୋଷ୍ଟ ରେ ଆପଣ ମାନଙ୍କୁ କହିବୁ , ବାସ୍ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ , ଡାକ୍ତରୀ ଏବଂ ଇଞିନିୟରିଂ ରେ ନାମ ଲେଖିବା ପାଇଁ ସର୍ବ ଭାରତୀୟ ସ୍ଥର ରେ NET ଏବଂ JEE ପରି ଏକକ ପରିକ୍ଷା ପରିବର୍ତନ ପରେ ଏକତା ସରକାରୀ ଏବଂ ପ୍ରାଇଭେଟ୍ କଲେଜ୍ ମାନଙ୍କ ରେ ପିଲା ସଂଖ୍ୟା କମ୍ ଦେଖିିବା ପାଇଁ ମିଳିଛି ।
ଏପରି କି ଗ୍ରାମାଞ୍ଚଳ ର ଛାତ୍ର ଛାତ୍ରୀ ମାନେ ସ୍ୱତନ୍ତ୍ର ତାଲିମ୍ ରୁ ବାଦ୍ ପଢୁଛନ୍ତି , ଏହି ତାଲିମ୍ ପାଇଁ କୋଚିଙ୍ଗ୍ ସେଣ୍ଟର ର ଆବଶ୍ୟକା ରହିଛି ତାହା କି ଗ୍ରାମାଞ୍ଚଳ ରେ ସମ୍ଭବ ନୁହେଁ ତେଣୁ ଡାକ୍ତରୀ ଏବଂ ଇଞିନିୟରିଂ ଛାତ୍ରୀ ଛାତ୍ରୀ ମାନଙ୍କୁ ସଂଗ୍ରକ୍ଷ୍ୟଣ ସୁବିଧା ମିଳିବ । ଏବଂ ଏହା ଆସନ୍ତା ଶିକ୍ଷା ବର୍ଷ ରୁ ଏହା ଲାଗୁ ହେବ ଏବଂ ଏହାକୁ ନେଇ କେବଳ ତିନି ମାସ ରେ ରିପୋର୍ଟ ଦେବ ଉଚ୍ଚ କ୍ଷେମତା ପୂର୍ଣ୍ଣ କମିଟି କମିଟି ସୁପାରିସ୍ କୁ ଆଗାମୀ ଶିକ୍ଷା ବର୍ଷ ରୁ ଲାଗୁ ହେବ ,
ତେବେ ଆପଣ ମାନଙ୍କ ପାଇଁ ମାନଙ୍କୁ ଜାଣି ରଖିବା ଦରକାର କି ସ୍କୁଲ ଏବଂ କଲେଜ୍ କେବେ ଠାରୁ ଓପନ୍ ହୋଇ ଯିବ ତେବେ ବର୍ତମାନ ପର୍ଯ୍ୟନ୍ତ କୈଣସି ସଠିକ୍ ଡେଟ୍ ଆସି ନ ଥିବା ବେଳେ ମିଳି ଥିବା ସୂଚନା ରୁ ଜଣା ପଡିଛି କି ଫ୍ରେବୃଆରୀ ମାସ ଶେଷ ଆଡକୁ ସ୍କୁଲ କୋଲିଜ ଖୋଲିବାର ସମ୍ଭାବନା ଥିବା ବେଳେ ସରକାର ଏ ପର୍ଯ୍ୟନ୍ତ କୌଣସି ନିଶ୍ପତି ନେଇ ନାହାଁନ୍ତି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।