ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଗଛ କୁ ଘର ର ଗାଡେନ୍ ରେ ନିଶ୍ଚିତ ଭାବେ ଲଗେଇବା ଉଚିତ୍ ଏହା ଦ୍ୱାରା ଘରେ ସାକାରାତ୍ମକ ଶକ୍ତି ର ବୃଦ୍ଧି ଘଟି ଥାଏ ବାସ୍ତୁ ଅନୁସାରେ ଯଦି କହିବା ତେବେ ଏମିତି କିଛି ଗଛ ରହି ଥାନ୍ତି ଯେଉଁ ଗୁଡ଼ିକୁ ଘରେ ଲଗାଇବା ଦ୍ୱାରା ଆପଣ ମାନଙ୍କର ବହୁତ ଫାଇଦା ହୋଇ ଥାଏ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେମିତି ହିଁ କିଛି ଗଛ ବିଷୟ ରେ କହିବା ପାଇଁ ଯାଉଛୁ ଜାହାକୁ ଆପଣ ମାନେ ଘରେ ଲଗାଇ ସବୁ ନାକାରାତ୍ମକ ଉର୍ଜା କୁ ଘରୁ ବାହାର କରି ପାରିବେ,ତେବେ ପ୍ରଥମେ ଆସୁଛି ତୁଳସୀ ଗଛ ହିନ୍ଧୁ ଧର୍ମ ରେ ଆପଣ ମାନେ ଜାଣି ଥିବେ ତୁଳସୀ କୁ ବହୁତ ଖାସ୍ ଗଛ ବୋଲି ମନା ଯାଏ ଏହି ଗଛ ଘରେ ରହିଲେ ଘରେ କେବେ ବି ଟଙ୍କା ପଇସା ର ଅଭାବ ହେବାକୁ ଦିଏ ନାହିଁ ।
ସେମିତି ବେଳେ ଆପଣ ମାନେ ଯଦି ଏହି ଗଛ କୁ ଉତ୍ତର ପୂର୍ବ ଦିଗ ରେ ଘରେ ଲଗାନ୍ତି ତେବେ ଆପଣ ମାନଙ୍କର ଘର ଉପରୁ ନାକାରାତ୍ମକ ପ୍ରଭାବ ପଡେ ନାହିଁ । ଦୁଇ ରେ ରହିଛି ଦୁଇ ରେ ରହିଛି ଅଁଳା ଗଛ ଏହି ଗଛକୁ ଘରେ ଲଗାଇବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଥାନ୍ତି ,ଏହା ବ୍ୟତିତ ଆପଣ ମାନେ ଏହାର ଚିତ୍ର ମଧ୍ୟ ଲଗେଇ ପାରିବେ ତିନି ରେ ରହିଛି ଗଙ୍ଗ ଶୀଉଳୀ ଗଛ ଏହି ଗଛ କୁ ଆପଣ ମାନେ ଘରେ ଲଗାନ୍ତି ,ତେବେ କେବେ ବି ଆପଣ ମାନଙ୍କ ଘରକୁ ଦାରିଦ୍ରତା ପ୍ରେବଶ କରେ ନାହିଁ, ଏହା ଆପଣ ମାନଙ୍କ ଘର କୁ ସୁଗନ୍ଧିତ କରିବା ସହିତ ଧନ ଲାଭ ର କାରଣ ମଧ୍ୟ ହୋଇ ଥାଏ ।
ଚାରି ରେ ରହିଛି ସମି ଗଛ ଏହା ଘରେ ଲଗାଇଲେ ଆପଣ ମାନଙ୍କ ଘର ର ସ୍ୱନ୍ଦର୍ଯ୍ୟ ବଢେଇବା ସହିତ ଆପଣ ମାନଙ୍କ ଉର୍ଜା ବଢାଇ ଥାଏ ଏବଂ ଘରେ କେବେ ବି ଧନ ହାନୀ ହୋଇ ନ ଥାଏ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।