ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ଓ ଅନ୍ୟ ସିଙ୍ଗର ମାନେ ମିଶି ଧୁମ୍ ଧାମରେ କଲେ ଭୋଜି ।। ଦେଖନ୍ତୁ ପୁରା ଭିଡିଓ ।।

ss

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ଦିନ ରେ ସଂଙ୍ଗୀତ ନିର୍ଦ୍ଧେଶକ ପ୍ରେମାନନ୍ଦ ଏବଂ ତାଙ୍କର ଟିମ୍ ଏକ ଉତ୍ସାହ ର ସହିତ ବଣଭୋଜି କୁ ପାଳନ କରି ଥିବାର ଦେଖିିବା ପାଇଁ ମିଳିଛନ୍ତି ତେବେ ସେହି ବଣଭୋଜି ସମୟ ରେ ନୂଆ ଚଳିଚିତ୍ର ର ଗୀତ ସିୁଟଂ ସହିତ କେମିତି ଭାବେ ଆଗାମୀ ନୂଆ ବର୍ଷ ଟି କଟିବ ସେହି ବିଷୟରେ ତଥା ମହାମାରୀ କୋରନା ରେ କିଏ କେତେ ଦୁଖଃ କଷ୍ଟ ପାଇଛନ୍ତି ଏହି କଥା କୁ ଭାବି ଏହି ଦିନରେ ସମସ୍ତେ ଏକାଠୀ ହୋଇ ଥିଲେ ଏବଂ ସମସ୍ତେ ଏକା ସ୍ୱର ରେ ମଧ୍ୟ ଗୀତ ଗାଇ ଥିବାର ଦେଖିବା ପାଇଁ ମିଳି ଥିଲେ ତେବେ ବର୍ତମାନ ସମୟ ରେ ଏହା ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେଉ ଥିବା ବେଳେ ଯେଉଁ ଥିରେ ପ୍ରେମାନନ୍ଦ ଏବଂ ତାଙ୍କର ଟିମ୍ ମାନେ ହ୍ୟୁମନ ସାଗର ସୁବାସିସ୍ ଶର୍ମା ପ୍ରେମା ଆନନ୍ଦ ଙ୍କ ପତ୍ନୀ ଏହା ସହିତ ପ୍ର୍ଜ୍ଞ୍ୟା ଖଟୁଆଙ୍କ ପରି ଅନେକ ଟେଲେଣ୍ଟେଡ୍ କଳାକାର ମାନେ ସେହି ଠାରେ ଯୋଗ ଦେଇ ଥିଲେ ।singer

ତଥା ସେଠାରେ ଅନନ୍ୟା ମିଶ୍ର ଙ୍କୁ ବି ଦେଖିବା ପାଇଁ ମିଳି ଥିବା ବେଳେ ସେଠାରେ ସମସ୍ତେ ମିଶି କରି ଗୀତ ଗାଇ ଥିଲେ ଏବଂ ଗୀତ ଗଇବା ସହିତ ବଣଭୋଜିର ଆଶର ମଧ୍ୟ ବହୁତ ଭଲ ଭାବେ ହୋଇ ଥିଲା । ଏବଂ ସେହି ଠାରୁ ନୂଆ ଚଳଚିତ୍ର ପାଇଁ କିଏ କିଏ ଗୀତ ଗାଇବେ ସେହି ବିଷୟରେ ସେଠାରେ ମନନିତ ହୋଇ ଥିଲା ହେଲେ ଏଠାରେ ସବୁଠୁ ଦୁଖଃ ର କଥା ହେଲା କି ପ୍ରେମା ଆନନ୍ଦ ଙ୍କ ସବୁଠୁ ପ୍ରିୟ ଦିପ୍ତି ରେଖା ଦେଖା ଜାଇ ନ ଥିଲେ ଏବଂ କେଉଁ କାରଣ ପାଇଁ ଦିପ୍ତି ସେଠାରେ ନ ଥିଲେ ତାହା ଜଣା ପଡି ନ ଥିବା ବେଳେ ଆଗାମୀ ଚଳଚିତ୍ର ରେ ଦିପ୍ତିରେଖା ଙ୍କୁ ଗୀତ ଗାଇବାର ଚାନ୍ସ ମିଳି ନ ପାରେ ।singer

କାରଣ ଏହି ଦିନ ରେ ଦିପ୍ତି ରେଖା ନୂଆ କରି ବିବାହ କରି ଥିବା ବେଳେ ତାଙ୍କ ହାତରେ ବଡ ପ୍ରଜେକ୍ଟ ଲାଗିଛି ଏହି ଦିନରେ ସେ ସାଗେଗାମାପା ଲିଟିଲ ଟାମ୍ଫ୍ସ ଏବଂ ମଞୁରୀ ଟିିଭି ରେ ମାଆ ରେ ବି ଦେଖିବା ପାଇଁ ମିଳିବେ ସେହିଥି ପାଇଁ ବର୍ତମାନ ସମୟରେ ସେ ବ୍ୟସ୍ତ ରହି ଥିବା ଦେଖିବା ପାଇଁ ମିଳିଛନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *