ମା ଲକ୍ଷ୍ମୀଙ୍କ ଅତି ପ୍ରିୟ ହୋଇଥାନ୍ତି ଏହି 10 ଅଭ୍ୟାସ ଥିବା ମହିଳା ମାନେ, ଧନରେ ଭରି ଦିଅନ୍ତି ଘରେ !

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମା ଲକ୍ଷ୍ମୀ ଙ୍କୁ ଭଲ ଲାଗେ ଏହି ଅଭ୍ୟାସ ରହି ଥିବା ମହିଳା ମାନେ ଏମାନଙ୍କୁ ଧନ ଦୈଲତ ରେ ଭରି ଦେଇ ଥାନ୍ତି , ମାତା ଲକ୍ଷ୍ମୀ ଙ୍କୁ ଧନ ର ଲକ୍ଷ୍ମୀ ବୋଲି କୁହା ଜାଇ ଥାଏ ଯଦି ଆପଣ ମା ଲକ୍ଷ୍ମୀ ଙ୍କର ପ୍ରିୟ ହୋଇ ରହିବା ପାଇଁ ଚାହାଁନ୍ତି ତେବେ ଆପଣ ମାନଙ୍କୁ ଏମିତି ସବୁ କାମ କରିବା ପାଇଁ ପଡିବ ଏବଂ ମା ଲକ୍ଷ୍ମୀ ସେହି ଲୋକ ମାନଙ୍କର ମନସ୍କାମନା ପୂରଣ କରନ୍ତି ଜାହାଙ୍କ ମଧ୍ୟ ରେ ଏହି ସବୁ ଗୁଣ ରହି ଥାଏ ତେବେ ଆସନ୍ତୁ ସେହି ସବୁ ଗୁଣ ବିଷୟରେ ଜାଣି ନେବା ତେବେ ପ୍ରଥମ ଉପାୟ ସକାଳେ ଏବଂ ସଂନ୍ଧ୍ୟାରେ ପୂଜା କରୁ ଥିବା ମହିଳା ମାନଙ୍କୁ ସବୁ ବେଳେ ମା ଲକ୍ଷ୍ମୀ ପସନ୍ଦ କରି ଥାନ୍ତି । ଏମାନେ ନିୟମିତ ଭାବେ ପୂଜା କରିବା ଦ୍ୱାରା ଏମାନଙ୍କ ମନ ପବିତ୍ର ହୋଇ ଥାଏ ,laxmi

ସେହି ପରି ବନ୍ଧୁଗଣ ଗୁରୁବାର ଦିନ ମାତା ଲକ୍ଷ୍ମୀ ଙ୍କ ବ୍ରତ୍ତ ରଖୁ ଥିବା ମହିଳା ମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ ଆଶ୍ରୀବାଦ ସବୁ ବେଳେ ରହି ଥାଏ , ଏମାନେ ସବୁ ବେଳେ ମାଆ ଙ୍କ ପାଇଁ ଭୋଗ ବିଳାସ ତ୍ୟାଗ କରନ୍ତି ସେମାନଙ୍କ ଉପରେ ମାଆ ଲକ୍ଷ୍ମୀ ସବୁ ବେଳେ ପ୍ରଶନ୍ନ ରରହି ଥାନ୍ତି ସେହି ପରି ବେଳେ ବନ୍ଧୁଗଣ ଘରେ ଛୋଟ ଝିଅ ମାନଙ୍କୁ ଅଧିକ ସ୍ନେହ ଯେଉଁ ମାଆ ମାନେ ଦେଇ ଥାନ୍ତି ସେମାନଙ୍କ ଉପରେ ମାତା ଲକ୍ଷ୍ମୀ ସବୁ ସମୟ ରେ ପ୍ରଶନ୍ନ ରହି ଥାନ୍ତି , ଏମିତି କୁହା ଯାଏ ଶିଶୁ କନ୍ୟା ଙ୍କ ମଧ୍ୟ ରେ ସ୍ୱୟଂ ମାତା ଲକ୍ଷ୍ମୀ ବାସ କରନ୍ତି ,mata laxmi

ସେହି ପରି ବେଳେ ଗୁରୁବାର ଦିନ ମାତା ଲକ୍ଷ୍ମୀ ଙ୍କ ନାମ ରେ ଘିଅ ର ଦିପ ଲେଗଇଲେ ଆପଣ ମାନଙ୍କ ଉପରେ ମା ବହୁତ ପରିମାଣ ରେ ପ୍ରଶନ୍ନ ହୋଇ ଥାନ୍ତି । ସେହିଥି ପାଇଁ ଯେଉଁ ମହିଳା ମାନେ ଏମିତି କରନ୍ତି ସେମାନଙ୍କୁ ମାଆ ଙ୍କ ମହିଳା ଦେଖିବା ପାଇଁ ମିଳେ ଏବଂ ସେମାନଙ୍କ ସବୁ ମନସ୍କାମନା ପୂର୍ଣ୍ଣ ହୋଇ ଥାଏ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *