ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବାବୁ ସାନ ମହାନ୍ତି ଯିଏକି ଓଲିଉଡ ର ହିରୋ ନଂ ୱାନ୍ ବହୁତ ସମୟ ରେ ଆପଣ ମାନଙ୍କ ପ୍ରଶ୍ନ ରହି ଥାଏ କି ବାବୁ ସାନ ଙ୍କ ନଂ ଦରକାର ଏବଂ ତାଙ୍କର ପରିବାର ଏବଂ ତାଙ୍କର ସ୍ତ୍ରୀ ବିଷୟ ରେ ଜାଣିବା ପାଇଁ ସେହି ପରି ବହୁତ ସମୟ ରେ ଆପଣ ମାନେ କମେଣ୍ଟ କରନ୍ତି କି ବାବୁସାନ ଙ୍କ ଗାଁ ବାରିପଦା ଉପରେ ଏକ ଟିପଣୀ ଦେବା ପାଇଁ ତେଣୁ ଆମେ ଆଜି ଆପଣ ମାନଙ୍କୁ ସେହି ବିଷୟ ରେ ସଂମ୍ପର୍ଣ୍ଣ ଟିପଣୀ ଦେବା ପାଇଁ ଚେଷ୍ଟା କରିବୁ ।
ସେମିତି ରେ ଆପଣ ମାନଙ୍କୁ ଜଣେଇ ଦେବାକୁ ଚାହିଁବୁ କି ଏହି ଦିନ ରେ ବାବୁସାନ ନିଜର ଗ୍ରାମ ରେ ମାନେ ବାରିପଦା ସ୍ଥିତ ଗାଁ ରେ ରହୁ ଥିବା ବେଳେ କୋରନା ର ସ୍ଥିତି କମିଲେ ସେ ପୁଣି ଭୁବନେଶ୍ୱର ଫେରିବେ ବୋଲି କହିଥନ୍ତି ଏବଂ ସେ ସେଠାରେ କେବଳ ନିଜେ ନୁହେଁ ବରଂ ନିଜର ସଂମ୍ପର୍ଣ୍ଣ ପରିବାର ଲୋକ ମାନଙ୍କ ସହିତ ଉପସ୍ଥିତ ରହି ଥିବା ବେଳେ ଗୋଟିଏ ସତ୍ୟନାରାୟଣ ପୂଜା ର ବି ଏହି ଦିନ ରେ ଆୟୋଜନ କରି ଥିବାର ଦେଖିବା ପାଇଁ ମିଳି ଥିଲା ଜାହାର ଭିଡ଼ିଓ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେଉ ଥିବା ବେଳେ ଫେନ୍ସ ମାନେ ତାଙ୍କର ଭିଡ଼ିଓ କୁ ବହୁତ ମାତ୍ରା ରେ ପସନ୍ଦ ମଧ୍ୟ କରିଛନ୍ତି ।
ତେବେ ସେ ସେଠାରେ ନିଜର ପରିବାର ସହିତ କିଛି ଦିନ ର ଭେକେସନ ରେ ଜାଇ ଥିବା ସହିତ ସେଠାକାର ଜଙ୍ଗଲ ପରିଦର୍ଶନ କରିବା ଏବଂ ନିଜର ପତ୍ନୀ ଙ୍କୁ ତାଙ୍କର ସହିତ ଜଙ୍ଗଲ ଆଦି ର ପରିଦର୍ଶନ କରେଇ ଥିବାର ଦେଖିବା ପାଇଁ ମିଳି ଥିଲେ ,ସେହି ପରି ଅନ୍ୟ ପଟରେ ସେ ବାଡି ରେ ଚାଷ ମଧ୍ୟ କରି ସେଲଫି ଉଠେଇ ପଠେଇ ଏବଂ ସାଙ୍ଗ ମାନଙ୍କ ସହିତ ମିଶି କରି ସେ ତାସ୍ ବି ଖେଳୁ ଥିବାର ଦେଖିବା ପାଇଁ ମିଳିଛନ୍ତି ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଓଲିଉଡ ର ସୁପର ଷ୍ଟାର ବାବୁସାନ ମହାନ୍ତି ଙ୍କ ଅଭିନୟ ଆପଣ ମାନଙ୍କୁ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।