ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା , ପ୍ରଥମ ବଡ ଖବର ଟି ହେଲା ଦେଶ ରେ ବାର୍ଡ ପ୍ଲୁ ଆତଙ୍କ କେରଳ ରେ 40 ହଜାର କୁକୁଡା ଙ୍କୁ ହତ୍ୟା କରା ଯିବ ଦେଶ ରେ କୋରନା ମହାମାରୀ ସଂଙ୍କଟ କମି ନ ଥିବା ବେଳେ ଏବେ ଏକ ନୂଆ ସଂକଟ ଦେଖିବା ପାଇଁ ମିଳିଛି ମଧ୍ୟ ପ୍ରଦେଶ ଗୁଜୁରାଟ ରାଜସ୍ତାନ ହିମାଞ୍ଚଳ ପ୍ରଦେଶ ରେ ବିଭିନ୍ନ ପକ୍ଷୀ ଙ୍କ ଶରୀର ରୁ ବାର୍ଡ ଫ୍ଲୁୁ ଭୂତାଣୁ ଠାବ ହେବା ପରେ ରାଜ୍ୟ ସରକାର ମାନେ ହାଇଏଲ୍ଟ ଜାରି କରିଛନ୍ତି ,
ଏହା ସହିତ ଏହି ଦିନ ରେ ମଧ୍ୟ ପ୍ରଦେଶ ର ବଂଶଜ୍ ରେ ଆଗାମୀ 15 ଦିନ ପାଇଁ ବୀକ୍ରୀ ହେଉ ଥିବା ଅଣ୍ଡା ଏବଂ ଚିକେନ୍ ଦୋକାନ ସବୁ କୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦିନ ରେ ମଧ୍ୟ ପ୍ରଦେଶର ଶହ ଶହ କାଉଙ୍କ ମୃତ ଦେହ ମିଳି ଥିବା ବେଳେ , ସେମାନଙ୍କ ନମୁନା ପରିକ୍ଷା କରିବା ପରେ ଜଣା ପଡି ଥିଲା କି ସେମାନଙ୍କ ମଧ୍ୟ ରେ ବାର୍ଡ ଫ୍ଲୁୁ ଭୂତାଣୁ ରହିଛନ୍ତି , ଏହାକୁ ଦୃଷ୍ଟି ରଖି ଏହି ଦିନରେ ଚିକେନ୍ ଏବଂ ଅଣ୍ଡା ବୀକ୍ରୀ ହେଉ ଥିବା ଦୋକାନ କୁ ବନ୍ଦ କରି ଦେଇ ଥିବାର ଜଣା ପଡିଛି ,
ତେବେ ପରବର୍ତୀ ଖବର ଟି ହେଲା 70 ପ୍ରତିଶତ ସିଲାବସ୍ ରେ ପାଠ ପଢିବେ ଛାତ୍ର ଛାତ୍ରୀ ଗୋଟିଏ ସେସନ୍ ରେ ରହିବେ 20 ରୁ 25 ପିଲା ଆସନ୍ତା 8 ତାରିଖ ରେ ରାଜ୍ୟ ରେ ସ୍କୁଲ ଗୁଡିକ ଖୋଲିବ ଏହି ନେଇ ବର୍ତମାନ ସମୟ ରେ ପ୍ରସ୍ତୁତି ଜୋର ସୋର ରେ ଚାଲିଛି , ଏହି ନେଇ ଆଜି ପୁଣି ପ୍ରତିକ୍ରିଆ ରଖିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ,
ସେହି ପରି ପରବର୍ତି ଖବର ଟି ହେଲା କୋରନା ଟୀକା କୋ ଭେକ୍ସିନ୍ ର ପ୍ରଥମ ଏବଂ ଦ୍ୱତୀୟ ପର୍ଯ୍ୟାୟ ପରିକ୍ଷଣ ସଫଳ ଆସନ୍ତା ମାର୍ଚ୍ଚ ମାସ ରେ ଆସିବ ଦେଶୀ ଟୀକା ଭାରତୀୟ ବାୟୋଟେକ୍ ର କୋଭିଡ୍ ଭେକ୍ସିନ୍ ଟୀକା ମାର୍ଚ୍ଚ ମାସ ରେ ଆସି ପାରେ ଆଜି ସମ୍ ହସ୍ପିଟାଲ ରେ ଡାକ୍ତର ଡି ଭିଙ୍କଟର ରାଓ କହିଛନ୍ତି । ଖୁବ୍ ଶିଘ୍ର ତୃତୀୟ ପର୍ଯ୍ୟୟ ର ପରିକ୍ଷଣ ବି ଆରମ୍ଭ ହେବାକୁ ଯାଉଛି ଏହି ପରିକ୍ଷଣ ରେ ହଜାର ହଜାର ଲୋକ ମାନେ ଭାଗ ବି ନେବେ ତେବେ ଆଗାମୀ ବର୍ଷ ର ତୃତୀୟ ମାସ ସୁଧା ଏହାର ସଂମ୍ପର୍ଣ୍ଣ ପ୍ରସ୍ତୁତି ସେଷ ହେବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।