ବ୍ୟାନ ହୋଇପାରେ KGF 2 ଫିଲ୍ମ । ଆସିଲା ଏହି ବଡ ଅସୁବିଧା

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ବନ୍ଧୁଗଣ ସାଉଥ୍ ଇଣ୍ଡିଆ ପକ୍ଷ୍ୟ ରୁ ଏବେ ଏବେ ଏକ ନୂଆ ଫିଲ୍ମ ଆସି ପହଁଚିଛି ଜାହାର ନାମ KGF 2 ଏବଂ ଏହାର ଟ୍ରେଲର ଆସିବା ପରେ ଇୟୁଟ୍ୟୁବ୍ ରେ ବହୁତ ବଡ ରେକର୍ଡ ବନେଇ ସାରିଛି ଏବଂ କିଛି ଦିନ ମଧ୍ୟ ରେ ଏହା 150 ମିଲିୟନ ରୁ ଅଧିକ ଭ୍ୟୁଜ୍ ହୋଇ ସାରିଛି ଏଠାରେ ଏହି ଫିଲ୍ମ ର ଯିଏ ହିରୋ ରହିଛନ୍ତି ୟସ୍ ଏହି ଫିଲ୍ମ ସହିତ ବହୁତ ପପୁଲାର ହୋଇ ସାରିଛନ୍ତି ଏବଂ ବହୁତ ଲୋକ ମାନେ ଏହି ଫିଲ୍ମ ମଧ୍ୟ ରେ ତାଙ୍କର ଏହି ଲୁକ୍ସ କୁ ବହୁତ ପସନ୍ଦ କରୁଛନ୍ତି ହେଲେ ଏହି ମଧ୍ୟ ରେ ଏହି ଫିଲ୍ମ କୁ ନେଇ ୟସ୍ ଏବେ ବିବାଦ ରେ ଆସି ସାରିଛନ୍ତି ଏବଂ ଏହିଥି ପାଇଁ ୟସ୍ କୁ ଏବେ ଗୋଟିଏ ନୋଟିସ୍ ବି ପଠେଇ ଦିଆ ଜାଇଛି କାରଣ ଏହି ଥିରେ ୟସ୍ ଟାଣୁ ଥିବା ସିଗାରେଟ୍ କୁ ଭୁଲ ରେ ବନ୍ଧୁକ ର ରଡ୍ ରେ ଜଳେଇବାର ଦେଖେଇ ଦେଇଛନ୍ତି ।yes

ସେହି ପରି ଏମିତି ବି କିଛି ସିନ୍ ରହିଛି ଯେଉଁଠାରେ ୟସ୍ ସିଗାରେଟ୍ ପିଉଥିବାର ଦେଖିବା ପାଇଁ ମିଳିଛନ୍ତି ଏବଂ ଏହି ସବୁ କୁ ଦେଖି କରି କର୍ଣ୍ଣଟକ ହେଲ୍ଥ୍ ଡିପାର୍ଟମେଣ୍ଟ ରେ ସୋ କୋଷ୍ଟ ନୋଟିସ୍ ଜାରି କରିଛନ୍ତି , ହଁ ବନ୍ଧୁଗଣ ୟସ୍ କୁ KGF 2 ରେ ଗୋଟିଏ ନୋଟିସ୍ ମିଳିଛି ଏବଂ ଏହି ଥିରେ ଅନୁରୋଧ ବି କରା ଜାଇଛି କି ଏହି ପରି ବ୍ୟୟନର କୁ ହଟେଇବା ପାଇଁ ଏହି ଠାରେ କୁହା ଜାଇଛି କି ଆପଣ ମାନେ ଏମିତି ଭାବେ କିଛି ପୋଷ୍ଟର ଆପଣ ମାନେ ଲଗେଇବେ ତେବେ ଏମିତି ସିନ୍ ମାନଙ୍କ ରେ ଧୂମପାନ କୁ ଆହୁରୀ ବି ବଢାବା ମିଳି ଥାଏ ଜାହାକି ସମାଜ ପାଇଁ ମୋଟେ ବି ଭଲ ନୁହେଁ ଆପଣ ମାନଙ୍କୁ ଆପଣ ମାନଙ୍କ ଫିଲ୍ମ ।kgf

ଏବଂ ଟିଜର ରୁ ଏହି ସବୁ ସିନ୍ କୁ ନିଶ୍ଚିତ ଭାବେ ହଟେଇବା ପାଇଁ ପଡିବ ବା ଟେଷ୍ଟ ବା କୈଣସି ଗାଇଡ୍ ଲାଇନ୍ ଭିଡ଼ିଓ କୁ ଆପଣ ମାନଙ୍କ ଫିଲ୍ମ ରେ ଏଡ୍ କରିବା ପାଇଁ ପଡିବ ଏହି ପରି KGF 2 କୁ ନେଇ କିଛି ନୋଟିସ୍ ମିଳିଛି ଏବଂ ଏହି ନୋଟିସ୍ ରେ ଏହି ରିକ୍ୟଏଷ୍ଟ କରା ଜାଇଛି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *