ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସାଙ୍ଗ ମାନଙ୍କ ସହିତ ପୁରୀ ବୁଲି ମଜା ମସ୍ତି କରିଲେ ବଙ୍ଗିୟ ଅଭିନେତ୍ରୀ ଝିଲ୍ଲୀକ୍ ଭଟ୍ଟାଚାର୍ଯ୍ୟ ସେମିତି ରେ ଏହି ଦିନ ରେ ଝିଲ୍ଲୀକ୍ ଭଟ୍ଟାଚାର୍ଯ୍ୟ ସାଙ୍ଗ ମାନଙ୍କ ସହିତ ପୁରୀରେ ଗୋଟିଏ ରାତି ଏବଂ ଗୋଟିଏ ଦିନ ମଧ୍ୟ ରେ ସ୍ପେଣ୍ଡ କରି ଥିବାର ଦେଖିବା ପାଇଁ ମିଳିଛନ୍ତି , ସେମାନେ ବହୁତ ସମୟ ବୁଲାବୁଲି କରି ସାଙ୍ଗ ମାନଙ୍କ ସହିତ ଜଗନ୍ନାଥ ଙ୍କୁ ଦର୍ଶନ କରି ଆଳତୀ କରି ଥିବାର ଫୋଟ ସବୁ ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇ ଥିବାର ଦେଖିବା ପାଇଁ ମିଳିଛନ୍ତି , ଏବଂ ବର୍ତମାନ ସମୟ ରେ ଏହା ଖୁବ୍ ଭାଇରଲ ହେବାରେ ଲାଗିଛି ,
ଏବଂ ବନ୍ଧୁଗଣ ସେ ନନା ଙ୍କ ସହିତ ଦର୍ଶନ କରୁ ଥିବାର ଫୋଟ କୁ ମଧ୍ୟ ରେ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ଥିବାର ବେଳେ , ସେ ଏହି ଦିନ ରେ ପୁରୀ ର ଶ୍ରୀ ମନ୍ଦିର ଠାରେ ବହୁତ ଗୁଡିଏ ଫୋଟ ବି ଉଠେଇ ଥିବାର ଦେଖିବା ପାଇଁ ମିଳିଛନ୍ତି । ସେହି ପରି ଏହି ଦିନ ରେ ପୁରୀ ମନ୍ଦିର ପରିସର ରେ ଫୋଟ ଉଠେଇ ବାକୁ ଏଲାଉ ନ ଥିବାରୁ ସେ ଫୋଟ ଉଠେଇ ନାହାଁନ୍ତି , ଏହି ସହିତ ଝିଲ୍ଲୀକ୍ ଭଟ୍ଟାଚାର୍ଯ୍ୟ ବଡଦାଣ୍ଡ ରେ ଭକ୍ତି ପୂର୍ବକ ସହିତ ଠାକିର ଙ୍କୁ ଡାକି କରି ମାଉସୀ ମାଆ ମନ୍ଦିର ଆଡେ ବି ବୁଲିବା ପାଇଁ ଜାଇ ଥିବାର ଦେଖିବା ପାଇଁ ମିଳି ଥିଲେ ,
ଏହା ସହିତ ଏହି ସବୁ କୁ ସୋସିଆଲ ମିଡ଼ିଆ ରେ ସେୟାର କରିବା ପରେ ତାଙ୍କୁ ବହୁତ ପରିମାଣ ରେ ପ୍ରଶଂସା ମିଳି ଥିବାର ଦେଖିବା ପାଇଁ ମିଳି ଥିଲା , ସେମିତି ରେ ଆପଣ ମାନେ ଜାଣିଛନ୍ତି ବଙ୍ଗିୟ ଅଭିନେତ୍ରୀ ଝିଲ୍ଲୀକ୍ ଭଟ୍ଟାଚାର୍ଯ୍ୟ ଏବେ ଓଡିଆ ବୋହୁ ହୋଇ ସାରିଛନ୍ତି ଏବଂ ଓଡ଼ିଆ ବୋହୁ ଭାବେ ସେ ନିଜର କାର୍ଯ୍ୟ କୁ ସଠିକ୍ ଭାବେ ତୁଲାଉଛନ୍ତି ବୋଲି ଏହି ସବୁ ଫୋଟ ମାନଙ୍କ ରେ ସଂମ୍ପର୍ଣ୍ଣ ଭାବେ ଦେଖିବା ପାଇଁ ମିଳିଛି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।