ସେଲ୍ଫି ହେଲା କାଳ – ସେଲ୍ଫି ନେଉ ନେଉ ନଇରେ ଗଳି ପଡିଲା ଝିଅ । ଆଉ ତା ପରେ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସରି ଥିଲା ନିର୍ବନ୍ଧ ଦୁଇ ମାସ ପରେ ସାଜି ଥାନ୍ତେ କନିଆ ହୋଇ ଥାଆନ୍ତା ବାହାଘର କିନ୍ତୁ ସେଲଫି ଛଡେଇ ନେଲା ଜିବନ ସେଲଫି ନେବା ସମୟ ରେ ଖସି ପଡିଲେ ନଦୀ ରେ ଅଧା ରେ ରହିଗଲା ବାହାଘର ତେବେ ହସ ଖୁସୀ ରେ ପରିବାର ସହିତ ଆସି ଥିଲା ପିକନିକ୍ ପାଇଁଁ ଏମିତି ଦୁଖଃ ଦାୟକ ଘଟଣଣା ଘଟିବ ବୋଲି କେହି ବି ଜାଣି ନ ଥିଲେ ଖୁସୀ ର ସେଲିବ୍ରେସନ କରୁ କରୁ ଦନୀ କୁ ସେଲଫି ନେବା କୁ ଚାଲି ଜାଇ ଥିଲେ ଆଉ ପରେ ସରି ଗଲା ସବୁ କିଛି ।salfe

ସୁନ୍ଦର ଗଡ ଜିଲ୍ଲା ତଲୁସୁରା ଥାନା ଅନ୍ତର୍ଗତ ଘଗର ଗ୍ରାମ ସ୍ଥିତ ଏହି ନଦୀ ରେ ଏମିତି ଗୋଟିଏ ଘଟଣା ଘଟି ଜାଇଛି , ନଦୀରେ ସେଲଫି ନେବାକୁ ଜାଇ ଖସି ପଡିଲେ 27 ବର୍ଷ ର ଯୁବତୀ ଅନୁପମା ପ୍ରଜାପତି ଦୁଖଃ ର ବିଷୟ ହେଲା ନିର୍ବନ୍ଧ ସରି ଥିଲା ଆଉ ଦିନ କେଇଟା ପରେ ବିବାହ ହୋଇ ଥାନ୍ତା ହେଲେ ଚାଲିଗଲା ଜିବନ , ସୂଚନା ଅନୁସାରେ ପରିବାର ଲୋକ ମାନଙ୍କ ସହିତ ବଣଭୋଜି କରିବୁ ଘୋଗର ଇମ୍ ଦନୀ କନାକୁଣ୍ଡା ପାଖକୁ ଜାଇ ଥିଲେ ହେଲେ ପରିବାର ରୋଷେଇ କରିବାରେ ବ୍ୟସ୍ତ ରହି ଥିବା ବେଳେ ସାଙ୍ଗ ମାନଙ୍କ ସହିତ ଫୋଟ ଉଠେଇବା ପାଇଁ ଜାଇ ଥିଲେ ଅନୁପମା ।salfee

ପରିବାର ଲୋକ ମାନେ ରୋଷେଇ ରେ ବ୍ୟସ୍ତ ରହି ଥିବା ବେଳେ ସେ ନଦୀ ପାଖକୁ ଜାଇ ନଦୀ ପାଣି ରେ ଛିଡା ହୋଇ ସେଲଫୀ ନେବାରେ ବ୍ୟସ୍ତ ରହ ଥିବା ବେଳେ ତାଙ୍କର ଗୋଡ ଖସି ଜାଇ ଥିଲା ଏବଂ ପରେ ଏମିତି ଘଟଣା ହୋଇ ଜାଇ ଥିଲା ଏବଂ ପରେ 24 ଘଣ୍ଟା ର ଖୋଜା ଖୋଜି ପରେ ଗତ କାଲି ଉଦ୍ଧାର କରି ଅନୁପମା ଙ୍କ ମୃତ ଦେହ ଛଅ ଜଣିଆ ଉଧାର କାରୀ ଦଳ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *